ETV Bharat / sitara

ସନ-କିସଡ୍ ଫଟୋ ସେୟାର କଲେ ଇଲିଆନା - Ileana D'Cruz sharing a throwback sun-kissed post of herself

ସୋସିଆଲ ମିଡିଆରେ ଭାଇରାଲ ହେଲା ଇଲିୟାନାଙ୍କ ସନ-କିସଡ୍ ଫଟୋ । ପୂର୍ବରୁ ମଧ୍ୟ ସେୟାର କରିଛନ୍ତି ନିଜର ଅନେକ ଫଟୋ । ଅଧିକ ପଢନ୍ତୁ...

Ileana D'Cruz sharing a throwback sun-kissed post of herself soaking in the sun by the pool
ସନ-କିସଡ୍ ଫଟୋ ସେୟାର କଲେ ଇଲିଆନା
author img

By

Published : Jul 15, 2020, 7:26 PM IST

ନୂଆଦିଲ୍ଲୀ: ସେକ୍ସୀ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରୁହନ୍ତି । ଲକଡାଉନରେ ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ବୋଲ୍ଡ ଫଟୋ, ୱାର୍କଆଉଟ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି । ଇତିମଧ୍ୟରେ ସେ ନିଜର ଏକ ସନ-କିସଡ୍ ଫଟୋ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।

ଲକଡାଉନରେ 'ରୁସ୍ତମ୍' ଅଭିନେତ୍ରୀ ଘରେ ରହି ନିଜ ଫିଟନେସ୍ ଉପରେ ଧ୍ୟାନ ଦେଉଛନ୍ତି । ନିକଟରେ ଇଲିଆନା ଇନଷ୍ଟାଗ୍ରାମରେ ତାଙ୍କର ଏକ ପୁରୁଣା ସନ-କିସଡ୍ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଇଲିଆନା ଏକ ନଦୀ କୂଳରେ ଶୋଇ ସୂର୍ଯ୍ୟଙ୍କ କିରଣକୁ ଉପଭୋଗ କରୁଥିବାର ଦେଖିବାକୁ ମିଳିଛି ।

ଫଟୋର କ୍ୟାପସନରେ ଇଲିଆନା ଲେଖିଛନ୍ତି, ମନେପଡୁଛି ଏହି ଦିନ । ଇଲିଆନା ଖୁବ୍ ଶୀଘ୍ର ଅଭିଷେକ ବଚ୍ଚନଙ୍କ ସହ ସ୍କ୍ରିନ୍ ସ୍ପେସ୍ ସେୟାର କରିବାରୁ ଯାଉଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.