ETV Bharat / sitara

ସ୍ବଚ୍ଛ ଭାରତ ଅଭିଯାନରେ ବଲିଉଡ ସିତାରା

author img

By

Published : Jul 21, 2019, 8:26 PM IST

ମୁ୍ମ୍ବାଇର ଦାଦରଠାରେ ଥିବା ସମୁଦ୍ରକୂଳକୁ ସଫା କରିଛନ୍ତି ବଲିଉଡ ଷ୍ଟାର । ଇଶା ଗୁପ୍ତାଙ୍କ ସହ ନଭେଲି ଦେଶମୁଖ ଓ ସୁଶାନ୍ତ ସିଂହ ହୋଇଛନ୍ତି ସାମିଲ୍ ।

ଡିଜାଇନ ଫଟୋ

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା ଓ 2015 ମିସ୍ ୟୁନିଭର୍ସର ରନର୍ସ ଅପ ନଭେଲି ଦେଶମୁଖ ନିକଟରେ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇଛନ୍ତି । ତାଙ୍କ ସାମିଲ ହୋଇଥିଲେ ସାବଧାନ ଇଣ୍ଡିଆର ହୋଷ୍ଟ ସୁଶାନ୍ତ ସିଂହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହୋଇ ଦାଦରା ସମୁଦ୍ରକୂଳ ସଫା କରିଛନ୍ତି ସେଲିବ୍ରିଟି ।

Dadra Beach
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/navelideshmukh

ଇଶା ଗୁପ୍ତାଙ୍କୁ ଏହା ପୂର୍ବରୁ ବାନ୍ଦ୍ରାରେ କିଛି ଯୁବପିଢିଙ୍କ ସହ ମିଶି ସ୍ବଚ୍ଛ ଭାରତ ଅଭିଯାନରେ ସାମିଲ ହେବାର ଦେଖିବାକୁ ମିଳିଥିଲା । ଖୁବ ଶୀଘ୍ର ଇଶାଙ୍କ ଫିଲ୍ମ ‘ୱାନ ଡେ ଜଷ୍ଟିସ ଡେଲିଭର’ରେ ନଜର ଆସିବେ । ଇଶାଙ୍କୁ ଏଥିରେ ପୋଲିସ ଅଫିସର ଭୁମିକାରେ ନଜର ଆସିବେ । ଅନ୍ୟପକ୍ଷେ ନଭେଲି ମହାରାଷ୍ଟ୍ର ସରକାରଙ୍କ ନ୍ୟାସନାଲ ସର୍ଭିସ ସ୍କିମର ବ୍ରାଣ୍ଡ ଆମ୍ବାସଡର ।

Dadra Beach
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/navelideshmukh

ତେବେ ବଲିଉଡ ସିତାରାଙ୍କ ଏଭଳି ସଫେଇ ଅଭିଯାନ ଦେଖି ସୋସିଆଲ ମିଡିଆ ୟୁଜର୍ସ କାଫି ତାରିଫ କରିବା ସହ ଏହାକୁ ପସନ୍ଦ ମଧ୍ୟ କରିଛନ୍ତି ।

Intro:Body:

ROJALIN

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.