ETV Bharat / sitara

ବଏଫ୍ରେଣ୍ତଙ୍କ ସହ ମାଳଦ୍ବୀପ ଟ୍ରିପରେ ଦିଶା - ବଏଫ୍ରେଣ୍ତ ଟାଇଗରଙ୍କ ସହ ମାଳଦ୍ବୀପ ଟ୍ରିପରେ ଦିଶା

ପୁଣିଥରେ ଏକାଠି ନଜର ଆସିଛନ୍ତି ଟାଇଗର ଶ୍ରଫ ଏବଂ ଗାର୍ଲଫ୍ରେଣ୍ଡ ଦିଶା ପଟାନୀ । ବାସ୍ତବରେ ଏହି କପଲଙ୍କୁ ଆଜି (ରବିବାର ସକାଳେ) ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଦୁହେଁ ଛୁଟିରେ ମାଳଦ୍ବୀପ ଯାଇଛନ୍ତି । ଅଧିକ ପଢନ୍ତୁ...

Disha Patani shares glimpse of Maldives vacation with Tiger Shroff, calls it 'Heaven'

author img

By

Published : Apr 18, 2021, 8:03 PM IST

Updated : Apr 18, 2021, 9:30 PM IST

ହାଇଦ୍ରାବାଦ: ଦୀର୍ଘ ସମୟ ପରେ ପୁଣିଥରେ ଏକାଠି ନଜର ଆସିଛନ୍ତି ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ତାଙ୍କ ଗାର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଦିଶା ପଟାନୀ ।

ବାସ୍ତବରେ ଏହି କପଲଙ୍କୁ ଆଜି (ରବିବାର ସକାଳେ) ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଦୁହେଁ ଛୁଟିରେ ମାଳଦ୍ବୀପ ଯାଇଛନ୍ତି ।

ମହାରାଷ୍ଟ୍ରରେ ଲାଗୁ କର୍ଫ୍ୟୁ ମଧ୍ୟରେ ଅନେକ ତାରକା ଛୁଟିରେ ବାହାରକୁ ଯାଇଛନ୍ତି ।

Disha Patani shares glimpse of Maldives vacation with Tiger Shroff
ବଏଫ୍ରେଣ୍ତଙ୍କ ସହ ମାଳଦ୍ବୀପ ଟ୍ରିପରେ ଦିଶା

ମାଳଦ୍ବୀପରେ ପହଞ୍ଚିବା ପରେ ଦିଶା ଇନଷ୍ଟାଗ୍ରାମ ଷ୍ଟୋରୀରେ ଦୁଇଟି ଭିଡିଓ ଏବଂ ଫଟୋ ସେୟାର କରିଛନ୍ତି ।

ଟାଇଗର ଏବଂ ଦିଶା ଏକାଠି ନଜର ଆସିବା ଏହା ପ୍ରଥମଥର ନୁହେଁ । ଏହାପୂର୍ବରୁ ଏହି କପଲ ଅନେକ ଥର ଏକାଠି ନଜର ଆସିଛନ୍ତି ଏବଂ ଦୁହେଁ ଅନେକ ଥର ଛୁଟିରେ ମଧ୍ୟ ଯାଇଛନ୍ତି । କିନ୍ତୁ ଟାଇଗର ଏବଂ ଦିଶା ସେମାନଙ୍କ ରିଲେସନସିପ ବିଷୟରେ କଦାପି କେବେ ଖୋଲାଖୋଲି ଭାବେ କିଛି କହି ନାହାଁନ୍ତି । ସୋସିଆଲ ମିଡିଆରେ ଉଭୟେ ପରସ୍ପରର ପୋଷ୍ଟରେ ମଜାଦାର କମେଣ୍ଟ କରୁଥିବାର ନଜର ଆସିଥାନ୍ତି ।

ପ୍ରକାଶ ଥାଉ ଯେ, ଆଗାମୀ ସମୟରେ ଦିଶା ଫିଲ୍ମ ରାଧେରେ ନଜର ଆସିବେ । ଅପରପକ୍ଷେ ଟାଇଗରଙ୍କୁ ଫିଲ୍ମ ଗଣପଥରେ ଦେଖିବାକୁ ମିଳିବ ।

Last Updated : Apr 18, 2021, 9:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.