ETV Bharat / sitara

ତାମିଲରେ ଆସିବ ଅନ୍ଧାଧୁନ !

ଏବେ ତାମିଲରେ ଦେଖିବାକୁ ମିଳିବ ଆୟୁଷ୍ମାନ ଖୁରାନାଙ୍କ ବହୁ ଚର୍ଚ୍ଚିତ ଫିଲ୍ମ 'ଅନ୍ଧାଧୁନ' । ଲୋକପ୍ରିୟ ଅଭିନେତା ଧନୁଷ ତାମିଲରେ ଏହି ଫିଲ୍ମରେ ରିମେକ କରିବାକୁ ପ୍ଲାନିଂ କରିସାରିଛନ୍ତି ।

author img

By

Published : Jun 5, 2019, 11:04 PM IST

ମୁମ୍ବାଇ: ସାଉଥ ସୁପରଷ୍ଟାର ଧନୁଷ ଏକ ବଲିଉଡ ଫିଲ୍ମକୁ ତାମିଲରେ ନିର୍ମାଣ କରିବାକୁ ଯାଉଛନ୍ତି । ଖୁବଶୀଘ୍ର ଆୟୁଷ୍ମାନ ଖୁରାନାଙ୍କ ହିଟ୍ ଫିଲ୍ମ 'ଅନ୍ଧାଧୁନ'ର ତାମିଲ ରିମେକ ତିଆରି କରିବେ । ଏବେ ସେ ଫିଲ୍ମକୁ ନେଇ କିଛି ପ୍ଲାନ କରିବାରେ ବ୍ୟସ୍ତ ଅଛନ୍ତି । ଏଥିପାଇଁ ସେ ଫିଲ୍ମର ରାଇଟସ କିଣିବା ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଦେଇଛନ୍ତି ।

ଏକ ସାକ୍ଷାତକାରେ ଧନୁଷ କହିଥିଲେ କି 'ଅନ୍ଧାଧୁନ' ଏକ ଶାନଦାର ଫିଲ୍ମ । ଏହା ସେହି ଥ୍ରିଲର୍ସ ଫିଲ୍ମ ମଧ୍ୟରୁ ଅନ୍ୟତମ ଯାହାକୁ ତାମିଲରେ ତିଆରି କରିବାକୁ ସେ ପସନ୍ଦ କରିବେ ।

ପ୍ରକାଶ ଥାଉକି ଆୟୁଷ୍ମାନଙ୍କ ଏହି ଥ୍ରିଲର ଫିଲ୍ମ ଗତବର୍ଷ ରିଲିଜ ହୋଇଥିଲା । ଫିଲ୍ମଟି ଭାରତ ଏବଂ ଚୀନ ବଜାରରେ ଶାନଦାର କଲେକ୍ସନ କରି ସମସ୍ତଙ୍କ ମନ କିଣିବାରେ ସଫଳ ହୋଇପାରିଥିଲା । ଫିଲ୍ମର ମୁଖ୍ୟ ଭୂମିକାରେ ଆୟୁଷ୍ମାନ, ତବ୍ବୁ ଓ ରାଧିକା ଆପ୍ଟେ ଅଭିନୟ କରିଥିଲେ ।

ଜଣାଇ ଦେଉଛୁ ନିକଟରେ ଧନୁଷଙ୍କ ପ୍ରଥମ ହଲିଉଡ ଫିଲ୍ମ 'ଦ ଏକ୍ସଟ୍ରାଅର୍ଡିନରୀ ଜର୍ନି ଅଫ ଦ ଫକୀର'ର ଜବରଦସ୍ତ ଟ୍ରେଲର ରିଲିଜ ହୋଇଯାଇଛି । ଫିଲ୍ମରେ ନିର୍ଦ୍ଦେଶନା ଦେଇଛନ୍ତି କେନ ସ୍କଟ ।

Intro:Body:

sdf

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.