ETV Bharat / sitara

ଦୁଇମାସରେ ବିରୁଷ୍କାଙ୍କ ଲାଡଲୀ, ଖୁସି ସେୟାର କଲେ ପତିପତ୍ନୀ

author img

By

Published : Mar 12, 2021, 8:04 AM IST

ଭାଇରାଲ ହେଲା ବିରାଟ ଓ ଅନୁଷ୍କାଙ୍କ ନୂଆ ଫଟୋ । ଝିଅ ଭାମିକାଙ୍କ ପାଇଁ ସେଲିବ୍ରେଶନ ମୁଡରେ ଏହି ଯୋଡି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିରାଟ କୋହଲି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବିରାଟ କୋହଲି

ମୁମ୍ବାଇ: ପିତାମାତା ହେବା ପର ଠୁ ଚର୍ଚ୍ଚାରେ ବିରାଟ କୋହଲି ଓ ଅନୁଷ୍କା ଶର୍ମା। ଉଭୟ ଗତ କିଛିଦିନ ହେବ ଏକ କନ୍ୟା ସନ୍ତାନ ପ୍ରାପ୍ତି କରିଛନ୍ତି। ଯାହାକୁ ନେଇ ଖୁସି ଦୁହେଁ । ଶୁକ୍ରବାର ଦୁହେଁଙ୍କ ଲାଡଲୀ ଭାମିକାଙ୍କୁ ଦୁଇ ମାସ ପୂରଣ ହୋଇଛି । ଏହି ଅବସରରେ ସେଲିବ୍ରେଟ୍ କରିଛନ୍ତି ପତିପତ୍ନୀ । ବିରାଟ ସୋସିଆଲ ମିଡିଆରେ ଅନୁଷ୍କାଙ୍କ ସହ ସୁନ୍ଦର ଫଟୋ ସେୟାର କରି ଖୁସି ପ୍ରକାଶ କରିଛନ୍ତି ।

ସେହିପରି ଫଟୋର କ୍ୟାପସନରେ ବିରାଟ ଲେଖିଛନ୍ତି, ‘ଆମକୁ ଦୁଇ ମାସର ଶୁଭେଚ୍ଛା ।’ ଫଟୋରେ ଦେଖିବାକୁ ମିଳୁଛି ପତ୍ନୀଙ୍କୁ କିସ୍ କରୁଥିବାର ନଜର ଆସୁନ୍ତି ବିରାଟ । ସେପଟେ ଅନୁଷ୍କା ମଧ୍ୟ ଇନଷ୍ଟା ଷ୍ଟୋରିରେ ଏକ କେକର ଫଟୋ ପୋଷ୍ଟ କରି ସେଲିବ୍ରେଟ୍ କରିଛନ୍ତି ।

ପ୍ରକାଶ ଥାଉକି ଗତ ଜାନୁଆରୀ 11ରେ ଭାମିକାଙ୍କୁ ଜନ୍ମ ଦେଇଥିଲେ ଅନୁଷ୍କା । ଗତ ବର୍ଷ ଅଗଷ୍ଟରେ ଏହି ଦମ୍ପତ୍ତି ଏକ ସନ୍ତାନ ପ୍ରାପ୍ତି କରିବାର ଖବର ସେୟାର କରିଥିଲେ। ଏବଂ 2020 ପରେ ଆମେ ଦୁଇରୁ ତିନି ହେବାକୁ ଯାଉଛୁ ବୋଲି ସୋସିଆଲ ମିଡିଆରେ ଲେଖିଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଅନୁଷ୍କା ଶର୍ମା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.