ETV Bharat / sitara

ଦୀପିକାଙ୍କ ଷ୍ଟାରର 'ଦ ଇଣ୍ଟରନ'ରେ ଋଷିଙ୍କ ରିପ୍ଲେସମେଣ୍ଟର ସନ୍ଧାନ ଜାରି ଆରମ୍ଭ

ଚଳିତ ବର୍ଷ ଜାନୁଆରୀରେ ହଲିଉଡର କମେଡି ହିଟ୍ 'ଦ ଇଣ୍ଟରନ'ର ହିନ୍ଦୀ ରିମେକ୍ ର ଘୋଷଣା କରାଯାଇଥିଲା । ଯେଉଁଥିରେ ସ୍ବର୍ଗତ ଅଭିନେତା ଋଷି କପୁର ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିବାର ଥିଲା । ଅଧିକ ପଢନ୍ତୁ...

deepika-starrer-the-intern-remake-yet-to-find-late-rishi-kapoors-replacement
ଦୀପିକାଙ୍କ ଷ୍ଟାରର 'ଦ ଇଣ୍ଟରନ'ରେ ଋଷିଙ୍କ ରିପ୍ଲେସମେଣ୍ଟର ସନ୍ଧାନ ଜାରି
author img

By

Published : Dec 15, 2020, 9:48 PM IST

ହାଇଦ୍ରାବାଦ: ଚଳିତ ବର୍ଷ ଜାନୁଆରୀରେ ବଲିଉଡର ମସ୍ତାନୀ ଦୀପିକା ପାଦୁକୋନ ଷ୍ଟାରର 'ଦ ଇଣ୍ଟରନ'ର ହିନ୍ଦୀ ରିମେକ୍ ର ଘୋଷଣା କରାଯାଇଥିଲା । ଯେଉଁଥିରେ ସ୍ବର୍ଗତ ଅଭିନେତା ଋଷି କପୁର ଏବଂ ଦୀପିକା ମୁଖ୍ୟ ଭୂମିକାରେ ଅଭିନୟ କରିବାର ଥିଲା । ଫିଲ୍ମର ସୁଟିଂ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଥିଲା କିନ୍ତୁ କୋରୋନା ହେତୁ ସୁଟିଂ ହୋଇପାରିନଥିଲା । ଏଥିସହିତ ଋଷି ଜୀ ବିଶ୍ବକୁ ଅଲବିଦା ଜଣାଇଛନ୍ତି ।

'ଦ ଇଣ୍ଟରନ' ର ହିନ୍ଦୀ ରିମେକ୍ ରେ ଋଷି ରୋବର୍ଟ ଡି ନିରୋ ଭୂମିକାରେ ଅଭିନୟ କରିବାର ଥିଲା ।

ଯଦିଓ ଚଳଚ୍ଚିତ୍ରଟି ଏକ ବର୍ଷ ବିଳମ୍ବ ହୋଇଛି, ନିର୍ମାତାମାନେ ବର୍ତ୍ତମାନ ଋଷିଙ୍କ ରିପ୍ଲେସମେଣ୍ଟର ସନ୍ଧାନ ଜାରି ଆରମ୍ଭ କରିଛନ୍ତି ।

ଏହି ଚଳଚ୍ଚିତ୍ରଟି ଦୀପିକାଙ୍କ 'କା ପ୍ରଡକ୍ସନ୍ସ' ଏବଂ ସୁନୀର ଖେତରପାଲଙ୍କ ଅଜୁର୍ ଏଣ୍ଟରଟେନମେଣ୍ଟ ଦ୍ବାରା ପ୍ରସ୍ତୁତ ହେଉଛି ।

ପ୍ରକାଶ ଥାଉ ଯେ, ଏହି ସମୟରେ ଦୀପିକା ଶକୁନ୍ ବତ୍ରାଙ୍କ ଫିଲ୍ମର ସୁଟିଂ କରୁଛନ୍ତି । ଏହା ବ୍ୟତୀତ ତାଙ୍କୁ ଫିଲ୍ମ '83' ରେ ମଧ୍ୟ ଦେଖିବାକୁ ମିଳିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.