ETV Bharat / sitara

‘ସୁଶାନ୍ତ କେବେବି ଆତ୍ମହତ୍ୟା କରିପାରିବେ ନାହିଁ’ - ସୁଶାନ୍ତ କେବେବି ଆତ୍ମହତ୍ୟା କରିପାରିବେ ନାହିଁ

ସିବିଆଇ ନିରନ୍ତର ଭାବରେ ସୁଶାନ୍ତଙ୍କ ମାମଲାରେ ପ୍ରମାଣ ସଂଗ୍ରହ କରିବାକୁ ଚେଷ୍ଟା କରୁଛି । ଏନେଇ ସିବିଆଇ ସୁଶାନ୍ତଙ୍କ ସହ ଜଡିତ ଲୋକଙ୍କୁ ପଚରାଉଚରା କରୁଛି । ଏହି ପରିପ୍ରେକ୍ଷୀରେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଦିଗବିଜୟ ସିଂଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଅଧିକ ପଢନ୍ତୁ...

Suhant Singh Rajput can't do suicide : Digvijay Singh
‘ସୁଶାନ୍ତ କେବେବି ଆତ୍ମହତ୍ୟା କରିପାରିବେ ନାହିଁ’
author img

By

Published : Aug 26, 2020, 5:28 PM IST

ଭୋପାଳ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ କରୁଛି । ସେପଟେ ପୂର୍ବତନ ସାଂସଦ ଦିଗବିଜୟ ସିଂଙ୍କ ଏକ ବୟାନ ସାମ୍ନାକୁ ଆସିଛି ।

ଦିଗବିଜୟ କହିଛନ୍ତି ଯେ, ସୁଶାନ୍ତ ଜଣେ ଚତ୍ମକାର କଳାକାର ଥିଲେ ସେ କେବେ ବି ଆତ୍ମହତ୍ୟା କରିପାରିବେ ନାହିଁ । ସିବିଆଇ ତଦନ୍ତରେ ଖୁବ ଶୀଘ୍ର ସତ୍ୟତା ପ୍ରକାଶ ପାଇବ।

ସୁଶାନ୍ତ ସିଂଙ୍କ ଦେହାନ୍ତ ହେବାର ପ୍ରାୟ ଦୁଇ ମାସ ବିତିଗଲାଣି । ଏହି ମାମଲାରେ ସିବିଆଇ ଟିମ୍ ସିଦ୍ଧାର୍ଥ ପିଠାନି, ନୀରଜ ସିଂଙ୍କୁ ପଚରାଉଚରା ଜାରି ରଖିଛି ।

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ଦାୟିତ୍ୱ ନେଇଛି, ଯାହା ପରେ ତଦନ୍ତ ତୀବ୍ର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.