ETV Bharat / sitara

ପାୟଲଙ୍କ ଯୌନ ନିର୍ଯାତନା ଅଭିଯୋଗରେ କଙ୍ଗନାଙ୍କ ବଡ଼ ଖୁଲାସା - କଙ୍ଗନାଙ୍କ ଏକ ବଡ଼ ଖୁଲାସା

ଅଭିନେତ୍ରୀ ପାୟଲ ଘୋଷ ଚଳଚ୍ଚିତ୍ର ନିର୍ମାତା ଅନୁରାଗ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ଅଭିନେତ୍ରୀ କଙ୍ଗନା ରଣାୱତ ଏକ ବଡ଼ ଖୁଲାସା କରିଛନ୍ତି। କଙ୍ଗନା ଟୁଇଟ୍ ରେ କହିଛନ୍ତି, ଯାହା ପାୟଲ କହିଛନ୍ତି, ଅନେକ ବଡ ହିରୋ ମୋ ସହିତ ମଧ୍ୟ ତାହା କରିଛନ୍ତି ।

kangana ranaut claims many big heroes misbehaved with her
ପାୟଲଙ୍କ ଯୌନ ନିର୍ଯାତନା ଅଭିଯୋଗ ଉପରେ କଙ୍ଗନାଙ୍କ ଏକ ବଡ଼ ଖୁଲାସା
author img

By

Published : Sep 20, 2020, 8:15 PM IST

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ ପ୍ରତ୍ୟେକ ପ୍ରସଙ୍ଗରେ ନିଜର ମତ ଦେଉଛନ୍ତି। ନିକଟରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ପାୟଲ ଘୋଷ ଅନୁରାଗ କାଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ କରିଥିଲେ।

  • I far as I know Anurag self admittedly has never been monogamous even when he was married to various people, what Anurag did to Payal is a common practice in Bullywood, treating struggling outsider girls like sex workers comes naturally to them #AnuragKashyap #PayalGhosh https://t.co/d07hF40FIe

    — Kangana Ranaut (@KanganaTeam) September 20, 2020 " class="align-text-top noRightClick twitterSection" data=" ">

ଯାହା ପରେ କଙ୍ଗନା ଟ୍ବିଟ କରି ଅନୁରାଗଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି ।

ବର୍ତ୍ତମାନ କଙ୍ଗନା ଆଉ ଏକ ଟ୍ବିଟ କରିଛନ୍ତି, 'ମୁଁ ଯେତିକି ଜାଣିଛି, ଅନୁରାଗ ନିଜେ ସ୍ବିକାର କରିଛନ୍ତି ଯେ, ସେ ଏକ ସମୟରେ ଜଣଙ୍କ ସହିତ କେବେ ବି ରିଲେସନସିପରେ ରହିନାହାଁନ୍ତି । ପାୟଲଙ୍କ ସହ ଅନୁରାଗ ଯାହା କରିଥିଲେ ତାହା ବଲିଉଡରେ ସାଧାରଣ କଥା ଅଟେ ।

  • What #PayalGhosh says many big heroes have done this to me also, suddenly flash their genitals after locking van or room door or in a party during a friendly dance on the dance floor stick his tongue in your mouth, take appointment for work and come home but force himslef on you.

ଏହା ବ୍ୟତୀତ କଙ୍ଗନା ମଧ୍ୟ ନିଜର ଅଭିଜ୍ଞତା ବିଷୟରେ କହିଛନ୍ତି ଯେ, ପାୟଲ ଯାହା କହୁଛନ୍ତି, ଅନେକ ବଡ ହିରୋ ମୋ ସହିତ ମଧ୍ୟ ତାହା କରିଛନ୍ତି । ଯେମିତି କି, କାମ ବାହାନାରେ ଘରକୁ ଆସିବା ଏବଂ ତାପରେ ଜବରଦସ୍ତି କରିବା ।

କଙ୍ଗନା ଆଉ ଏକ ଟୁଇଟ୍ କରି କହିଛନ୍ତି, ବଲିଉଡ ଯୌନ ଶିକାରରେ ପରିପୂର୍ଣ୍ଣ, ସେମାନେ ଆଶା କରନ୍ତି ଯେ ପ୍ରତ୍ୟେକ ଦିନ ଏକ ନୂଆ ଝିଅ ସେମାନଙ୍କୁ ଖୁସି କରିବେ ।

କଙ୍ଗନା ଏହା ମଧ୍ୟ ଲେଖିଛନ୍ତି ଯେ ମିଠୁ ବଲିଉଡରେ ବିଫଳ ହୋଇଛି। ପାୟଲ ମଧ୍ୟ ଅପମାନିତ ହେବେ ଏବଂ ନୀରବ ରହିବେ ଯେପରି କି ଅନ୍ୟ ମହିଳାମାନଙ୍କ ସହିତ ଘଟିଥିଲା ​​। କିନ୍ତୁ ମୋର ସମର୍ଥନ ପାୟଲଙ୍କ ସହିତ ଅଛି ।

  • #MeToo has been a big failure in Bullywood, because most rapists and harassers were liberals only so they killed the movement, for sure #PayalGhosh will be humiliated and silenced like all other victims but my heart goes out to her. We deserve a better society #AnuragKashyap https://t.co/qUNyeDtb7r

ପାୟଲଙ୍କ ଅଭିଯୋଗ ପରେ ଅନୁରାଗ ଗୋଟିଏ ପରେ ଗୋଟିଏ ଟୁଇଟ୍ କରିଛନ୍ତି । ସେ ଲେଖିଛନ୍ତି ଯେ,ବର୍ତ୍ତମାନ ଅନେକ ଆକ୍ରମଣ ହେବାକୁ ଯାଉଛି। ଏହା କେବଳ ଆରମ୍ଭ । ଅନେକ ଫୋନ୍ କଲ ଆସିଛି, ନା କୁହ ନାହିଁ ଏବଂ ଚୁପ ହୋଇ ଯାଅ । ଅପେକ୍ଷା କର ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.