ETV Bharat / sitara

ଅପେକ୍ଷାର ଅନ୍ତ, ରିଲିଜ ହେଲା ଚର୍ଚ୍ଚିତ ଗୀତ ‘ତେରି ମେରି କାହାନୀ’

ଖୁବଶୀଘ୍ର ହିମେଶ ନିଜର ଆଗାମୀ ଫିଲ୍ମ ‘ହାପ୍ପି ହାର୍ଡି ହୀର’ କୁ ନେଇ ପରଦାରେ ନଜର ଆସିବେ । ଯାହାର ରୋମାଣ୍ଟିକ ଗୀତ ‘ତେରି ମେରି କାହାନୀ’ ଆଜି ରିଲିଜ ହୋଇଯାଇଛି।

author img

By

Published : Sep 11, 2019, 8:42 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମେଶ ରେଶମିୟା

ମୁମ୍ବାଇ: ଶେଷ ହେଲା ଦର୍ଶକଙ୍କ ଅପେକ୍ଷା । କିଛି ଦିନ ହେବ ସମସ୍ତଙ୍କ ଓଠରେ ଶୁଣିବାକୁ ମିଳୁଥିବା ଷ୍ଟେସନ ଗାୟିକା ରାନୁ ମଣ୍ଡଲଙ୍କ ଗୀତ ‘ତେରି ମେରି କାହାନୀ’ ଶେଷରେ ରିଲିଜ ହୋଇଛି। ଏହି ରୋମାଣ୍ଟିକ ଗୀତଟି ହିମେଶ ରେଶମିୟାଙ୍କ ଆଗାମୀ ଫିଲ୍ମ ‘ହାପ୍ପି ହାର୍ଡି ହୀର’ । ରାନୁଙ୍କ ଏହି ଗୀତଟି ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଟ୍ରେଣ୍ଡ କରିବାରେ ଲାଗିଛି । ସୋସିଆଲ ମିଡିଆରେ ମଧ୍ୟ ଏହି ଗୀତଟି ଖୁବ୍ ଭାଇରାଲ ହେଉଛି ।

ପ୍ରକାଶ ଥାଉକି ଅଭିନେତା, ସଙ୍ଗୀତ ନିର୍ଦ୍ଦେଶକ ହିମେଶ, ରାନୁଙ୍କ କଣ୍ଠରେ ଦିୱାନା ହୋଇ ତାଙ୍କୁ ନିଜ ଫିଲ୍ମରେ ଗାଇବାକୁ ସୁଯୋଗ ଦେଇଥିଲେ । ଯାହାପର ଠାରୁ ରାନୁଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ଖାଲି ଏତିକି ନୁହେଁ ହିମେଶ ତାଙ୍କୁ ଆଉ ଦୁଇଟି ଗୀତ ମଧ୍ୟ ଗାଇବାକୁ ଦେଇଛନ୍ତି । ଏହି ଗୀତଟିକୁ ପୁରା ଶୁଣିବା ପାଇଁ ଦର୍ଶକ ମଧ୍ୟ କେବେ ଠାରୁ ଉତ୍ସାହିତ ଥିଲେ ।

  • " class="align-text-top noRightClick twitterSection" data="">

ଗୀତ ରିଲିଜ ହେବା ପୂର୍ବରୁ ମଙ୍ଗଳବାର ଏହାର ଟିଜର ଭିଡିଓ ଇନଷ୍ଟାଗ୍ରାମରେ ସେୟାର କରିଥିଲେ ହିମେଶ । ଆଉ ଫ୍ୟାନ୍ସଙ୍କୁ ଗୀତ ବୁଧବାର ରିଲିଜ ହେବା ନେଇ ଜଣାଇଥିଲେ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.