ETV Bharat / sitara

ରେଟ୍ରୋ ଲୁକ୍‌ ସହ ପ୍ରିୟଙ୍କାଙ୍କ Diwali Celebration, ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ହାର୍ଟ ଇମୋଜି - ଦିୱାଲି ସେଲିବ୍ରେସନ

ଧୁମଧାମର ସହିତ ଚଳିତ ବର୍ଷ ଦିୱାଲି ସେଲିବ୍ରେସନ କରିଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ସେ ବନ୍ଧୁ ଲିଲି ସିଂଙ୍କ ଘରେ ଏକ ରେଟ୍ରୋ ଲୁକ୍‌ ସହିତ ଏହି ସେଲିବ୍ରେସନ ଶେଷ କରିଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ରେଟ୍ରୋ ଲୁକ୍‌ ସହ Diwali Celebration ଶେଷ କଲେ ପ୍ରିୟଙ୍କା

author img

By

Published : Nov 7, 2021, 8:50 PM IST

ୱାଶିଂଟନ: ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳିକୁ ଧୁମଧାମରେ ବିଦେଶରେ ପାଳିଛନ୍ତି ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା ଚୋପ୍ରା । ଏହି ସେଲିବ୍ରେସନରେ ତାଙ୍କୁ ଭିନ୍ନ ଭିନ୍ନ ଲୁକରେ ଦେଖିବାକୁ ମିଳିଛି । ତେବେ ରେଟ୍ରୋ ଲୁକ୍‌ ସହ ସେ ଦିୱାଲି ସେଲିବ୍ରେସନକୁ ଶେଷ କରିଛନ୍ତି । ୟୁଟ୍ୟୁବ ସେନ୍ସେସନ ଲିଲି ସିଂଙ୍କ ଦିୱାଲି ପାର୍ଟିରେ ତାଙ୍କୁ ଏହି ଲୁକ୍‌ରେ ଦେଖିବାକୁ ମିଳିଛି ।

ରେଟ୍ରୋ ଲୁକ୍‌ ସହ Diwali Celebration ଶେଷ କଲେ ପ୍ରିୟଙ୍କା
ରେଟ୍ରୋ ଲୁକ୍‌ ସହ Diwali Celebration ଶେଷ କଲେ ପ୍ରିୟଙ୍କା

ଏହି ଫ୍ୟାଶନ ଷ୍ଟାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଦିୱାଲି ସେଲିବ୍ରେସନର କିଛି ଫଟୋ ଓ ଭିଡ଼ିଓ ପୋଷ୍ଟ କରିଛନ୍ତି । ଏଥିରେ ସେ କମଳା ଓ ସବୁଜ ରଙ୍ଗର ଏକ ଏଥିନିକ ଆଉଟଫିଟ ପିନ୍ଧିଛନ୍ତି । ଯାହାକି ରେଟ୍ରୋ ଲ୍‌କ୍‌ର ଭାଇବ୍ସ ଦେଉଛି । ଏହି ଫଟୋ ସେୟାର କରି ପ୍ରିୟଙ୍କା କ୍ୟାପସନରେ ଲେଖିଛନ୍ତି ଯେ, "ଲିଲି ସିଂଙ୍କୁ ପରଫେକ୍ଟ ହୋଷ୍ଟ ଓ ଦୋସ୍ତ ବନାନ୍ତି କି ? ସେ ହେଉଛନ୍ତି ଜଣେ ପଞ୍ଜାବୀ । ଚଳିତ ବର୍ଷ ଦିୱାଲି ସେଲିବ୍ରେସନର କେତେ ସୁନ୍ଦର ଅନ୍ତ ଘଟିଲା !" ଏହି ସୁନ୍ଦର ସନ୍ଧ୍ୟା ପାଇଁ ସେ ଲିଲିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ନିଜ ନୂଆ ଘରେ ହବି ନିକ୍‌ଙ୍କ ସହ କଲେ ଲକ୍ଷ୍ମୀ ପୂଜା

ଲିଲି ସିଂଙ୍କ ଦିୱାଲି ପାର୍ଟିରେ ସେ ଲୋକପ୍ରିୟ ଫ୍ୟାଶନ ଡିଜାଇନର ସବ୍ୟସାଚୀ ମୁଖାର୍ଜୀଙ୍କ ଥ୍ରି ପିସ୍‌ ଏଥିନିକ ସୁଟ୍‌ ପିନ୍ଧିଥିଲେ । ସର୍ଟ କୁର୍ତ୍ତା ସହିତ ଫ୍ଲେୟାର୍ଡ ପ୍ୟାଣ୍ଟ ଓ ଦୁପଟ୍ଟା କ୍ୟାରି କରିଥିଲେ । ଏଥିରେ ସେ ଲାଇଟ ମେକଅପ ନେବା ସହିତ କେଶକୁ ଖୋଲା ରଖିଥିଲେ । ଏହାସହିତ ଏହି ଲୁକ୍‌ରେ ସେ ସବୁଜ ରଙ୍ଗର ଏକ ନେକଲେସ୍‌, ଚୁଡି ପିନ୍ଧିବା ସହିତ ଚଷମା ମଧ୍ୟ ପିନ୍ଧିଥିଲେ । ତେବେ ପ୍ରିୟଙ୍କାଙ୍କ ଏହି ଲୁକ୍‌କୁ ଫ୍ୟାନ୍ସ ଖୁବ ପସନ୍ଦ କରିଛନ୍ତି । କିଛି ଘଣ୍ଟା ମଧ୍ୟରେ ଏହି ପୋଷ୍ଟରେ ପ୍ରିୟଙ୍କାକୁ ଲକ୍ଷ ଲକ୍ଷ ଲାଇକ୍ସ ଆସିଥିଲା । ସେପଟେ ଫ୍ୟାନ୍ସ ହାର୍ଟ ଓ ଫାୟାର ଇମୋଜି କମେଣ୍ଟ କରିଥିବା ଦେଖିବାକୁ ମିଳିଛି ।

ବିଦେଶରେ ଦିୱାଲି ପାଳିଲେ ଗ୍ଲୋବାଲ ଷ୍ଟାର ପ୍ରିୟଙ୍କା

ତେବେ ସୂଚନା ଥାଉ କି ଚଳିତ ବର୍ଷ ପ୍ରିୟଙ୍କା ହବି ନିକ ଜୋନସଙ୍କ ସହିତ ନିଜ ନୂଆ ଘରେ ଦିୱାଲି ସେଲିବ୍ରେସନ କରିଛନ୍ତି । ନିକ୍‌ଙ୍କ ସହିତ ଦିୱାଲି ସେଲିବ୍ରେସନର ଫଟୋ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହୋଇଥିବା ଦେଖିବାକୁ ମିଳିଥିଲା । ହବି ନିକ୍‌ ଏକ ହାର୍ଟ ଇମୋଜି ସହିତ ଆଇଜ୍‌ର ଇମୋଜି ଦେଇଥିବା ବେଳେ ବଲିଉଡ଼ ଅଭିନେତ୍ରୀ ହୁମା କ୍ୟୁରେସି 'ପଟାଖା' ବୋଲି ଲେଖିଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.