ETV Bharat / sitara

ମେଲବର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ ‘ଗଲିବୟ’

author img

By

Published : Jun 27, 2019, 2:39 PM IST

ଭାରତୀୟ ଫିଲ୍ମ ଆନ୍ତର୍ଜାତୀୟ ସ୍ତରରେ ବେଶ ପପୁଲାର । ସାଂଘାଇରେ ‘ସୁଇଧାଗା’ପରେ ଖୁବ ଶୀଘ୍ର ଅଷ୍ଟ୍ରେଲିଆର ମେଲବର୍ଣ୍ଣର ଫିଲ୍ମ ଫେଷ୍ଟିଭାଲରେ ‘ଗଲିବୟ’ର ସ୍ପେଶାଲ ସ୍କ୍ରିନିଂ ହେବ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ ଫିଲ୍ମ ନିର୍ମାତା ଜୋୟା ଅଖତର ନିର୍ଦ୍ଦେଶିତ ଫିଲ୍ମ ‘ଗଲିବୟ’କୁ ମେଲବର୍ଣ୍ଣ ଫିଲ୍ମ ଫେଷ୍ଟିଭାଲରେ ସ୍କ୍ରିନିଂ କରାଯିବ । ଫିଲ୍ମକୁ ସେଠାରେ ଉପସ୍ଥାପନା କରିବେ ନିଜେ ନିର୍ଦ୍ଦେଶିକା ଜୋୟା । ଏହାସହ ମେଲବର୍ଣ୍ଣରେ ଭାରତୀୟ ସିନେମା ଉପରେ ଚର୍ଚ୍ଚା କରିବେ ଜୋୟା ।

ଏହି 10ତମ ଫେଷ୍ଟିଭାଲ ଅଗଷ୍ଟ 8ରୁ 17 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଫିଲ୍ମର ସ୍କ୍ରିନିଂକୁ ନେଇ ଜୋୟା କହିଥିଲେ, ‘ ଏହା ମୋ ପାଇଁ ଗର୍ବର ବିଷୟ କି ଭାରତୀୟ ସିନେମା ସୀମା ପାର କରି ବିଦେଶକୁ ଯାଇପାରୁଛି ଓ ଅଷ୍ଟ୍ରେଲିଆରେ ଅନେକ ଭାରତୀୟ ଅଛନ୍ତି । ତେଣୁ ସେମାନଙ୍କ ପାଇଁ ଗଲିବୟ ଫିଲ୍ମକୁ ସ୍କ୍ରିନିଂ କରାଯିବ ।’

ପ୍ରକାଶଥାଉକି, ଗଲିବୟର କାହାଣୀ ଜଣେ ରାପରର । ଯିଏ ନିଜ ଆତ୍ମବିଶ୍ବାସ ବଳରେ ସଫଳତା ପାଇପାରିବ । ଫିଲ୍ମରେ ରଣବୀର ସିଂହ ଓ ଆଲିଆ ଭଟ୍ଟ ମୁଖ୍ୟ ଚରିତ୍ରରେ ନଜର ଆସିଥିଲେ । ତେବେ ଫେଷ୍ଟିଭାଲରେ ଫିଲ୍ମକୁ ଅଗଷ୍ଟ 10ରେ ସ୍କ୍ରିନିଂ କରାଯିବ ।

Intro:Body:

blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.