ETV Bharat / sitara

ଜ୍ୟାକଲିନଙ୍କ ଘଣ୍ଟା ଆସନ, ଭାଇରାଲ ଭିଡିଓ

author img

By

Published : Apr 18, 2020, 5:20 PM IST

ସହଜ ଯୋଗ ଆସନ ତ ସମସ୍ତଙ୍କୁ ଜଣା ହେଲେ ଜ୍ୟାକଲିନ କରୁଛନ୍ତି ଜଟିଳ ଆସନ। ଭିଡିଓ ସେୟାର କରି ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ...

jacqueline-fernandez
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଜ୍ୟାକଲିନ ଫର୍ଣ୍ଣଡେଜ

ମୁମ୍ବାଇ: ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡିଜ ସବୁବେଳେ ନିଜ ଫିଟନେସ ପାଇଁ ଜଣାଯାଇଥାଆନ୍ତି । ସୋସିଆଲ ମିଡିଆରେ ସେ ପ୍ରାୟତଃ ପ୍ରାୟ ୱାର୍କଆଉଟ ଭିଡିଓ, ଡାନ୍ସ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସେୟାର କରନ୍ତି। ଲକଡାଉନର ସେ ଫିଟନେସ ଉପରେ ଅଧିକ ଧ୍ୟାନ ଦେଉଛନ୍ତି। ଯାହା ଦେଖିବାକୁ ମିଳିଛି ତାଙ୍କ ନୂଆ ଭିଡିଓରେ।

ଶନିବାର ସକାଳେ ସେ ଇନଷ୍ଟାଗ୍ରାମରେ ନିଜର ଯୋଗ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଶାନଦାର ଯୋଗ ଆସନ କରୁଥିବାର ନଜର ଆସୁଛନ୍ତି। ହୁଏତଃ ତାଙ୍କ ଏହି ଯୋଗ ଆସନ ଫ୍ୟାନ୍ସଙ୍କ ପାଇଁ କଷ୍ଟଦାୟ ହୋଇପାରେ। ହେଲେ ସେ ଖୁବ୍ ସହଜରେ ଏହାକୁ କରିବାରେ ସଫଳ ହୋଇଛନ୍ତି।

ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ସମୟ ଚାଲିଥାଏ।’ ଜ୍ୟାକଲିନଙ୍କ ଏହି ଭିଡିଓ ଓ ତାଙ୍କ ଅନ୍ଦାଜ ସୋସିଆଲ ମିଡିଆ ୟୁଜର୍ସଙ୍କୁ ବେଶ ପସନ୍ଦ ଆସୁଛି । କାରଣ ପୋଷ୍ଟ ସେୟାର ହେବାର 30 ମିନିଟ ପରେ 3 ଲକ୍ଷରୁ ଅଧିକଥର ଦେଖାସରିଲାଣି । ଆପଣ ମଧ୍ୟ ଦେଖନ୍ତୁ ଜ୍ୟାକଲିନଙ୍କ ଭିନ୍ନ ଅନ୍ଦାଜ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.