ETV Bharat / sitara

ରଣବୀର-ଦୀପିକାଙ୍କ ପ୍ରଥମ ବିବାହବାର୍ଷିକୀ, ଫ୍ୟାନଙ୍କ ନିଆରା ଶୁଭେଚ୍ଛା - ଦୀପିକା ପାଦୁକୋନ ଓ ରଣବୀରଙ୍କ ରଙ୍ଗୋଲୀ

ଆଜି ଧୁମଧାମ ରୂପେ ନିଜ ପ୍ରଥମ ବିବାହ ବାର୍ଷିକ ପାଳନ କରିବାରେ ବ୍ୟସ୍ତ ଦୀପିକା ପାଦୁକୋନ ଓ ରଣବୀର ସିଂ । ଏହି ଖାସ୍ ଦିନକୁ ନେଇ ଉତ୍ସାହିତ ତାଙ୍କ ଫ୍ୟାନ୍ସ । 24 ଘଣ୍ଟା ପରିଶ୍ରମ କରି ଜଣେ ଫ୍ୟାନ ଦୁଇଜଣଙ୍କୁ ଜଣାଇଲେ ଶାନଦାର ଶୁଭେଚ୍ଛା ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଦୀପିକା ପାଦୁକୋନ
author img

By

Published : Nov 14, 2019, 1:25 PM IST

ଗୁଜରାଟ: ଗତ ବର୍ଷ ଆଜିର ଏହି ଦିନରେ ସାଥ ଜନ୍ମର ସାଥୀ ସାଜିଥିଲେ ବଲିଉଡର ହଟ୍ କପଲ ଦୀପିକା ପାଦୁକୋନ ଓ ରଣବୀର ସିଂ । ଆଜି ଦୁଇଜଣଙ୍କ ପ୍ରଥମ ବିବାହ ବାର୍ଷିକ । ଏହି ଅବସରକୁ ଦୀପବିର ଯେତିକି ଏନଜୟ କରୁଛନ୍ତି । ତାହାଠୁ ଅଧିକ ତାଙ୍କ ଫ୍ୟାନ୍ସ ଦୁଇଜଣଙ୍କ ବିବାହ ବାର୍ଷିକକୁ ଖାସ୍ କରିବାରେ ଲାଗିଛନ୍ତି । ଏହି କ୍ରମରେ ଅଛନ୍ତି ତାଙ୍କ ସୁରତବାସୀ ପ୍ରଶଂସକ କରନ ଜରିୱାଲା ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ସେ ଦୀପିକା ଓ ରଣବୀରଙ୍କୁ ବିବାହ ବାର୍ଷିକର ଶୁଭେଚ୍ଛା ଜଣାଇବା ପାଇଁ ଦୁଇଜଣଙ୍କ ରିସେପ୍ସନ ଫଟୋର ଏକ ଶାନଦାର ରଙ୍ଗୋଲୀ ନିର୍ମାଣ କରିଛନ୍ତି । କରନ ତିଆରି କରିଥିବା ଏହି ରଙ୍ଗୋଲୀକୁ ଦେଖି ଲାଗୁଛି ଏହା କୌଣସି ରଙ୍ଗୋଲୀ ନୁହେଁ ବରଂ ପେଣ୍ଟି । ପାଖାପାଖି 24 ଘଣ୍ଟାର ପରିଶ୍ରମ କରି କରନ ଏହି ରଙ୍ଗୋଲୀ ନିର୍ମାଣ କରିଛନ୍ତି । ଯାହା ଦୀପବିରଙ୍କ ପାଇଁ ଶାନଦାର ଉପରହାର ଠାରୁ କମ ନୁହେଁ ।

ସେମିତି ଦେଖିବାକୁ ଗଲେ ଦୀପିକା ଓ ରଣବୀରଙ୍କ ଅନେକ ଫ୍ୟାନ୍ସ ଅଛନ୍ତି । କିନ୍ତୁ ସେ ତାଙ୍କ ବିଗେଷ୍ଟ ଫ୍ୟାନ ବୋଲି ନିଜକୁ କହିଛନ୍ତି କରନ । ଆଉ ତାଙ୍କ ପ୍ରଥମ ବିବାହ ବାର୍ଷିକରେ ସେ କିଛି ଖାସ୍ କରି ଦୁଇଜଣଙ୍କୁ ଶୁଭେଚ୍ଛା ଦେବାକୁ ଚାହୁଁଥିଲେ । ସେଥିପାଇଁ 24 ଘଣ୍ଟା ପରିଶ୍ରମ କରି ଦୁଇଜଣଙ୍କ ଏହି ରୋଙ୍ଗଲୀ ନିର୍ମାଣ କରିଛନ୍ତି ।

Intro:સુરત : એક વર્ષ પહેલા હોલિવુડ સ્ટાર દીપિકા પાદુકોણ અને રણવીર સિંહ લગ્નગ્રંથિથી જોડાયા હતા. બંનેના ચાહકો પોતપોતાની રીતે તેમને શુભકામનાઓ આપી રહ્યા છે ત્યારે સુરતમાં દીપીકાના ફેને બંનેને શુભેચ્છા આપવા એક સુંદર રંગોળી બનાવી છે આ રંગોળી 24 કલાકની જહેમત બાદ તૈયાર કરવામાં આવી છે જેમાં દીપિકા અને રણવીર બંનેની તસવીર જોવા મળે છે આ આ રંગોલી માં દેખાતી તસવીર દીપિકા અને રણવીર ના રિસેપ્શનની છે તસ્વીરની હુંબહુ નકલ આ રંગોલી માં જોઈ કોઈ પણ કહી ન શકે કે આ રંગોળી છે.

Body:દીપિકા અને રણવીર સિંહ ના લગ્નને આજે એક વર્ષ પૂર્ણ થઇ ગયુ છે. બંનેના ચાહકો આજે ખૂબ જ ખુશ છે ત્યારે સુરત ખાતે રહેતા અને દીપિકા પાદુકોણના ફેન કરણ જરીવાલાએ તેમની વેડિંગ એનિવર્સરી ને ધ્યાનમાં રાખી ખાસ રંગોળી બનાવી છે. બંનેના રિસેપ્શનની જે તસવીર સોશિયલ મીડિયા પર વાયરલ થઈ હતી એજ તસવીરને લઈ આ રંગોળી બનાવવામાં આવી છે 3 બાય 4 ફિટ ની રંગોળી 24 કલાકની જહેમતને અંતે તૈયાર કરવામાં આવી છે. જે પણ આ રંગોળી જોશે તે ના મોઢામાંથી અતિ સુંદર શબ્દ જરૂરથી નીકળે એવી રંગોળી તૈયાર કરી છે. કરણ દીપિકાનો મોટો ફેન છે કારણ કે જ્યારે પદ્માવતી ફિલ્મ રિલીઝ થઈ હતી ત્યારે હિન્દુ સંગઠન દ્વારા તેની રંગોળી ખરાબ કરી દેવામાં આવી હતી અને આ ચર્ચા દેશભરમાં ચાલી હતી. દિપિકાએ પોતે આ મુદ્દો પોતાના ટ્વિટર હેન્ડલ પર ઉઠાવ્યો હતો અને ત્યારબાદ આ કલાકારે દીપિકાની અનેક રંગોળી બનાવી છે. અત્યાર સુધી આ કલાકાર દીપિકાની ૧૫ થી વધુ રંગોળી બનાવી ચુક્યો છે.

Conclusion:કરણે જણાવ્યુ હતુ કે તે દીપિકાનો તે હમેશાથી ચાહક રહ્યો છે અને આજે તેમની વેડિંગ એનિવર્સરીને ધ્યાનમાં રાખી શુભેચ્છા હેતુથી રંગોળી બનાવી છે અને તેને ટ્વિટર પર પણ મૂકી મોકલી છે.કરણને અપેક્ષા છે કે દીપિકા તેની આ રંગોળી જોશે અને તેનેખૂબ જ પસંદ આવશે.

બાઈટ : કરણ જરીવાળા (રંગોળી આર્ટિસ્ટ)
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.