ETV Bharat / sitara

ପିପିଇ କିଟ୍ କିଣିବା ପାଇଁ ପେଣ୍ଟିଂ ନିଲାମ କଲେ ମାନୁଷୀ ଚିଲ୍ଲର

କୋଭିଡ-19 ମଧ୍ୟରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖି ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲର ପିପିଇ କିଟ୍ କିଣିବା ପାଇଁ ପାଣ୍ଠି ସଂଗ୍ରହ ପାଇଁ ତାଙ୍କ ପେଣ୍ଟିଂ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Aug 18, 2020, 7:54 PM IST

COVID-19: Manushi Chhillar auctions her painting to raise funds for PPE kits
ପିପିଇ କିଟ୍ କିଣିବା ପାଇଁ ପେଣ୍ଟିଂ ନିଲାମ କଲେ ମାନୁଷୀ ଛିଲ୍ଲର

ମୁମ୍ବାଇ: ପୂର୍ବତନ ମିସ୍ ୱାର୍ଲ୍ଡ ଏକ ପେଣ୍ଟିଂ ନିଲାମ ପାଇଁ ଏକ ନନ-ପ୍ରଫିଟ ଅରଗାନାଇଜେସନ ସହ ସହଯୋଗ କରି ଫ୍ରଣ୍ଟଲାଇନ କର୍ମଚାରୀଙ୍କ ପାଇଁ ପିପିଇ କିଟ୍ ପାଇଁ ପାଣ୍ଠି ସଂଗ୍ରହ କରିଥିଲେ ।

କୋଭିଡ-19 ମଧ୍ୟରେ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ସମର୍ଥନ କରିବାକୁ ଲକ୍ଷ୍ୟ ରଖି ମିସ୍ ୱାର୍ଲ୍ଡ ମାନୁଷୀ ଚିଲ୍ଲର ପିପିଇ କିଟ୍ କିଣିବା ପାଇଁ ପାଣ୍ଠି ସଂଗ୍ରହ ପାଇଁ ତାଙ୍କ ପେଣ୍ଟିଂ ନିଲାମ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ମାନୁଷୀ କହିଛନ୍ତି, ଆମର ଯତ୍ନ ନେଉଥିବା କୃଷକ, ଡାକ୍ତର, ଡ୍ରାଇଭର ଏବଂ ଆହୁରି ଅନେକ ହିରୋ ଅଛନ୍ତି, ଯେଉଁମାନେ ଦିନରାତି ଘରୁ ବାହାରେ ରହି କଠିନ ପରିଶ୍ରମ କରି ଆମର ସେବା କରୁଛନ୍ତି ।

ମୁଁ ଏହି ପେଣ୍ଟିଂ ମାଧ୍ୟମରେ ସ୍ମାଇଲ୍ ଫାଉଣ୍ଡେସନଙ୍କ ସମସ୍ତ କର୍ମୀଙ୍କୁ କୃତଜ୍ଞତା ଜଣାଉଛି । ସେମାନେ ଏହି ଅଜ୍ଞାତ ହିରୋମାନଙ୍କୁ ପିପିଇ କିଟ୍ ପ୍ରଦାନ କରି ସାହାଯ୍ୟ କରିବେ ।

ପ୍ରକାଶ ଥାଉ କି, ମାନୁଷୀ ୟଶ ରାଜ ଫିଲ୍ମସ୍ ପ୍ରୃଥିରାଜ ଡେବ୍ୟୁ କରିବାକୁ ଯାଉଛନ୍ତି । ଯେଉଁଠାରେ ସେ ଅଭିନେତା ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.