ETV Bharat / sitara

ରଣବୀରଙ୍କ ‘ରକଷ୍ଟାର’କୁ ମନେ ପକେଇଲେ ସଞ୍ଜନା - ରଣବୀର କପୁରଙ୍କ ରକଷ୍ଟାର ନ୍ୟୁଜ

ସୋସିଆଲ ମିଡିଆରେ ଏକ ପୋଷ୍ଟ କରି ଚର୍ଚ୍ଚାରେ ସଞ୍ଜନା । ସେୟାର କଲେ ରକଷ୍ଟାରର କିଛି ଶାନଦାର ସିନ୍ସ । ଯେଉଁଥିରେ ସେ କରିଥିଲେ ଅଭିନୟ ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଙ୍ଗନା ସାଙ୍ଘୀ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଙ୍ଗନା ସାଙ୍ଘୀ
author img

By

Published : Nov 12, 2020, 11:47 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଫିଲ୍ମ ‘ଦିଲ ବେଚାରା’ରେ ଅଭିନୟ କରିଥିବା ଡେବ୍ୟୁ ଅଭିନେତ୍ରୀ ସଞ୍ଜନା ସାଙ୍ଘୀ ପ୍ରଥମେ ହ୍ୟାଣ୍ଡସମ ଆକ୍ଟର ରଣବୀର କପୁରଙ୍କ ଚର୍ଚ୍ଚିତ ଫିଲ୍ମ ‘ରକଷ୍ଟାର’ରେ ନଜର ଆସିଥିଲେ । ସେ ଏହି ଫିଲ୍ମରେ ସହ-ଅଭିନେତ୍ରୀ ରୂପେ ଅଭିନୟ କରିଥିଲେ । ଯେତେବେଳେ ସେ ମାତ୍ରା 13 ବର୍ଷର ଥିଲେ । ଅନେକ ବର୍ଷ ପରେ ଏବେ ସଞ୍ଜନାଙ୍କୁ ମନେ ପଡିଯାଇଛି ‘ରକଷ୍ଟାର’ର କିଛି କଥା । ଯେଉଁଥି ପାଇଁ ସେ ସୋସିଆଲ ମିଡିଆରେ ଫିଲ୍ମର ସିନ ସେୟାର କରି ଖାସ୍ କଥା ଜଣାଇଛନ୍ତି ।

ଭିଡିଓର କ୍ୟାପସନରେ ସେ ଲେଖିଛନ୍ତି, ‘ଏହି ଫିଲ୍ମରେ ମୁଁ ନିଜକୁ କଳ୍ପନା କରି ପାରୁନଥିଲି । ହେଲେ ପିଲାଦିନେ ରକଷ୍ଟାରର ସେଟରେ ଶୁଦ୍ଧ ସିନେମାଟିକ୍ ଯାଦୁ ଅନୁଭବ କରିବା ପରେ ଫିଲ୍ମ ବିନା ମୋ ଜୀବନକୁ କଳ୍ପନା କରିପାରିଲି ନାହିଁ । ଏହା ମୋତେ ଅସଂଖ୍ୟ ଉପାୟରେ ଆକୃଷ୍ଟ କରିଛି ।’

ପ୍ରକାଶ ଥାଉକି ରକଷ୍ଟାର ପରେ ସଞ୍ଜନା 2017ରେ ଆସିଥିବା ଫିଲ୍ମ ‘ହିନ୍ଦୀ ମିଡିୟମ’, ‘ଫୁକରେ ରିଟର୍ଣ୍ଣସ୍‌’ରେ ନଜର ଆସିଥିଲେ । ହେଲେ ମୁଖ୍ୟ ଅଭିନେତ୍ରୀ ରୂପେ ମୁକେଶ ଛାବଡାଙ୍କ ନିର୍ଦ୍ଦେଶକ ଫିଲ୍ମ ‘ଦିଲ ବେଚାରା’ରେ ସୁଯୋଗ ମିଳିଥିଲା ତାଙ୍କୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.