ETV Bharat / sitara

Vijay-Rashmika Marriage Rumors: ରିଲେସନସିପ୍‌କୁ ନେଇ ବକବାସ୍ କହିଲେ ବିଜୟ ଦେବରକୋଣ୍ଡା

author img

By

Published : Feb 22, 2022, 7:42 PM IST

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡେଟିଂ ଖବର ତୀବ୍ରଗତିରେ ଭାଇରାଲ ହେବାରେ ଲାଗିଛି । ଶେଷରେ ବିଜୟ ଦେବରକୋଣ୍ଡା ତାଙ୍କର ଏବଂ ରଶ୍ମିକା ମନ୍ଦନାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି । ଅଧିକ ପଢନ୍ତୁ

ରିଲେସନସିପ୍‌କୁ ନେଇ ବକବାସ କହିଲେ ବିଜୟ ଦେବରାକୋଣ୍ଡା

ହାଇଦ୍ରାବାଦ: ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ବିଜୟ ଦେବରକୋଣ୍ଡା ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଡେଟିଂ ଖବର ତୀବ୍ରଗତିରେ ଭାଇରାଲ ହେବାରେ ଲାଗିଛି। ଉଭୟଙ୍କୁ ମଧ୍ୟ ଅନେକ ଥର ଏକାଠି ଦେଖିବାକୁ ମିଳିଛି । ଏଥି ସହିତ, ସୋମବାର ଅନେକ ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ଯେ, ଉଭୟ ଚଳିତ ବର୍ଷ ଶେଷରେ ବିବାହ କରିପାରନ୍ତି। ବର୍ତ୍ତମାନ ବିଜୟ ଦେବରକୋଣ୍ଡା ତାଙ୍କର ଏବଂ ରଶ୍ମିକା ମନ୍ଦାନାଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଛନ୍ତି ।

  • As usual nonsense..

    Don’t we just
    ❤️ da news!

    — Vijay Deverakonda (@TheDeverakonda) February 21, 2022 " class="align-text-top noRightClick twitterSection" data=" ">

ବିଜୟ ଦେବରକୋଣ୍ଡା ଏହି ସମସ୍ତ କଳ୍ପନାଜଳ୍ପନାକୁ ନିଜ ଅନ୍ଦାଜରେ ପ୍ରତ୍ୟାଖ୍ୟାନ କରି ଏକ ଟୁଇଟ୍ କରିଛନ୍ତି। ସେ ଲେଖିଛନ୍ତି, "ସବୁଥର ପରି ବକବାସ୍ .. କଣ ଆମେ ହିଁ କେବଳ (ରେଡ ହାର୍ଟ ଇମୋଜି) ଲଭ୍ ଦ ନ୍ୟୁଜ।'' ଖୁବ୍ ଶୀଘ୍ର, ତାଙ୍କର ଟ୍ବିଟ୍ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମରେ ଭାଇରାଲ୍ ହୋଇଯାଇଥିଲା । ତାଙ୍କ ଟ୍ବିଟ୍‌ରେ ଅଭିନେତା ନା ସେହି ଖବରର ସ୍ପଷ୍ଟ କଲେ, ଯେଉଁ ବିଷୟରେ ସେ କଥା ହେଉଛନ୍ତି ଏବଂ ନା ହିଁ ରଶ୍ମିକାଙ୍କ ସହ ଡେଟ୍‌ କରିବାକୁ ମନା କରିଛନ୍ତି ।

ଗତକିଛି ତଳେ, ଏକ ସାକ୍ଷାତକାରରେ ରଶ୍ମିକାଙ୍କୁ ପଚରାଯାଇଥିଲା ଯେ ତାଙ୍କ ନଜରରେ ପ୍ରେମ କ’ଣ ? ଏହି ପ୍ରଶ୍ନର ଉତ୍ତରରେ ଅଭିନେତ୍ରୀ କହିଛନ୍ତି ଯେ, 'ମୋ ନଜରରେ ପ୍ରେମ ହେଉଛି ଯେଉଁଠାରେ ଦୁହେଁ ପରସ୍ପରକୁ ସମ୍ମାନ ଦେଉଥିବେ, ସମୟ ଦେଉଥିବେ ଏବଂ ପରସ୍ପର ସହିତ ସୁରକ୍ଷିତ ଅନୁଭବ କରୁଥିବେ । ପ୍ରେମକୁ ବର୍ଣ୍ଣନା କରିବା କଷ୍ଟକର କାରଣ ଏହା ଭାବନା ସହ ଜଡିତ ଏକ ମାମଲା । ପ୍ରେମ ସେତେବେଳେ ହୁଏ ଯେତେବେଳେ ଦୁଇ ଜଣଙ୍କ ପକ୍ଷରୁ ହଁ ଥାଏ, ଏକତରଫା ପ୍ରେମକୁ ଭଲପାଇବା କୁହାଯାଏନି ।

ଏହା ବି ପଢନ୍ତୁ: Rashmika Mandanna Affair: ନ୍ୟାଶନାଲ କ୍ରସଙ୍କ ଏକତରଫା ପ୍ରେମ!

ସୂଚନାଯୋଗ୍ୟ ଯେ, ରଶ୍ମିକା ମନ୍ଦାନା ଏବଂ ବିଜୟ ଦେବରକୋଣ୍ଡା ଦୁଇଟି ଚଳଚ୍ଚିତ୍ରରେ ରୋମାଣ୍ଟିକ୍ କମେଡି ଗୀତା ଗୋବିନ୍ଦମ୍ (2018) ଏବଂ ରୋମାଣ୍ଟିକ୍ ଆକ୍ସନ୍ ଡ୍ରାମା ଡିୟର କମରେଡ(2019)ରେ ଅଭିନୟ କରିଛନ୍ତି । ପରଦାରେ ସେମାନଙ୍କର କେମେଷ୍ଟ୍ରି ଦର୍ଶକଙ୍କୁ ବେଶ ପସନ୍ଦ ଆସିଛି । ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ହିଟ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.