ETV Bharat / sitara

ଆରମ୍ଭ ହେଲା ମୋଷ୍ଟ ଆୱେଟେଡ ‘କାନ୍ସ’ ଫିଲ୍ମ ଫେଷ୍ଟିଭାଲ - birdman

ଫ୍ରାନ୍ସରେ 72ତମ 'କାନ୍ସ ଫିଲ୍ମ ପେଷ୍ଟିଭାଲ ଆଜିଠୁ ଆରମ୍ଭ ହୋଇଛି । ବିଶ୍ବର କୋଣ ଅନୁକୋଣରୁ ଅନେକ ସେଲିବ୍ରିଟୀ ରେଡ କାର୍ପେଟରେ ଦେଖାଇବେ ନିଜର ଜଲୱା ।

ଫଟୋ ସୌଜନ୍ୟ: ଚ୍ବିଟର/Festival de Cannes
author img

By

Published : May 14, 2019, 11:27 AM IST

ହାଇଦ୍ରାବାଦ: ଫ୍ରାନ୍ସରେ 72ତମ 'କାନ୍ସ ଫିଲ୍ମ ପେଷ୍ଟିଭାଲ' ମେ 14 ଅର୍ଥାତ ଆଜିଠୁ ଆରମ୍ଭ ହୋଇଛି । ଏଥିରେ ବିଶ୍ବର କୋଣ ଅନୁକୋଣରୁ ଅନେକ ସେଲିବ୍ରିଟୀ ରେଡ କାର୍ପେଟରେ ନିଜ ଷ୍ଟାଇଲ ଓ ଗ୍ଲାମର ପ୍ରଦର୍ଶନ କରିବେ ଏଥିପାଇଁ ସବୁ ଦେଶର ସେଲିବ୍ରିଟୀମାନଙ୍କୁ ଆମନ୍ତ୍ରଣ କରାଯାଇଥାଏ । ଏହା ସହ ବିଭିନ୍ନ ଦେଶର ଫିଲ୍ମକୁ ପ୍ରଦର୍ଶନ କରାଯିବ ।

Cannes film festival-2019
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ ଗୁଗୁଲ

ତେବେ ଏ ବର୍ଷ ଫେଷ୍ଟିଭାଲର ଜୁରୀ ରହିବେ ମେକ୍ସିକାନ ନିର୍ଦ୍ଦେଶକ ଆଲେଜାନ୍ଦ୍ରୋ ଗୋଞ୍ଜାଲେଜ । ତାଙ୍କ ସହ ଅନ୍ୟ 8ଜଣ ମଧ୍ୟ ଜୁରୀ ରହିବେ । ତେବେ ଆଲେଜାନ୍ଦ୍ରୋ ଓସ୍କାର ବିଜେତା ନିର୍ଦ୍ଦେଶକ ଯିଏ କି 'ବାର୍ଡମ୍ୟାନ' ଓ 'ଦି ରେଭେନାଣ୍ଟ' ଭଳି ଫିଲ୍ମ କରିଛନ୍ତି ।

ପ୍ରଥମ ଦିନରେ ଜିମ ଜାରମୁସଙ୍କ 'ଦି ଡେଡ ଡୋଣ୍ଟ ଡାଏ'କୁ ପ୍ରଦର୍ଶନ କରାଯିବ । ଏଡୱାର୍ଡ ବେର ଓପୋନିଙ୍ଗ ସେରେମୋନିକୁ ହୋଷ୍ଟ କରିବେ । ପ୍ରାୟ 20 ବର୍ଷ ପରେ 'ପଲ୍ପ ଫିକ୍ସନ'ର ପ୍ରମିୟମ କରାଯିବା ସହ ନୂଆ ଫିଲ୍ମ 'ୱାନ୍ସ ଅପନ ଏ ଟାଇମ ଇନ ହଲିଉଡ'ର ମଧ୍ୟ ପ୍ରିମିୟମ କରାଯିବ ।

the dead dont die
ଫଟୋ ସୌଜନ୍ୟ: ଟ୍ବିଟର/Jim Jarmusch

ଭାରତୀୟ ଚଳଚ୍ଚିତ୍ର ଭିତରେ ହିନା ଖାନଙ୍କ ଡେବ୍ୟୁ ଫିଲ୍ମ 'ଲାଇନ୍ସ'ର ପ୍ରଥମ ଲୁକ ଦେଖିବାକୁ ମିଳିବ । ଏହାସହ ବଲିଉଡର ଅନେକ ସେଲିବ୍ରିଟୀ ରେଡ କାର୍ପେଟ ଉପରେ ଚାଲିବେ । ଦୀପିକା ପାଦୁକୋନ, ସୋନମ କପୁର ଆହୁଜା, କଙ୍ଗନା ରଣାୱତ, ଐଶ୍ବର୍ଯ୍ୟା ରାୟ ବଚ୍ଚନ, ହିନା ଖାନ, ହ୍ୟୁମା କ୍ୟୁରେସି ପ୍ରମୁଖ ସାମିଲ ଅଛନ୍ତି । ତେବେ ପ୍ରଥମ ଥର ଟେଲିଭିଜନ ଜଗତର ଅଭିନେତ୍ରୀ ହିନା ଖାନ ଏହି ଫେଷ୍ଟିଭାଲରେ ନଜର ଆସିବେ । ା

alejondra gonjalez
ଫଟୋ ସୌଜନ୍ୟ: ଟ୍ବିଟର/Alejandro G Inarritu

ତେବେ ଫେଷ୍ଟିଭାଲ ପ୍ରାୟ 12 ଦିନ ଧରି ଚାଲିବ । ମେ 25ରେ ଏହାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ହେବ ।

Intro:Body:

sdfd

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.