ETV Bharat / sitara

କମେଡିର ଓଭରଡୋଜ ନେଇ ଆସିବେ ଜନ ଓ ସର୍କିଟ, ଦେଖନ୍ତୁ ପୋଷ୍ଟର

author img

By

Published : Oct 19, 2019, 2:37 PM IST

ନମ୍ବେଭର 22ରେ ରିଲିଜ ହେବାକୁ ଯାଉଛି ଜନ ଆବ୍ରାହମଙ୍କ କମେଡି ଫିଲ୍ମ ‘ପାଗଲପନ୍ତୀ’ । ଏହାପୂର୍ବରୁ ରିଲିଜ ହୋଇଯାଇଛି ଫିଲ୍ମର ଦୁଇଟି ପୋଷ୍ଟର ।

ଫଟୋ ସୌଜନ୍ୟ: ଟ୍ବିଟର@ଜନ ଅବ୍ରାହମ

ମୁମ୍ବାଇ: ଲୋକପ୍ରିୟ ନିର୍ମାତା ଅନୀସ ବଜ୍ମୀଙ୍କ ଅପକମିଂ ଫିଲ୍ମ ‘ପାଗଲପନ୍ତୀ’ ଦୀର୍ଘ ସମୟରୁ ଚର୍ଚ୍ଚାରେ । ଗତ ଦୁଇ ବର୍ଷରୁ ଦର୍ଶକ ହ୍ୟାଣ୍ଡସମ ଅଭିନେତା ଜନ ଆବ୍ରାହମଙ୍କୁ ଦେଶାତ୍ମକବୋଧ ଫିଲ୍ମରେ ଦେଖି ଆସୁଥିଲେ । କିନ୍ତୁ ଏଥର ଜନଙ୍କ କମେଡି ଅବତାର ମଧ୍ୟ ଦେଖିବାକୁ ମିଳିବ । ଯାହାକୁ ନେଇ ଉତ୍ସାହିତ ଫ୍ୟାନ୍ସ । ଇତିମଧ୍ୟରେ ଫ୍ୟାନ୍ସଙ୍କ ଏକ୍ସାଇଟମେଣ୍ଟ ବଢାଇବା ପାଇଁ ମେକର୍ସ ‘ପାଗଲପନ୍ତୀ’ର ଷ୍ଟାରକାଷ୍ଟଙ୍କ ସହ ସାକ୍ଷାତ କରାଇଛନ୍ତି ।

photo-2
ଫଟୋ ସୌଜନ୍ୟ: ଟ୍ବିଟର@ଜନ ଅବ୍ରାହମ

ଶୁକ୍ରବାର ଫିଲ୍ମର ଦୁଇଟି ନୂଆ ପୋଷ୍ଟର ଜାରି ହୋଇଯାଇଛି । ଯେଉଁଥିରେ ଜନ ବି-ଟାଉନର ସର୍କିଟ ଅର୍ଶଦ ୱାରସୀ, ଅନିଲ କପୁର ଓ ପୁଲକିତ ସମ୍ରାଟଙ୍କ ସହ ନଜର ଆସୁଥିବାବେଳେ ଅନ୍ୟ ପୋଷ୍ଟରରେ ସେକ୍ସୀ ଅଭିନେତ୍ରୀ ଇଲିୟାନା ଡିକ୍ରୁଜ, ଉର୍ବଶୀ ରୌତେଲା ଓ ସୌରଭ ଶୁକ୍ଲାଙ୍କୁ ଦେଖିବାକୁ ମିଳୁଛି ।

photo-1
ଫଟୋ ସୌଜନ୍ୟ: ଟ୍ବିଟର@ଜନ ଅବ୍ରାହମ

ପୋଷ୍ଟର ରିଲିଜ ହେବା ସୂଚନା ଦର୍ଶକଙ୍କୁ ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ ଦେଇଛନ୍ତି । ଫିଲ୍ମର ଦୁଇଟି ପୋଷ୍ଟର ସେୟାର କରି ସେ ଫିଲ୍ମର ରିଲିଜ ତାରିଖ ମଧ୍ୟ ଘୋଷଣା କରିଛନ୍ତି । ଫିଲ୍ମଟି ଆସନ୍ତା ନଭେମ୍ବର 22ରେ ରିଲିଜ ହେବାକୁ ଯାଉଛି । ପ୍ରକାଶ ଥାଉକି ଫିଲ୍ମର ପ୍ରଯୋଜନା ଦାୟିତ୍ବ ତୁଲାଇଛନ୍ତି ଟି-ସିରିଜ ମାଲିକ ଭୂଷଣ କୁମାର , ଅଭିଷେକ ପାଠକ, କ୍ରିଷ୍ଣା କୁମାର ଓ କୁମାର ମଙ୍ଗତ ପାଠକ ।

Intro:मुंबई - बाँलिवूडचा दबंग अभिनेता सलमान खान याचा प्रसिद्ध बाँडिगार्ड आणि सुरक्षा संस्थेचा प्रमुख शेरा याने काल मातोश्रीवर शिवसेना पक्ष प्रमुख उद्धव ठाकरे यांच्या उपस्थितीत शिवसेनेत पक्ष प्रवेश केला.
Body:यावेळी त्याने शिवसनेच्या प्रचारात देखील सहभागी होणार असल्याचं सांगितलं. सलमान खानच्या बॉडीगार्ड असलेला शेरा विविध कारणांमुळे बॉलिवूड ते सलमानच्या चाहत्यांमध्ये चर्चेत राहिला आहे.Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.