ETV Bharat / sitara

କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ସେଲିବ୍ରିଟି

author img

By

Published : Jan 17, 2022, 9:44 PM IST

କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ହୃଦଘାତରେ ଦେହାନ୍ତ ହୋଇଛି। ଏ ନେଇ ବଲିଉଡରେ ଶୋକର ଲହରୀ ଖେଳିଯାଇଛି। ସୋସିଆଲ ମିଡିଆ ଜରିଆରେ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ସେଲିବ୍ରିଟିମାନେ ଶୋକ ବ୍ୟକ୍ତ କରୁଛନ୍ତି। ଅଧିକ ପଢନ୍ତୁ

କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ସେଲିବ୍ରିଟି
କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କଲେ ସେଲିବ୍ରିଟି

ହାଇଦ୍ରାବାଦ: କଥକ ସମ୍ରାଟ ପଣ୍ଡିତ ବିରଜୁ ମହାରାଜଙ୍କ ହୃଦଘାତରେ ଦେହାନ୍ତ ହୋଇଛି । ପଦ୍ମଭୂଷଣ ପୁରସ୍କାର ପ୍ରାପ୍ତ ବିରଜୁ ମହାରାଜ ରବିବାର ବିଳମ୍ବିତ ରାତିରେ ଦିଲ୍ଲୀରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ବଲିଉଡରେ ଶୋକର ଲହରି ଖେଳିଯାଇଛି। ସୋସିଆଲ ମିଡିଆ ଜରିଆରେ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ସେଲିବ୍ରିଟିମାନେ ଶୋକ ବ୍ୟକ୍ତ କରୁଛନ୍ତି। କରୀନା କପୁର ଖାନ ଏବଂ ହେମା ମାଲିନୀଙ୍କ ପରି ବଲିଉଡର ଅନେକ ଲୋକପ୍ରିୟ ସେଲିବ୍ରିଟି ସୋସିଆଲ ମିଡିଆ ଆକାଉଣ୍ଟରୁ ପ୍ରସିଦ୍ଧ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି।

ବଲିଉଡ ଅଭିନେତ୍ରୀ କରୀନା କପୁର ତାଙ୍କ ଇନଷ୍ଟାଗ୍ରାମରେ କଥକ ମହାନାୟକଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରିଛନ୍ତି। ପଣ୍ଡିତ ଜୀଙ୍କର ଏକ ଫଟୋ ସେୟାର କରି ସେ ଲେଖିଛନ୍ତି, 'Rest in Peace'।

  • The nation mourns the passing of a true legend, Shri Birju Maharaj,Kathak exponent par excellence. His ghungroos were on his ankles till he breathed his last.I always admired and respected him as a giant of the medium of Kathak & will miss his presence on the firmament of dance🙏 pic.twitter.com/Wz0VLGDQPW

    — Hema Malini (@dreamgirlhema) January 17, 2022 " class="align-text-top noRightClick twitterSection" data=" ">

ଭେଟେରାନ ଅଭିନେତ୍ରୀ ହେମା ମାଲିନୀ ମଧ୍ୟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ବିରଜୁ ମହାରାଜଙ୍କ ଆକସ୍ମିକ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି। 'ଡ୍ରିମ୍ ଗାର୍ଲ' ଲେଖିଛନ୍ତି, ପ୍ରକୃତ କିମ୍ବଦନ୍ତୀ ବିରଜୁ ମହାରାଜଙ୍କ ଦେହାନ୍ତରେ ଶୋକ ବ୍ୟକ୍ତ କରୁଛି। ମୁଁ ସର୍ବଦା ତାଙ୍କର ପ୍ରଶଂସା କରେ ଏବଂ ସମ୍ମାନ କରେ।

ଭେଟେରାନ ଚଳଚ୍ଚିତ୍ର ନିର୍ମାତା ସୁଭାଷ ଘାଇ ପଣ୍ଡିତ ବିରଜୁ ମହାରାଜଙ୍କୁ ବ୍ୟକ୍ତିଗତ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପୁରୁଣା ଦିନକୁ ମନେ ପକାଇ ସୁଭାଷ ଘାଇ ଲେଖିଛନ୍ତି, ମହାରାଜ ଜୀ କଲେଜ ଫେଷ୍ଟିଭାଲ୍ ଆୟୋଜନ କରି ନୃତ୍ୟ ପ୍ରଦର୍ଶନ କରୁଥିଲେ। ଭଗବାନ କୃଷ୍ଣ ଏବଂ ରାଧାଙ୍କ ସହ ଆଖି ଆଖିରେ କେମିତି କଥା ହେଉଥିଲେ, ତାହା ବଖାଣିଛନ୍ତି।

  • Sad to know about the demise of kathak legend & vocalist Padma Vibhushan Pandit #birjumaharaj ji after suffering a heart attack in Delhi.
    Its an end of an era .
    My heartfelt condolences to his family & near ones .
    ॐ शान्ति !
    🙏 pic.twitter.com/4DJrPmXSaC

    — Ashoke Pandit (@ashokepandit) January 17, 2022 " class="align-text-top noRightClick twitterSection" data=" ">
  • My first learning from kathak dance maestro was in my college youth festival when he expressed a romantic conversation between lord krishna n radha thru his two eyes talking. I learnt ‘DANCE means body but soul is in eyes.
    That’s y he was a Jagat guru in kathak💃🏽
    RIP BIRJU SIR🙏🏽 pic.twitter.com/yeWT5Fv23v

    — Subhash Ghai (@SubhashGhai1) January 17, 2022 " class="align-text-top noRightClick twitterSection" data=" ">

ଗାୟକ ଅଦନାନ ସାମି କହିଛନ୍ତି କିମ୍ବଦନ୍ତୀ କଥକ ନୃତ୍ୟଶିଳ୍ପୀ ପଣ୍ଡିତ ବିରଜୁ ମହାରାଜ ଦେହାନ୍ତ ଖବର ଜାଣି ମୁଁ ଦୁଃଖିତ । କଳା କ୍ଷେତ୍ରରେ ଆମେ ଏକ ଅନୁଷ୍ଠାନ ହରାଇଛୁ । ସେ ତାଙ୍କ ପ୍ରତିଭା ମାଧ୍ୟମରେ ଅନେକ ପିଢି ପାଇଁ ପ୍ରେରଣା ବୋଲି ଟ୍ବିଟ କରି କହିଛନ୍ତି ଅଦନାନ ।

  • Extremely saddened by the news about the passing away of Legendary Kathak Dancer- Pandit Birju Maharaj ji.
    We have lost an unparalleled institution in the field of the performing arts. He has influenced many generations through his genius.
    May he rest in peace.🙏🖤#BirjuMaharaj pic.twitter.com/YpJZEeuFjH

    — Adnan Sami (@AdnanSamiLive) January 16, 2022 " class="align-text-top noRightClick twitterSection" data=" ">

ସେହପରି ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ କହିଛନ୍ତି କିମ୍ବଦନ୍ତୀ କଥକ ନୃତ୍ୟଶିଳ୍ପୀ ବିରଜୁ ମହାରାଜାଙ୍କ ଦେହାନ୍ତ ଖବର ଶୁଣି ମୁଁ ଦୁଃଖିତ । ଆମେ ଜଣେ ଜୁଏଲଙ୍କୁ ହରାଇଛୁ । ତାଙ୍କ ଦେହାନ୍ତ ଏକ ଯୁଗର ସମାପ୍ତି ବୋଲି ଟ୍ବିଟ କରି କହିଛନ୍ତି ଅଶୋକ ପଣ୍ଡିତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.