ETV Bharat / sitara

ଲୋଲୋଙ୍କୁ 'ଦ୍ବିତୀୟ ମା' କହିଲେ ବେବୋ, ସେୟାର କଲେ ପିଲାଦିନର ଫଟୋ - kareena-sweet-video-wish-for-sister

90 ଦଶକର ସୁପରହିଟ୍ ଅଭିନେତ୍ରୀ କରିସ୍ମା କପୁର 47 ବର୍ଷ ବୟସରେ ପାଦ ଥାପିଛନ୍ତି । ଏହି ଅବସରରେ କରିସ୍ମାଙ୍କ ସାନ ଭଉଣୀ ବେବୋ ତାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି । ଅଧିକ ପଢନ୍ତୁ...

kareena-sweet-video-wish-for-sister-karisma-on-her-birthday-with-unseen-pics-watch-video
ଲୋଲୋଙ୍କୁ 'ଦ୍ବିତୀୟ ମା' କହିଲେ ବେବୋ, ସେୟାର କଲେ ପିଲାଦିନର ଫଟୋ
author img

By

Published : Jun 26, 2021, 7:06 AM IST

ମୁମ୍ବାଇ: 90 ଦଶକର ସୁପରହିଟ୍ ଅଭିନେତ୍ରୀ କରିସ୍ମା କପୁର 47 ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ କରିସ୍ମାଙ୍କ ସାନ ଭଉଣୀ ବେବୋ ତାଙ୍କୁ ଏକ ଖାସ ଅନ୍ଦାଜରେ ବର୍ଥଡେ ଓ୍ବିଶ କରିଛନ୍ତି ।

କରୀନା 'ଲୋଲୋ'କୁ ଜନ୍ମଦିନର ଶୁଭେଚ୍ଛା ଜଣାଇ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ କରିସ୍ମା ଏବଂ କରୀନାଙ୍କର ପିଲାଦିନର ଅନେକ ସୁନ୍ଦର ଫଟୋ ଦେଖିବାକୁ ମିଳିଛି ।

ଇନଷ୍ଟାଗ୍ରାମରେ ଭିଡିଓ ସେୟାର କରି କ୍ୟାପସନରେ କରୀନା ଲେଖିଛନ୍ତି, 'ସାହସୀ, ଶକ୍ତିଶାଳୀ ମହିଳାଙ୍କୁ ଜନ୍ମଦିନର ଶୁଭେଚ୍ଛା । ମୋ ଭଉଣୀ, ତୁମେ ମୋର ବେଷ୍ଟଫ୍ରେଣ୍ତ, ମୋର ଦ୍ବିତୀୟ ମା' ଚାଇନିସ ଫୁଡ ସେତେବେଳେ ଭଲ ଲାଗେ,ଯେତେବେଳେ ଆମେ ଏହାକୁ ଏକାଠି ଖାଇଥାଉ । ମୁଁ ତୁମକୁ ବହୁତ ଭଲ ପାଏ । ତୁମ ପରି କେହି ନାହାଁନ୍ତି ...ମୋର ଲୋଲୋ' ।

କରିନାଙ୍କ ଏହି ଭିଡିଓ ପୋଷ୍ଟରେ କରିସ୍ମା କମେଣ୍ଟ ବକ୍ସରେ ଲେଖିଛନ୍ତି, 'ଏହା ବହୁତ ପ୍ୟାରା ! ମୋର ସାନ ଭଉଣୀ @kareenakapoorkhan ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.