ETV Bharat / sitara

ଓସ୍କାର ଗଳିରେ ‘ଗଲିବୟ’, ଛୁଟୁଛି ଶୁଭେଚ୍ଛା

author img

By

Published : Sep 22, 2019, 2:17 PM IST

92ତମ ଓସ୍କାର ପାଇଁ ନୋମିନେଟେଡ ହୋଇଛି ଫିଲ୍ମ ‘ଗଲିବୟ’ । ଫିଲ୍ମର ସଫଳତାକୁ ନେଇ ଶୁଭେଚ୍ଛା ଜଣାଇଛି ବି-ଟାଉନ ।

ଫଟୋ ସୌଜନ୍ୟ: ଏଏନଆଇ

ହାଇଦ୍ରାବାଦ: ରଣଭୀର ସିଂହ ଓ ଆଲିଆ ଭଟ୍ଟ ଅଭିନୀତ ଫିଲ୍ମ ‘ଗଲିବୟ’କୁ 92ତମ ଓସ୍କାର ପାଇଁ ମନୋନିତ କରାଯାଇଛି । ଫିଲ୍ମର ଏହି ସଫଳତାକୁ ନେଇ ଖୁସି ବଲିଉଡ । ନିର୍ଦ୍ଦେଶକ କରନ ଜୋହର ‘ଗଲିବୟ’ର ସଫଳତା ପାଇଁ ଜୋୟା ଅଖତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

bollywood stars pours in wishes
ଫଟୋ ସୌଜନ୍ୟ: ଏଏନଆଇ

ଅଭିନେତା ଅନିଲ କପୁର ମଧ୍ୟ ଗଲିବୟଟିମକୁ ଧନ୍ୟବାଦ ଜଣାଇଛନ୍ତି । ଅଭିନେତ୍ରୀ ଦିୟା ମିର୍ଜା ବେଶ ଉତ୍ସାହର ସହ ଇନଷ୍ଟାଗ୍ରାମରେ ଗଲିବଏକୁ ଅଭିନନ୍ଦନ ଜଣାଇଥିଲେ ।

bollywood stars pours in wishes
ଫଟୋ ସୌଜନ୍ୟ: ଏଏନଆଇ

ସ୍ବରା ଭାସ୍କର ମଧ୍ୟ ଟ୍ବିଟ କରି ଅଭିନନ୍ଦନ ଜଣାଇଥିଲେ । ଅନ୍ୟଜଣେ ଫିଲ୍ମ ନିର୍ମାତା ଶଶାଙ୍କ ଖଇତାନ ଗଲିବଏକୁ ଶୁଭେଚ୍ଛା ଜଣାଇଛନ୍ତି । ଫିଲ୍ମରେ କାଲକି କୋଚଲିନ, ସିଦ୍ଧାର୍ଥ ଚର୍ତୁବେଦୀ, ବିଜୟ ରାଜଙ୍କୁ ମଧ୍ୟ ଦେଖିବାକୁ ମିଳିଥିଲା ।

bollywood stars pours in wishes
ଫଟୋ ସୌଜନ୍ୟ: ଏଏନଆଇ

ଫିଲ୍ମଟି ଜଣେ ରାପରର କାହାଣୀ । ଫିଲ୍ମଟି ମଧ୍ୟ ଶ୍ରେଷ୍ଠ ଏସିଆନ ଫିଲ୍ମ, ମେଲବର୍ଣ୍ଣରେ ଶ୍ରେଷ୍ଠ ଭାରତୀୟ ଫିଲ୍ମ ଭାବରେ ସମ୍ମାନିତ ହୋଇସାରିଛି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.