ETV Bharat / sitara

ଟ୍ବିଟରରେ ‘ଡ୍ରିମ ଗାର୍ଲ’ର ମିମି, ହସି ହସି ବେହାଲ ୟୁଜର୍ସ - ସୋସିଆଲ ମିଡିଆ

ବର୍ତ୍ତମାନ ସୋସିଆଲ ମିଡିଆରେ ଛାଇ ଯାଇଛି ଆୟୁଷ୍ମାନଙ୍କ ‘ଡ୍ରିମ ଗାର୍ଲ’ର ଡାଇଗଲ । ଅନେକ ମଜାଦାର ମିମି ସେୟାର କରି ମଜା ଉଠାଉଛନ୍ତି ୟୁଜର୍ସ ।

ଫଟୋ ସୌଜନ୍ୟ: ଟ୍ବିଟର@ଆୟୁଷ୍ମାନ ଖୁରାନା ଫ୍ୟାନକ୍ଲବ
author img

By

Published : Aug 20, 2019, 9:39 AM IST

ମୁମ୍ବାଇ: ଫେମସ ଅଭିନେତା ଆୟୁଷ୍ମାନ ଖୁରାନା ଏଥର ‘ଡ୍ରିମ ଗାର୍ଲ’ ହୋଇ ଦର୍ଶକଙ୍କ ହୋସ ଉଡାଇବେ । ସେ ନିଜର ଆଗାମୀ ଫିଲ୍ମ ‘ଡ୍ରିମ ଗାର୍ଲ’କୁ ନେଇ ଖୁବ୍ ଚର୍ଚ୍ଚାରେ । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲା । ଯାହାକୁ ଦେଖି ଦର୍ଶକ ହସି ହସି ବେହାଲ । କାରଣ ଟ୍ରେଲରରେ ଆୟୁଷ୍ମାନଙ୍କ ଝିଅ ଅବତାର ଦେଖିବାକୁ ମିଳିଥିଲା । କେତେବେଳେ ସେ ରାଧା ତ କେତେବେଳେ ପୂଜା ହୋଇ ଲୋକଙ୍କୁ ନିଜ ଦିୱାନା କରୁଥିବାର ଦେଖାଯାଇଥିଲେ । ଫିଲ୍ମ ରିଲିଜ ପୂର୍ବରୁ ଟ୍ରେଲରଟି ଦର୍ଶକଙ୍କ ମଧ୍ୟରେ ହିଟ୍ ସାବ୍ୟସ୍ତ ହୋଇସାରିଲାଣି ।

tweet-3
ଫଟୋ ସୌଜନ୍ୟ: ଟ୍ବିଟର@ଆୟୁଷ୍ମାନ ଖୁରାନା ଫ୍ୟାନକ୍ଲବ

ଇତିମଧ୍ୟରେ ସୋସିଆଲ ମିଡିଆରେ ‘ଡ୍ରିମ ଗାର୍ଲ’ର ଅନେକ ମିମି ଘୁରିବୁଲୁଥିବାର ଦେଖିବାକୁ ମିଳୁଛି । ଏହି ମିମି ଟିକଟକ, ମମି-ପାପା ଏବଂ ନିତିଦିନ ବ୍ୟବହାର ହେଉଥିବା କଥାରେ ସମ୍ପୃକ୍ତ କରାଯାଇ ସେୟାର କରାଯାଇଛି ।

tweet-2

ଟ୍ବିଟରରେ ଜଣେ ୟୁଜର ଲେଖିଛନ୍ତି, ‘ଯେତେବେଳେ ମତେ କେହି ପ୍ରଶ୍ନ କରୁଛନ୍ତି କି ବିବାହ କେବେ କରିବ ତେବେ ଭଳି ମୋ ଡାଇଲଗ ଆୟୁଷ୍ମାନଙ୍କ ପରି ହେଉଛି ବୁଝିପାରୁନି ଦୁଲହା ହେବି ନା ଦୁଲହନ ।’

tweet-1

ସେହିଠାରେ ଆଉ ଜଣେ ୟୁଜର ଫିଲ୍ମ ଡାଇଲଗ ସେୟାର କରି ଲେଖିଛନ୍ତି ‘ବିଜୟ ମାଲ୍ୟାଙ୍କ ବ୍ୟତୀତ ଅଲଗା କେହି ହୋଇପାରିବେ ନାହିଁ ’। ଏପରି ଅନେକ ମିମି ସୋସିଆଲ ମିଡିଆରେ ଖୁବ୍ ଦେଖିବାକୁ ମିଳୁଛି । ଯାହାକୁ ପଢି ଆପଣ ହସି ହସି ବେହାଲ ହୋଇଯିବେ ।

Intro:Body:

dfadf

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.