ETV Bharat / sitara

‘ଥଲାଇଭି’ର ତାମିଲ ଭର୍ସନକୁ ମିଳିଲା 'ୟୁ' ସାର୍ଟିଫିକେଟ

author img

By

Published : Jun 23, 2021, 7:08 AM IST

ସାମ୍ନାକୁ ଆସିଲା ବଡ ଖବର । ‘ଥଲାଇଭି’ର ମେକର୍ସଙ୍କୁ ମିଳିଲା ବଡ ଖୁସି । ସେପଟେ ଖୁସି ନଜର ଆସିଲେ କଙ୍ଗନା। ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: କଙ୍ଗନା ରଣାୱତଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଥଲାଇଭି’ ଦେଖିବାକୁ ଅନାଇ ବସିଛନ୍ତି ଦର୍ଶକ । ଦୀର୍ଘ ସମୟରୁ ଚର୍ଚ୍ଚାରେ ଏହି ଫିଲ୍ମ । ଇତିମଧ୍ୟରେ ଫିଲ୍ମକୁ ନେଇ ସାମ୍ନାକୁ ଆସିଲା ନୂଆ ଖବର । ମେକର୍ସଙ୍କୁ ମିଳିଲା ଖୁସି । କାରଣ ଫିଲ୍ମର ତାମିଲ ରିଲିଜ ପାଇଁ ‘ଥାଲାଇଭି’ ସେନ୍ସର ବୋର୍ଡ ସାର୍ଟିଫିକେଟ୍ ପାଇଛି । ଫିଲ୍ମକୁ ସେନ୍ସର ବୋର୍ଡ ପକ୍ଷରୁ 'ୟୁ' ପ୍ରମାଣପତ୍ର ପ୍ରଦାନ କରାଯାଇଛି। ସେପଟେ ସାର୍ଟିଫିକେଟ୍ ପାଇବା ପରେ ସୋସିଆଲ ମିଡିଆରେ ଖୁସି ପ୍ରକାଶ କରିଛନ୍ତି କଙ୍ଗନା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ସେହିପରି ସେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଥଲାଇଭିର ତାମିଲ ଭର୍ସନକୁ ୟୁ ସାର୍ଟିଫିକେଟ୍ ମିଳିଲା । ଯାହାର ଅର୍ଥ ହେଲା କୁଇନ ଓ ମଣିକର୍ଣ୍ଣିକା ପରେ ଏହା ମୋର ଆଉ ଏକ ଫିଲ୍ମ । ଯାହାର ଆନନ୍ଦ ନେଇପାରିବେ ଜେଜେବାପା, ଜେଜେମା' ସହ ଛୋଟ ପିଲା ଓ ବାପା-ମା ।’

ପ୍ରକାଶ ଥାଉକି କଥିତ ରୂପେ ମେକର୍ସ ‘ଥଲାଇଭି’ର ହିନ୍ଦୀ ଓ ତେଲୁଗୁ ଭର୍ସନ ପାଇଁ ପ୍ରମାଣପତ୍ର ପାଇଁ ଆବେଦନ କରିବେ । ଯଦି ‘ଥଲାଇଭି’ର କାହାଣୀ ବିଷୟରେ କଥା ହେବା ତାହାଲେ ଏହି ଫିଲ୍ମ ତାମିଲନାଡୁର ଦିବଂଗତ ମୁଖ୍ୟମନ୍ତ୍ରୀ ଜୟଲଳିତାଙ୍କ କାହାଣୀକୁ ନେଇ ଆଧାରିତ । ଫିଲ୍ମରେ କଙ୍ଗନାଙ୍କ ବ୍ୟତୀତ ଅରବିନ୍ଦ ସ୍ବାମୀ, ପ୍ରକାଶ ରାଜ, ମଧୁ ଓ ଭାଗ୍ୟଶ୍ରୀ ଭଳି କଳାକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.