ETV Bharat / sitara

ପିତାଙ୍କ ଶ୍ରାଦ୍ଧ ବାର୍ଷିକୀ ପୂର୍ବରୁ କରନଙ୍କ ବଡ ଘୋଷଣା - ନିର୍ମାତା ୟଶ ଜୋହରଙ୍କ 17ତମ ଶ୍ରାଦ୍ଧ ବାର୍ଷିକୀ

ପିତା ୟଶ ଜୋହରଙ୍କ ନାମରେ ଏକ ଫାଉଣ୍ଡେସନ ସ୍ଥାପନ କଲେ କରନ ଜୋହର । ଯାହାଦ୍ବାରା କୋରୋନା ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିପାରିବେ ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରନ ଜୋହର
author img

By

Published : Jun 19, 2021, 2:11 PM IST

ମୁମ୍ବାଇ: ଆସନ୍ତା ଶନିବାର ଫେମସ ନିର୍ମାତା କରନ ଜୋହରଙ୍କ ପିତା ତଥା ନିର୍ମାତା ୟଶ ଜୋହରଙ୍କ 17ତମ ଶ୍ରାଦ୍ଧ ବାର୍ଷିକୀ । 17 ବର୍ଷ ପୂର୍ବେ ଦୁନିଆ ଛାଡି ଚାଲିଯାଇଥିଲେ ନିର୍ମାତା । ହେଲେ ଶ୍ରାଦ୍ଧ ବାର୍ଷିକୀର ଗୋଟିଏ ସପ୍ତାହ ପୂର୍ବରୁ କରନ କରିଛନ୍ତି ବଡ ଘୋଷଣା । ସେ ପିତାଙ୍କ ନାଁରେ ଏକ ଫାଉଣ୍ଡେସନ ସ୍ଥାପନା କରିଛନ୍ତି ।

ସେ ଇନଷ୍ଟାଗ୍ରାମରେ ପିତାଙ୍କର ଏକ ଭିଡିଓ କ୍ଲିପ ସେୟାର କରି କ୍ୟାପସନରେ ଲେଖିଛନ୍ତି, ‘ମୋର ଅବିଶ୍ବସନୀୟ ପିତାଙ୍କ ସ୍ମୃତିରେ ତାଙ୍କର ଉତ୍ତରାଧିକାରୀ ଆଗକୁ ବଢାଇବା ପ୍ରେମର ପ୍ରକୃତ ପରିଶ୍ରମ । ଭାରତୀୟ ମନୋରଞ୍ଜନ ଶିଳ୍ପ ଲୋକଙ୍କ ଜୀବନ ଶୈଳୀରେ ଉନ୍ନତି ଆଣିବା ଲକ୍ଷ୍ୟରେ ପ୍ରତିଷ୍ଠିତ ୟଶ ଜୋହର ଫାଉଣ୍ଡେସନ ଆରମ୍ଭ କରି ମୁଁ ଅତ୍ୟନ୍ତ ଆନନ୍ଦିତ ।’

କରନଙ୍କ ଅନୁଯାୟୀ ତାଙ୍କ ଏହି ଫାଉଣ୍ଡେସନ କୋରୋନା ମହାମାରୀର ପ୍ରଭାବକୁ ମୁକାବିଲା କରିବା ପାଇଁ ତାଙ୍କ ମୂଳଦୁଆ ତୁରନ୍ତ ଲୋକଙ୍କୁ ସାହାଯ୍ୟ ଯୋଗାଇବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.