ETV Bharat / sitara

ଫବୋର୍ସ ମାଗାଜିନ ଉପରେ କଙ୍ଗନାଙ୍କ ସାଂଘାତିକ ଅଭିଯୋଗ - ଭାଇରାଲ ହେଲା କଙ୍ଗନା ରଣାୱତଙ୍କ ଟ୍ବିଟ

ରିହାନାଙ୍କ ଚାଷୀ ଆନ୍ଦୋଳନ ସମର୍ଥନ ପରଠୁ କ୍ରୋଧିତ ନଜର ଆସୁଛନ୍ତି କଙ୍ଗନା । ଏବେ ଫବୋର୍ସ ମାଗାଜିନ ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାରେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
author img

By

Published : Feb 6, 2021, 1:32 PM IST

ମୁମ୍ବାଇ: ଚୁପ୍ ବସିବାର ନାଁ ନେଉନାହାଁନ୍ତି କୁଇନ କଙ୍ଗନା ରଣାୱତ । କେତେବେଳେ ବଲିଉଡ ସେଲିବ୍ରିଟି ତ ଆଉ କେତେବେଳେ ଚାଷୀ ଆନ୍ଦୋଳନର ବିରୋଧ କରୁଥିବାର ଆସୁଛନ୍ତି ନଜର । ସେପଟେ ସବୁବେଳେ ବିବାଦୀୟ ବୟାନ ପାଇଁ ମଧ୍ୟ ଚର୍ଚ୍ଚାରେ ରହୁଛନ୍ତି । ଗତ ବର୍ଷରୁ ଚାଷୀ ଆନ୍ଦୋଳନର ବିରୋଧ କରିଆସୁଥିବା କଙ୍ଗନା ଏଥର ବିଶ୍ବର ସବୁଠାରୁ ବଡ ମାଗାଜିନ ଫୋବର୍ସକୁ ମଧ୍ୟ ଟାର୍ଗେଟ କରିଛନ୍ତି । ଯାହା ଆଉ ଏକ ପ୍ରସଙ୍ଗ ସାଜିଛି ।

  • Itna kum... !!! Itne ki toh main apne friends ko gifts de deti hoon ..... kitne saste hain yeh sab yaar hahahaha biggest fraud @Forbes incomes, they have no access to any financial data of celebrities still claim fake incomes of stars, sue me @Forbes if I am lying ... https://t.co/ofOrapWl4z

    — Kangana Ranaut (@KanganaTeam) February 5, 2021 " class="align-text-top noRightClick twitterSection" data=" ">

ବର୍ତ୍ତମାନ ଭାଇରାଲ ହେଉଥିବା ତାଙ୍କର ଏକ ଟ୍ବିଟ ସେ ଫୋବ୍ସକୁ ଟ୍ୟାଗ କରିଛନ୍ତି । ଯେଉଁଥିରେ ଲେଖିଛନ୍ତି, ‘ଯଦି ମୁଁ ଭୁଲ ତେବେ ମୋ ଉପରେ କେସ କର । କେତେ ଶସ୍ତା ଏସବୁ । ସବୁଠୁ ବଡ ଠକେଇ, ଫୋବର୍ସ ଇନକମ । ସେଲିବ୍ରିଟିଙ୍କର ଆର୍ଥିକ ତଥ୍ୟକୁ ସେମାନଙ୍କର କୌଣସି ଆସେସ୍ ନାହିଁ, ତଥାପି ସେଲିବ୍ରିଟିଙ୍କ ଆୟ ଉପରେ କୁହନ୍ତି । ମୁଁ ଯଦି ମିଛ କହୁଛି ମୋ ଉପରେ କେସ କରନ୍ତୁ ।’

କଙ୍ଗନାଙ୍କ ଏହି ଟ୍ବିଟ ସେହି ଖବର ଆସିବା ପରେ ସାମ୍ନାକୁ ଆସିଥିଲା, ଯେବେ ଆମେରିକା ପପ୍ ଷ୍ଟାର ରିହାନା ଚାଷୀ ଆନ୍ଦୋଳନ ସମର୍ଥନରେ ପୋଷ୍ଟ କରିବା ପାଇଁ 2.5 ମିଲିୟନ ଡଲାର ତଥା 18 କୋଟି ଟଙ୍କା ମିଳିଥିବାର କୁହାଯାଉଥିଲା । ଯାହା ଏଯାବତ ସତ୍ୟ ସାବ୍ୟସ୍ତ ହୋଇନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.