ETV Bharat / sitara

ଜେନେଲିଆ-ରିତେଶଙ୍କ ରୋମାଣ୍ଟିକ ହୋଲି, ଭାଇରାଲ ଭିଡିଓ

author img

By

Published : Mar 30, 2021, 8:20 PM IST

ଖୁବ୍ ଧୁମଧାମରେ ହୋଲି ସେଲିବ୍ରେଶନ କରିଛନ୍ତି ଜେନେଲିଆ-ରିତେଶ । ଭିଡିଓ ସେୟାର କରି ଖୁସି ଜଣାଇଲେ ଜେନେଲିଆ । ଅଧିକ ପଢନ୍ତୁ...

genelia-deshmukh-shared-cute-video-of-holi-celebration
ଜେନେଲିଆ-ରିତେଶଙ୍କ ରୋମାଣ୍ଟିକ ହୋଲି, ଭାଇରାଲ ଭିଡିଓ

ନୂଆଦିଲ୍ଲୀ: ହୋଲି ଉତ୍ସବକୁ ପ୍ରେମର ପର୍ବ ମଧ୍ୟ କୁହାଯାଏ । ତେବେ ଏଥିରୁ ନିଜକୁ କିପରି ଦୂରେଇ ରଖିଥାଆନ୍ତେ ବଲିଉଡର ଫେମସ ରୋମାଣ୍ଟିକ କପଲ ଜେନେଲିଆ-ରିତେଶ । ଖୁବ୍ ଧୁମଧାମରେ ହୋଲି ସେଲିବ୍ରେଶନ କରିଛନ୍ତି ଏହି ଯୋଡି । ଭାଇରାଲ ହେଉଛି ଦୁଇଜଣଙ୍କ ରୋମାଣ୍ଟିକ ଭିଡିଓ । ଯେଉଁଥିରେ ପୁଣିଥରେ ଦେଖିବାକୁ ମିଳୁଛି ଜେନେଲିଆ ଓ ରିତେଶଙ୍କ କେମେଷ୍ଟ୍ରି ।

ଏହି ସମୟରେ ଜେନେଲିଆ ଏବଂ ରିତେଶ ଏକ ରୋମାଣ୍ଟିକ ଭିଡିଓ ସେୟାର କରି ପ୍ରଶଂସକମାନଙ୍କୁ ହୋଲିର ଶୁଭେଚ୍ଛା ଜଣାଇଥିଲେ । ତାଙ୍କର ଏହି ଭିଡିଓକୁ ପ୍ରଶଂସକମାନେ ବହୁତ ପସନ୍ଦ କରୁଛନ୍ତି ।

ଭିଡିଓରେ ଦେଖାଯାଉଛି ଯେ ପ୍ରଥମେ ଜେନେଲିଆ ରିତେଶଙ୍କ ଉପରେ ରଙ୍ଗ ଫିଙ୍ଗୁଛନ୍ତି ଏବଂ ତାଙ୍କୁ ହଇରାଣ କରୁଛନ୍ତି । ଯାହା ପରେ ରିତେଶ ଜେନେଲିଆଙ୍କ ପୁରା ମୁହଁରେ ରଙ୍ଗ ବୋଳିଥାନ୍ତି ।

ଭିଡିଓର କ୍ୟାପସନରେ ଜେନେଲିଆ ଲେଖିଛନ୍ତି, 'କୋଭିଡକୁ ଧ୍ୟାନରେ ରଖି ନିଜ ପଦ୍ଧତିରେ ହୋଲି ଉତ୍ସବକୁ ସ୍ପେଶାଲ କରନ୍ତୁ । 'ହାପି ହୋଲି' ।

ପ୍ରକାଶ ଥାଉ ଯେ, ଏବେ ଜେନେଲିଆଙ୍କ ଏହି ଭିଡିଓ ବହୁ ଭାଇରାଲ ହେବାରେ ଲାଗିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.