ETV Bharat / sitara

ଏକାଠି ଖାଉଥିବାର ନଜର ଆସିଲେ ତୈମୁର-ଇନାୟା - ଏକାଠି ଖାଉଥିବାର ନଜର ଆସିଲେ ତୈମୁର-ଇନାୟା

ନିକଟରେ କରୀନା ତାଙ୍କ ପୁଅ ତୈମୁର ଅଲୀ ଖାନଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସମ୍ପର୍କୀୟ ଇନୟା ନାଉମି ଖେମୁଙ୍କ ସହ ଖାଉଥିବା ନଜର ଆସିଛନ୍ତି । ଅଧିକ ପଢନ୍ତୁ...

kareena-kapoor-has-shared-a-new-picture-of-son-taimur-chilling-with-his-cousin-inaaya-naumi-kemmu
ଏକାଠି ଖାଉଥିବାର ନଜର ଆସିଲେ ତୈମୁର-ଇନାୟା
author img

By

Published : Feb 6, 2021, 6:02 PM IST

ନୂଆଦିଲ୍ଲୀ: ବଲିଉଡର ବେବୋ ତଥା ଅଭିନେତ୍ରୀ କରୀନା କପୁର ଖାନ ଖୁବଶୀଘ୍ର ତାଙ୍କର ଦ୍ବିତୀୟ ସନ୍ତାନକୁ ଜନ୍ମ ଦେବାକୁ ଯାଉଛନ୍ତି । ଏଥିପାଇଁ ସେ ବହୁତ ଉତ୍ସାହିତ ଅଛନ୍ତି । ଏବେ ତାଙ୍କର 9 ମାସ ଚାଲିଛି । ସେ ସୋସିଆଲ ମିଡିଆରେ ଏହାର ସୂଚନା ଦେଇଥିଲେ ।

ନିକଟରେ କରୀନା ତାଙ୍କ ପୁଅ ତୈମୁର ଅଲୀ ଖାନଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ସମ୍ପର୍କୀୟ ଇନୟା ନାଉମି ଖେମୁଙ୍କ ସହ ଖାଉଥିବା ନଜର ଆସିଛନ୍ତି । ଫଟୋରେ ଦୁହେଁ ହସୁଥିବାର ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ କରୀନା ଲେଖିଛନ୍ତି, ଏହା ଆଶ୍ଚର୍ଯ୍ୟଜନକ ନୁହେଁ କି,କହିବାକୁ ଗଲେ, ଫଟୋ ପଛରେ ଥିବା ପୁଅମାନେ ମଧ୍ୟ କିଛି କମ୍ ନୁହଁନ୍ତି ।

ବାସ୍ତବରେ, କରୀନା ସେୟାର କରିଥିବା ଫଟୋରେ କୁନାଲ ଖେମୁ ଏବଂ ସୈଫ ଅଲି ଖାନ ପଛରେ ବସିଛନ୍ତି, କିନ୍ତୁ ସେମାନଙ୍କର ଫଟୋ ଅସ୍ପଷ୍ଟ ଅଛି ।

ଆଗାମୀ ସମୟରେ, କରୀନା ଆମୀର ଖାନଙ୍କ ସହ ଚଳଚ୍ଚିତ୍ର 'ଲାଲ ସିଂ ଚଡ୍ଡା'ରେ ନଜର ଆସିବେ ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.