ନୂଆଦିଲ୍ଲୀ: ଆଜିକାଲି ଚଳଚ୍ଚିତ୍ର ଅପେକ୍ଷା ସେକ୍ସୀ ଅଭିନେତ୍ରୀ ଈଶା ଗୁପ୍ତା ଫଟୋସୁଟ ଏବଂ ସୋସିଆଲ ମିଡିଆରେ ଅଧିକ ନଜର ଆସିଥାନ୍ତି । ସେ ତାଙ୍କ ଫ୍ୟାନ୍ସଙ୍କ ସହ କନେକ୍ଟ ରହିବା ପାଇଁ ସର୍ବଦା ନିଜର ବୋଲ୍ଡ ଫଟୋ, ୱାର୍କଆଉଟ ଭିଡିଓ ପ୍ରାୟତଃ ସେୟାର କରିଥାନ୍ତି । ଇତିମଧ୍ୟରେ ସେ ନିଜର ଏକ ଲାଟେଷ୍ଟ ବୋଲ୍ଡ ଫଟୋ ପୋଷ୍ଟକୁ ନେଇ ଚର୍ଚ୍ଚାରେ ।
- " class="align-text-top noRightClick twitterSection" data="
">
ଏହି ସମୟରେ, ଇଶା ଇନଷ୍ଟାଗ୍ରାମରେ ନିଜର ଏକ ସୁନ୍ଦର ମୋନୋକ୍ରୋମ୍ ଫଟୋ ପୋଷ୍ଟ କରିଛନ୍ତି । ଏହି ମୋନୋକ୍ରୋମ୍ ଫଟୋରେ, ହଟ୍ ଆନ୍ଦାଜରେ ସୋଫାରେ ଶୋଇଥିବାର ନଜର ଆସିଛନ୍ତି । ଈଶାଙ୍କ ଏହି ଫଟୋକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି ।
ଏହା ପୂର୍ବରୁ ଇଶା ସ୍ପେଶାଲ ଅନ୍ଦାଜରେ 2020କୁ ଅଲବିଦା କହିଥିଲେ । ଯାହାକୁ ନେଇ ଚର୍ଚ୍ଚା ।
- " class="align-text-top noRightClick twitterSection" data="
">
2020କୁ ବିଦାୟ ଦେବା ପାଇଁ ଇଶା ଇନଷ୍ଟାଗ୍ରାମରେ ନିଜର ଏକ ଟପଲେସ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଥିଲେ, ‘ଡିସେମ୍ବର ସୁଦ୍ଧା ଆମେ ଏହାକୁ ପ୍ରସ୍ତୁତ କରିଛୁ । ମୋର ପରିବାର ଏବଂ ବନ୍ଧୁମାନଙ୍କ ସୁସ୍ଥ ଥିବାରୁ କୃତଜ୍ଞ । ସ୍ନେହ ଏବଂ ପ୍ରେମ ପାଇବା ପାଇଁ ଆଶୀର୍ବାଦ । ଆଜି ରାତିରେ ଓଲଫ ମୁନ ପାଇଁ ପ୍ରସ୍ତୁତ । ବାଏ ବାଏ 2020 ।’
ପ୍ରକାଶ ଥାଉ କି, ଚଳଚ୍ଚିତ୍ର ଅପେକ୍ଷା ଇଶା ତାଙ୍କର ହଟ ଫଟୋ ଏବଂ ବୋଲ୍ଡ ଲୁକ୍ ସହିତ ପ୍ରଶଂସକଙ୍କ ମଧ୍ୟରେ ଲୋକପ୍ରିୟ ।