ETV Bharat / sitara

ରାଜସ୍ଥାନରେ ‘ତେଜସ’ର ସୁଟିଂ ଆରମ୍ଭ କଲେ କଙ୍ଗନା, ସେୟାର କଲେ ଖୁସି

author img

By

Published : Mar 18, 2021, 2:55 PM IST

ଆରମ୍ଭ ହେଲା ‘ତେଜସ’ର ସୁଟିଂ । ରାଜସ୍ଥାନରେ କଙ୍ଗନା । ଫଟୋ ପୋଷ୍ଟ କରି ସୂଚନା ଦେଲେ ଅଭିନେତ୍ରୀ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କଙ୍ଗନା ରଣାୱତ

ମୁମ୍ବାଇ: ଏବର୍ଷ ବ୍ୟାକ ଟୁ ବ୍ୟାକ ଫିଲ୍ମ ନେଇ ପରଦାକୁ ଫେରିବେ କଙ୍ଗନା ରଣାୱତ। ଏହି କ୍ରମରେ ସାମିଲ ଅଛି ତାଙ୍କ ଫିଲ୍ମ ‘ଥଲାଇଭି’, ‘ଧାକଡ’ ଓ ‘ତେଜସ’ । ଯାହାକୁ ନେଇ ଏକ୍ସାଇଟେଡ ତାଙ୍କ ଫ୍ୟାନ୍ସ । ଇତିମଧ୍ୟରେ ‘ତେଜସ’ର ଆଗାମୀ ସୁଟିଂ ପାଇଁ ରାଜସ୍ଥାନ ଯାତ୍ରା କରିଛନ୍ତି ଅଭିନେତ୍ରୀ । ଏହାର ସୂଚନା ଦେଇ କଙ୍ଗନା ଫ୍ୟାନ୍ସଙ୍କୁ ଜଣାଇଛନ୍ତି ଯେ ହେଲିକପ୍ଟରରେ ସେ ରାଜସ୍ଥାନ ଯାତ୍ରା କରିବାକୁ ଭିଡ ଟ୍ରାଫିକରୁ ରିହାତି ପାଇଛନ୍ତି ।

  • This morning off to work, thank you team #Tejas for saving the hassle of long drives, while I look at this terrain, I wonder Rajasthan got a raw deal in terms of nature and it’s resources yet they emerged as the strongest, culturally n aesthetically richest and evolved people. pic.twitter.com/Ar5HAnH8TB

    — Kangana Ranaut (@KanganaTeam) March 18, 2021 " class="align-text-top noRightClick twitterSection" data=" ">

ଏହାସହ ସେ ରାଜସ୍ଥାନର ଏରିୟଲ ଭ୍ୟୁ ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି । ସେପଟେ ତେଜସର ନିର୍ଦ୍ଦେଶକ ଦାୟିତ୍ବ ସର୍ଭେଶ ମେୱାଡା ତୁଲାଉଥିବାବେଳେ ଫିଲ୍ମର ପ୍ରଯୋଜନା ରୋନି ସ୍କ୍ରୁୱାଲା କରୁଛନ୍ତି । ଯୁଦ୍ଧ ପୃଷ୍ଠଭୂମିର କାହାଣୀକୁ ନେଇ ଆଧାରିତ ‘ତେଜସ’। ଯେଉଁଥିରେ କଙ୍ଗନା ଜଣେ ଯୋଦ୍ଧା ପାଇଲଟ ଭୂମିକାରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.