ETV Bharat / sitara

ଆନ୍ତର୍ଜାତୀୟ ବନ୍ଧୁତା ଦିବସ, ବନ୍ଧୁଙ୍କ ସହିତ ଫଟୋ ସେୟାର କଲେ ଅନନ୍ୟା - International Friendship Day

ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ, ଅନନ୍ୟା ତାଙ୍କ ସାଙ୍ଗମାନଙ୍କ ସହିତ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସମସ୍ତେ କ୍ୟାମେରା ଆଗରେ ପୋଜ କରୁଥିବାର ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

International Friendship Day: Ananya Panday  into the happy times with her besties
ଆନ୍ତର୍ଜାତୀୟ ବନ୍ଧୁତା ଦିବସ, ବେଷ୍ଟୀଜଙ୍କ ସହିତ ଫଟୋ ସେୟାର କଲେ ଅନନ୍ୟା
author img

By

Published : Jul 30, 2020, 10:48 PM IST

ନୂଆଦିଲ୍ଲୀ: ଅଭିନେତ୍ରୀ ଅନନ୍ୟା ପାଣ୍ଡେ ବହୁ ପ୍ରଂଶସକଙ୍କ ହୃଦୟ ଜିତିଛନ୍ତି । ସେ ଫିଲ୍ମ ଷ୍ଟୁଡେଣ୍ଟ ଅଫ ଦ ଇୟର-2 ସହିତ ବଲିଉଡରେ ଡେବ୍ୟୁ କରିଥିଲେ ।

ଆଜି ଆନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ, ଅନନ୍ୟା ତାଙ୍କ ସାଙ୍ଗଙ୍କ ସହିତ ଏକ ଫଟୋ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଯେଉଁଥିରେ ସମସ୍ତେ କ୍ୟାମେରା ଆଗରେ ପୋଜ କରୁଥିବାର ଦେଖିବାକୁ ମିଳିଛି ।

ଏହି ପୋଷ୍ଟର କ୍ୟାପସନ୍ ରେ ଅନନ୍ୟା ଲେଖିଛନ୍ତି, '' ଓ୍ବୋରସ କମ୍ ଟୁ ଓ୍ବୋଷ୍ଟ...ମାଇ ଗଲର୍ସ କମ୍ ଫାଷ୍ଟ '' । ଫ୍ରେଣ୍ତସିପ ଡେ ଓ୍ବିଥ ମାଇ ଓଜି ।

ଲକଡାଉନ୍ ସମୟରେ ଅନନ୍ୟା ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ଅଛନ୍ତି ।

ପରବର୍ତ୍ତୀ ସମୟରେ, ଅନନ୍ୟା ପ୍ରଥମ ଥର ପାଇଁ ଇଶାନ ଖଟ୍ଟରଙ୍କ ସହ 'ଖାଲୀ ପିଲି'ରେ ନଜର ଆସିବେ । ଯେଉଁଠାରେ ସେ ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହ ସ୍କ୍ରିନ ସ୍ପେସ୍ ସେୟାର କରିବେ ।

ଅନନ୍ୟାଙ୍କୁ ବିଜୟ ଦେବରାକୋଣ୍ଡାଙ୍କ ସହ 'ଫାଇଟର୍'ରେ ମଧ୍ୟ ଦେଖିବାକୁ ମିଳିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.