ମୁମ୍ବାଇ: ଭାରତୀୟ ସିନେମାର ପ୍ରଥମ ସୁପରଷ୍ଟାର ରାଜେଶ ଖାନ୍ନାଙ୍କ ଆଜି ପୁଣ୍ୟତିଥି। ସେ ନିଜ ବଲିଉଡ କ୍ୟାରିୟରରେ 180ରୁ ଅଧିକ ଫିଲ୍ମରେ ଶାନଦାର ଅଭିନୟ କରି ଦର୍ଶକଙ୍କ ମନ କିଣିଥିଲେ। 1966ରେ ଆସିଥିବା ଫିଲ୍ମ ‘ଆଖିରୀ ଖତ’ ଜରିଆରେ ବଲିଉଡରେ ପଦାର୍ପଣ କରିଥିଲେ। ଯାହାପରଠୁ ତାଙ୍କ ସୁପରଷ୍ଟାର ସାଜିବା ଯାତ୍ରା ଆରମ୍ଭ ହୋଇଯାଇଥିଲା । ତାଙ୍କ ଫିଲ୍ମର ଗୀତ ସହ ଡାଇଲଗ ମଧ୍ୟ ସୁପରହିଟ୍ ହେଉଥିଲା । ତେବେ ଆସନ୍ତୁ ନଜର ପକାଇବା ତାଙ୍କର କିଛି ଫେମସ ଡାଇଲଗ ଉପରେ...
ଫିଲ୍ମ ଆନନ୍ଦ- ‘ବାବୁ ମୋଶାୟ, ଜିନ୍ଦେଙ୍ଗୀ ବଡି ହୋନି ଚାହିଏ ଲମ୍ବୀ ନେହିଁ’...
ଫିଲ୍ମ ଅମର ପ୍ରେମ- ‘ମେଁନେ ତୁମସେ କିତନି ବାର କହା ପୁଷ୍ପା ମଝେ ୟେ ଆଂସୁ ନେହି ଦେଖେ ଜାତେ, ଆଇ ହେଟ ଟିୟର୍ସ।’
ଫିଲ୍ମ ଅରାଧନା- ‘ଏକ ଛୋଟା ସା ଜଖ୍ମ ବହୁତ ଗହରା ଦାଗ ବନ ସକତା ହେ।’
ଫିଲ୍ମ ସଫର- ‘ମେଁ ମରନେ ସେ ପହଲେ ମରନା ନେହିଁ ଚାହତା।’ ‘ୟେ ତୋ ମେଁ ହି ଜାନତା ହୁଁ କି ଜିନ୍ଦେଙ୍ଗୀ କେ ଆଖିରୀ ମୋଡ ପର କିତନା ଅନ୍ଧେରା ହେ।’
ଫିଲ୍ମ ଅବତାର- ‘ସେଠ ଜିସେ ତୁମ ଖରୀଦନେ ଚଲେ ହୋ ଉସକେ ଚେହରେ ପର ଲିଖା ହେ ନଟ ଫର ସେଲ ।’
ଫିଲ୍ମ ବାବର୍ଚି- ‘କିସି ବଡି ଖୁସି କେ ଇନ୍ତଜାର ମେଁ ହମ ୟେ ଛୋଟି-ଛୋଟି ଖୁସିୟୋଂ କେ ମୌକେ ଖୋ ଦେତେ ହେ।’
ଫିଲ୍ମ ନମକ ହରାମ- ‘ମେଁନେ ତେରା ନମକ ଖାୟା ହେ ଇସଲିଏ ତେରୀ ନଜରୋଁ ମେଁ ନମକ ହରାମ ଜରୁର ହୁଁ।’
ପ୍ରକାଶ ଥାଉକି ଏପରି ଡାଇଲଗ କହି ରାଜେଶ ଲକ୍ଷ ଲକ୍ଷ ଦର୍ଶକଙ୍କୁ ଦିୱାନା କରିଥିଲେ । ଖାଲି ଏତିକି ନୁହେଁ ତାଙ୍କ ପାଇଁ ଅନେକ ଫିମେଲ ଫ୍ୟାନ୍ସ ଦିୱାନୀ ଥିଲେ । ଯାହା ପାଇଁ ସେ ବଲିଉଡର ପ୍ରଥମ ସୁପରଷ୍ଟାର ସାଜିଥିଲେ ।