ETV Bharat / sitara

କ୍ବ୍ୟାରେଣ୍ଟାଇନରେ ଏଭଳି ସମୟ କାଟୁଛନ୍ତି ଆଲିଆ, ସେୟାର କଲେ ଫଟୋ - କ୍ବ୍ୟାରେଣ୍ଟାଇନରେ ଏଭଳି ସମୟ କାଟୁଛନ୍ତି ଆଲିଆ

ବର୍ତ୍ତମାନ କ୍ବ୍ୟାରେଣ୍ଟାଇନରେ ଅଛନ୍ତି ଆଲିଆ । ନିକଟରେ ସେ ନିଜର ଦୁଇଟି ସନ କିସଡ୍ ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି । ଅଧିକ ପଢନ୍ତୁ...

covid-19-alia-bhatt-shared-a-sun-kissed-selfie-on-social-media-goes-viral
କ୍ବ୍ୟାରେଣ୍ଟାଇନରେ ଏଭଳି ସମୟ କାଟୁଛନ୍ତି ଆଲିଆ, ସେୟାର କଲେ ଫଟୋ
author img

By

Published : Apr 11, 2021, 5:58 PM IST

ନୂଆଦିଲ୍ଲୀ: ବୟଫ୍ରେଣ୍ଡ ରଣବୀର କପୁରଙ୍କ ପରେ ଆଲିଆ ଭଟ୍ଟ ମଧ୍ୟ କୋରୋନା ସଂକ୍ରମିତ ହୋଇଥିଲେ । ଯାହା ପରେ ସେ କ୍ବ୍ୟାରେଣ୍ଟାଇନରେ ଅଛନ୍ତି ।

ବର୍ତ୍ତମାନ ଆଲିଆ ନିଜର ଦୁଇଟି ସନ କିସଡ୍ ଫଟୋ ପ୍ରଶଂସକଙ୍କ ସହ ସେୟାର କରିଛନ୍ତି, ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ସେୟାର ଫଟୋରେ ଆଲିଆ ବିନା ମେକଅପ୍ ରେ ବହୁତ ସୁନ୍ଦର ଦେଖାଯାଇଛନ୍ତି । ଫଟୋ ଗୁଡ଼ିକରେ ଆଲିଆ ଏକ ଧଳା ସ୍ଲିଭଲେସ୍ ଟପ୍ ପିନ୍ଧି ଖଟ ଉପରେ ବିଶ୍ରାମ ନେଉଥିବାର ନଜର ଆସିଛନ୍ତି ।

ଏହି ଫଟୋଗୁଡ଼ିକ ସେୟାର କରି କ୍ୟାପସନ୍ ରେ ଆଲିଆ ଲେଖିଛନ୍ତି, 'ଡ୍ରିମର କେବେ ଉଠନ୍ତି ନାହିଁ' ।

ପ୍ରକାଶ ଥାଉ ଯେ, ନିକଟରେ ଆଲିଆଙ୍କର ଚଳଚ୍ଚିତ୍ର ଗଙ୍ଗୁବାଇ କାଠିଆୱାଡିର ଟ୍ରେଲର ରିଲିଜ ହୋଇଥିଲା। ଯେଉଁଥିରେ ଆଲିଆଙ୍କ ଭୂମିକା ଏବଂ ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା । ଏହି ଚଳଚ୍ଚିତ୍ର ବ୍ୟତୀତ ଆଲିଆ ରାଜାମୌଲିଙ୍କ RRR, ଏବଂ ବ୍ରହ୍ମାସ୍ତ୍ରରେ ନଜର ଆସିବେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.