ETV Bharat / sitara

ଧୂମପାନ ପ୍ରଶ୍ନରେ ବିରକ୍ତ ହେଲେ ବିପାଶା

author img

By

Published : Jul 25, 2019, 2:29 PM IST

ପ୍ରିୟଙ୍କାଙ୍କ ସ୍ମୋକିଂ ଫଟୋ ପରେ ଏବେ ସୋସିଆଲ ମିଡିଆରେ ସେଲିବ୍ରିଟିକୁ ସିଗାରେଟ ଟାଣିବା ପ୍ରଶ୍ନ କରିବାରେ ଲାଗି ପଡିଛନ୍ତି ଫ୍ୟାନ୍ସ । ଯାହାର ଶିକାର ବିପାଶା ବାସୁ ହୋଇଛନ୍ତି ।

ଡିଜାଇନ ଫଟୋ

ମୁମ୍ବାଇ: ପ୍ରିୟଙ୍କା ଚୋପ୍ରାଙ୍କ ଧୂମପାନ କରୁଥିବା ଫଟୋ ନିକଟରେ ଭାଇରାଲ ହୋଇଥିଲା । ଏହି ଫଟୋ ପରେ ପ୍ରିୟଙ୍କାଙ୍କୁ ଖୁବ୍ ଟ୍ରୋଲ କରିଥିଲେ ସୋସିଆଲ ମିଡିଆ ୟୁଜର୍ସ । ପିସିଙ୍କ ସିଗାରେଟ ଟାଣିବା ଏଥିପାଇଁ ମଧ୍ୟ ଚର୍ଚ୍ଚାରେ ଥିଲା, କାରଣ ସେ ଆସ୍ଥାମାରେ ଜଡିତ । ଏହାସହ ସେ ନିଜ ମଧ୍ୟ ସିଗାରେଟ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ଟ୍ବିଟ ମଧ୍ୟ କରିସାରିଛନ୍ତି ।

ପ୍ରିୟଙ୍କା ଏହି ଫଟୋ ପରେ ଫ୍ୟାନ୍ସଙ୍କ ମନରେ ନିଜ ଫେଭରେଟ ଷ୍ଟାର୍ସକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ପ୍ରଶ୍ନର ଶିକାର ନିକଟରେ ଅଭିନେତ୍ରୀ ବିପାଶା ବାସୁ ହୋଇଛନ୍ତି । ସେ ଅନଲାଇନ ଆସିବା ମାତ୍ରେ ଫ୍ୟାନ୍ସ ପ୍ରଶ୍ନ କରିଥିଲେ କି କଣ ଆପଣ ସିଗାରେଟ ଟାଣୁଛନ୍ତି । ବିପାଶା ମଧ୍ୟ କେଉଁ ଚୁପ ରହିବା ଅଭିନେତ୍ରୀ ସେ ମଧ୍ୟ ଫ୍ୟାନ୍ସଙ୍କୁ କଡା ଜବାବ ଦେଇଥିଲେ ।

ସେ ନିକଟରେ ଇନଷ୍ଟାଗ୍ରାମରେ ଲାଇଭ ସେଶନ ଆରମ୍ଭ କରିଛନ୍ତି । ଏହି ସେଶନ ସମୟରେ ଫ୍ୟାନ ବିପାଶାଙ୍କୁ ସିଗାରେଟ ଟାଣିବା ଉପରେ ପ୍ରଶ୍ନ କରିଥିଲେ । ଯାହାର ଜବାବରେ ବିପାଶା କହିଥିଲେ କି ସେ ନିଜ ପାଖାପାଖି ଥିବା ଲୋକଙ୍କୁ ମଧ୍ୟ ଧୂମପାନ ନ କରିବାକୁ ପରାର୍ମଶ ଦିଅନ୍ତି । ତେବେ ସେ ମଧ୍ୟ ଏହି ନିୟମ ପାଳନ କରିଆସୁଛନ୍ତି ।

ପ୍ରକାଶ ଥାଉକି କପିଲ ଶର୍ମା ଶୋରେ ନଜର ଆସୁଥିବା ଅଭିନେତ୍ରୀ ସୁମୋନା ମଧ୍ୟ ନିଜର ସ୍ମୋକିଂ ଫଟୋକୁ ନେଇ ଟ୍ରୋଲ ହୋଇଥିଲେ । ଦୁଇବର୍ଷ ପୁରୁଣା ଫଟୋ ଭାଇରାଲ ଉପରେ ନିଜ ପ୍ରତିକ୍ରିୟା ରଖିଥିଲେ ସୁମୋନା ।

Intro:Body:

TEST

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.