ETV Bharat / sitara

କରିନା@ 39, ରେଫ୍ୟୁଜିରୁ ଆରମ୍ଭ କରିଥିଲେ କ୍ୟାରିୟର

39 ବର୍ଷରେ ପାଦ ଦେଇଛନ୍ତି ବଲିଉଡ ବେବୋ । ପତି ଓ ଭଉଣୀଙ୍କ ସହ ପାଳନ କରିଛନ୍ତି ନିଜ ଜନ୍ମଦିନ।

author img

By

Published : Sep 21, 2019, 12:08 PM IST

Updated : Sep 21, 2019, 12:15 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ହାଇଦ୍ରାବାଦ: ଜନ୍ମଦିନ ପାଳନ କରୁଛନ୍ତି ବଲିଉଡ ବେବୋ । ପତି ସୈଫ ଅଲ୍ଲୀ ଖାନ ଓ ଭଉଣୀଙ୍କ ସହ ପଟୌଦୀ ପ୍ୟାଲେସରେ ନିଜର 39ତମ ଜନ୍ମଦିନ ପାଳନ କରିଛନ୍ତି କରିନା । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜନ୍ମଦିନ ପାଳନ କରିଥିବାର ଏକ ଭିଡିଓ ସେୟାର କରିଛନ୍ତି ।

birthday of kareena
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ

ପତି-ପତ୍ନୀ ସିମ୍ପଲ କୁର୍ତ୍ତାରେ ନଜର ଆସିଛନ୍ତି । ଫଟୋରେ ପରସ୍ପର ଲିପଲକ୍ କରିଥିବାର ଦେଖିବାକୁ ମିଳିଛି । ବେବୋଙ୍କ ଜନ୍ମଦିନରେ ପୁରା ବଲିଉଡ ତାଙ୍କୁ ଶୁଭେଚ୍ଛା ଜଣାଇଛି । ସିଙ୍ଗର ତଥା ଅଭିନେତା ଦିଲଜିତ ଦୋସାଞ୍ଜ ମଧ୍ୟ ଉପସ୍ଥିତ ଥିଲେ।

କରିନା ପ୍ରାୟ 50ରୁ ଉର୍ଦ୍ଧ ଫିଲ୍ମରେ ଅଭିନୟ କରିଛନ୍ତି । 2000 ମସିହାରେ ‘ରେଫ୍ୟୁଜି’ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ପରେ ‘କଭି ଖୁସି କଭି ଗମ୍’, ‘ ଥ୍ରୀ ଇଡିଏଟ୍ସ’, ‘ଜବ୍ ୱି ମେଟ’, ‘ରାୱନ’ ଭଳି ଫିଲ୍ମରେ ଅଭିନୟ କରିଛନ୍ତି । ଆଗକୁ କରିନା ‘ଗୁଡ ନ୍ୟୁଜ’ ଓ ‘ଅଙ୍ଗ୍ରେଜୀ ମିଡିୟମ’ରେ ନଜର ଆସିବେ।

Intro:Body:

BLANK FOR LINK 

Conclusion:
Last Updated : Sep 21, 2019, 12:15 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.