ETV Bharat / sitara

‘ଶାଣ୍ଢ କି ଆଖଁ’ର ସ୍ପେଶାଲ ସ୍କ୍ରିନିଂରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ - ‘ଶାଣ୍ଢ କି ଆଖଁ’ର ସ୍ପେଶାଲ ସ୍କ୍ରିନିଂ

ରିଲିଜ ପୂର୍ବରୁ ‘ଶାଣ୍ଢ କି ଆଖଁ’ର ସ୍ପେଶାଲ ସ୍କ୍ରିନିଂ । ପରିବାର ସହ ଫିଲ୍ମ ଦେଖିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ । ଅଧିକ ପଢ଼ନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ
author img

By

Published : Oct 24, 2019, 12:29 AM IST

ହାଇଦ୍ରାବାଦ: ଭୂମି ପେଡନେକର ଓ ତାପସୀ ପନ୍ନୁଙ୍କ ଫିଲ୍ମ ‘ଶାଣ୍ଢ କି ଆଖଁ’ 25 ଅକ୍ଟୋବରରେ ରିଲିଜ ହେବାକୁ ଯାଉଛି । ଏହା ପୂର୍ବରୁ ମଙ୍ଗଳବାର ସଂନ୍ଧ୍ୟା ସ୍ପେଶାଲ ସ୍କ୍ରିନିଂ ଆୟୋଜନ କରାଯାଇଛି । ଏଥିରେ ଯୋଗ ଦେଇଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପୁରା ପରିବାର ସହ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିୟା ମଧ୍ୟ ଉପସ୍ଥିତ ଥିଲେ ।

ଅଭିନେତ୍ରୀ ଭୂମି ପେଡନେକର ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫିଲ୍ମର କାହାଣୀ ‘ଶୁଟର୍ ଦାଦି’ ଚନ୍ଦ୍ରୋ ତୋମାର ଓ ପ୍ରକାଶୀ ତୋମାରଙ୍କ ଉପରେ ଆଧାରିତ । ଫିଲ୍ମକୁ ନେଇ ସକାରତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ତୁଷାର ହୀରାନନ୍ଦାନୀ ଫିଲ୍ମର ନିର୍ଦ୍ଦେଶନା ଭାର ସମ୍ଭାଳିଥିବା ବେଳେ ଅନୁରାଗ କସ୍ୟପ ପ୍ରଯୋଜନା କରିଛନ୍ତି ।

Intro:Body:

https://www.etvbharat.com/hindi/chhattisgarh/bharat/bharat-news/lord-rama-performed-shradh-of-father-dasaratha-at-dasharatha-ghat-in-shahdol/na20191023081304573

https://www.etvbharat.com/english/national/jagte-raho/crime-news/up-two-bird-smugglers-arrested-in-ghaziabad-5-owls-recovered/na20191023053327578

Two bird smugglers arrested in Ghaziabad, 5 owls recovered

ଗଜିଆବାଦରେ 2 ପକ୍ଷୀ ତସ୍କର ଗିରଫ, 5 ପେଚା ଉଦ୍ଧାର

ଗଜିଆବାଦରେ ବଳି ଯୋଜନାକୁ ପଣ୍ଡ କଲା ପୋଲିସ । ପକ୍ଷୀ ଚାଲାଣ ବେଳେ 2 ତସ୍କର ଗିରଫ । ଅଧିକ ପଢନ୍ତୁ..

ଲକ୍ଷ୍ନୌ: ଚାରିଆଡେ ଦୀପାବଳିର ମାହୋଲ । ଏହି ଦିନମାନଙ୍କରେ କୁ-ପ୍ରଥା ରହିଛି ବଳି ପକାଇବାର । ଯାହାକୁ ସରକାରଙ୍କ ପକ୍ଷରୁ ବିରୋଧ କରାଯାଉଥିଲେ ମଧ୍ୟ ଲୁଚା ଛପାରେ କିନ୍ତୁ ଏହା ଅନେକ ସ୍ଥାନରେ ଜାରି ରହିଛି । ଯାହାକୁ ନେଇ ମଧ୍ୟପ୍ରଦେଶର ଗଜିଆବାଦ ପୋଲିସ ମଙ୍ଗଳବାର 2 ଜଣ ପକ୍ଷୀ ତସ୍କରଙ୍କୁ ଗିରଫ କରିଛି । ଏହାସହିତ ଅଭିଯୁକ୍ତଙ୍କ ଠାରୁ 5ଟି ଦୁର୍ଲଭ ପ୍ରଜାତିର ପେଚା ଜବତ କରିଛି । 

ସୂଚନାମୁତାବକ, ଆଗକୁ ଦିପାବଳୀ ଥିବା ବେଳେ ଉକ୍ତ ପେଚାଙ୍କୁ ବଳି ପକାଇବା ପାଇଁ ଯୋଜନା ଚାଲିଥିଲା । ଯେଉଁଥିପାଇଁ 

ପକ୍ଷୀ ତସ୍କର କୁ-ପ୍ରଥା ନାଁରେ ବଳିଦେବାକୁ ଯୋଜନା କରିଥିବା ଜଣେ ବ୍ୟକ୍ତିକୁ ବିକ୍ରି କରିବା ନେଇ ଯାଉଥିଲେ । ଏହି ଖବର ମିଳିବାପରେ ଉଭୟଙ୍କୁ ଗିରଫ କରିଛି ପୋଲିସ ।  ଏମାନଙ୍କର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ବ ବୋଲି ଜଣାପଡିଛି । କାରଣ ଦୀପାବଳି ସମୟରେ ଏମାନଙ୍କ ଚାହିଦା ବେଶ ଅଧିକ ରହିଥିବା ସୂଚନା ଦେିଛନ୍ତି  ଗଜିଆବାଦ ଏସପି ମନିଶ ମିଶ୍ରା । 

ପରେ ଜବତ ହୋଇଥିବା 5ଟି ପେଚାଙ୍କୁ ବନ ବିଭାଗ ଅଧିକାରୀଙ୍କୁ ଦିଆଯାଇଛି ।

--------------------------------------------------------------

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

https://www.etvbharat.com/hindi/chhattisgarh/state/bilaspur/ajit-jogi-has-accused-the-past-and-present-government-of-the-elephant-problem-in-bilaspur/ct20191023071644020

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.