ETV Bharat / sitara

ମୋଦିଙ୍କୁ ଟାର୍ଗେଟ କଲେ କମଲ, ଲକଡାଉନକୁ ନେଇ ପ୍ରକାଶ କଲେ ଚିନ୍ତା

ଟ୍ବିଟ କରି ପିଏମଙ୍କ ଲକଡାଉନ ନିଷ୍ପତ୍ତିର ବିରୋଧ କଲେ ଫେମସ ଅଭିନେତା କମଲ ହାସନ। ଗରିବା ଓ ଗ୍ରାମୀଣ ଲୋକଙ୍କ ପାଇଁ ଜାହିର କଲେ ଚିନ୍ତା।

author img

By

Published : Mar 25, 2020, 2:10 PM IST

kamal haasan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମଲ ହାସନ

ହାଇଦ୍ରାବାଦ: ପିଏମ ନରେନ୍ଦ୍ର ମୋଦିଙ୍କ ଲକଡାଉନ ଘୋଷଣାର ଅନେକ କଳାକାର ସମର୍ଥନ କରିଛନ୍ତି। ଏହାସହ ସୋସିଆଲ ମିଡିଆରେ ଏହାକୁ ସମ୍ମାନ ଦେବା ଏବଂ ପାଳନ କରିବାକୁ ଅନୁରୋଧ କରିଛନ୍ତି ସେଲିବ୍ରିଟି। ହେଲେ ତାମିଲ ସୁପରଷ୍ଟାର କମଲ ହାସନ ଏହାକୁ ବିରୋଧ କରି ମୋଦିଙ୍କୁ ଟାର୍ଗେଟ କରିଛନ୍ତି । ଏକ ଟ୍ବିଟ କରି ନିଜ ମନ କଥା ବଖାଣିଛନ୍ତି। ଯାହାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି।

tweet
ଫଟୋ ସୌଜନ୍ୟ: ଟ୍ବିଟର@କମଲ ହାସନ

ସେ ଟ୍ବିଟ ଜରିଆରେ ଦନ ମଜୁରିଆ ଓ ଗ୍ରାମୀଣ ଲୋକଙ୍କ ପାଇଁ ଚିନ୍ତା ପ୍ରକାଶ କରିଛନ୍ତି। ସେ ଟ୍ବିଟ କରି ଲେଖିଛନ୍ତି, ‘ସରକାରଙ୍କୁ ଏହା ବିଷୟରେ ଭାବିବାର ଆବଶ୍ୟକ ଅଛି ଯେ 21 ଦିନ ପର୍ଯ୍ୟନ୍ତ ଲକଡାଉନରେ ଦିନ ମଜୁରିଆ ଓ ଗ୍ରାମୀଣ ନିଜ ପେଟ ଭରିବା ପାଇଁ କୁଆଡେ ଯିବେ। ଆଉ ତାଙ୍କ ଦୁଃଖକୁ ଅଣଦେଖା କରନାହିଁ । ଏହି ସମୟ କେବଳ ଧନୀ ଶିଳ୍ପପତିମାନେଙ୍କୁ ସାହାଯ୍ୟ କରିବାର ନୁହେଁ। ଛୋଟ ଶିଳ୍ପପତି ସବୁବେଳେ ଆମ ଅର୍ଥ ବ୍ୟବସ୍ଥାକୁ ବଞ୍ଚାଇଆସୁଛନ୍ତି। ଯେଉଁ ଲୋକ ତାଙ୍କୁ ଅଣଦେଖା କରୁଛନ୍ତି, ସେମାନେ ନିଜ ସ୍ଥିତି ହରାଇବେ। ଏହା ଇତିହାସ କହୁଛି।’

ବର୍ତ୍ତମାନ ତାଙ୍କ ଏହି ଟ୍ବିଟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଏହାସହ ଅନେକ ଲୋକ ଟାଙ୍କ ଟ୍ବିଟରେ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ପ୍ରକାଶ ଥାଉକି କମଲ ଏହି ଟ୍ବିଟ ତାମିଲ ଭାଷାରେ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.