ETV Bharat / sitara

ପୁଣି ବୋନିଙ୍କୁ ମନେ ପଡିଲା ଶ୍ରୀଦେବୀଙ୍କ କଥା

author img

By

Published : Jul 9, 2020, 8:42 PM IST

ଶ୍ରୀଦେବୀଙ୍କ ଶେଷ ଫିଲ୍ମ ‘ମମ’ ରିଲିଜକୁ ତିନି ବର୍ଷ ପୂରଣ ହୋଇଛି । ଯାହାକୁ ନେଇ ଭାବବିହ୍ବଳ ପୋଷ୍ଟ ଲେଖିଛନ୍ତି ବୋନି କପୁର...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବୋନି କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ବୋନି କପୁର

ମୁମ୍ବାଇ: ବଲିଉଡର ପ୍ରଥମ ସ୍ବର୍ଗୀୟ ଲେଡି ସୁପରଷ୍ଟାର ଶ୍ରୀଦେବୀ ସେହି ଅଭିନେତ୍ରୀଙ୍କ ମଧ୍ୟରୁ ଅନ୍ୟତମ ଯିଏ ନିଜ ଶାନଦାର ଅଭିନୟ ପାଇଁ ଜଣାଯାଆନ୍ତି । ସେ କେବଳ ବଲିଉଡରେ ନୁହେଁ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ମଧ୍ୟ ନିଜ ଜଲୱା ଦେଖାଇଥିଲେ । ଇତିମଧ୍ୟରେ ତାଙ୍କ ସ୍ବାମୀ ତଥା ଫେମସ ନିର୍ମାତା ବୋନି କପୁର ତାଙ୍କୁ ମନେ ପକାଇ ଭାବୁକ ହୋଇଯାଇଛନ୍ତି ।

ଶ୍ରୀଦେବୀଙ୍କ ଶେଷ ଫିଲ୍ମ ‘ମମ’ ଥିଲା । ଯାହାର ରିଲିଜକୁ ତିନି ବର୍ଷ ପୂରଣ ହୋଇଛି । ଫିଲ୍ମ ‘ମମ’ ଜୁଲାଇ 7 2017ରେ ରିଲିଜ ହୋଇଥିଲା । ତିନି ବର୍ଷ ପୂରଣ ଅବସରରେ ବୋନି ପତ୍ନୀଙ୍କ ସହ ଫିଲ୍ମରେ ଅଭିନୟ କରିଥିବା ସବୁ ଷ୍ଟାର୍ସଙ୍କୁ ମନେ ପକାଇଛନ୍ତି ।

ସେ ଫିଲ୍ମର ଏକ ପୋଷ୍ଟର ସେୟାର କରି ଲେଖିଛନ୍ତି, ‘କେମିତ ସମୟ ବିତିଯାଉଛି, ତିନ ବର୍ଷ ପୂର୍ବେ ଫିଲ୍ମ ମମ ରିଲିଜ ହୋଇଥିଲା । ସବୁବେଳେ ଶ୍ରୀଦେବୀଙ୍କ ସହ ଅନ୍ୟ କଳାକାରଙ୍କୁ ରାଷ୍ଟ୍ରୀୟ ପୁରସ୍କାର ବିଜେତା ଏବଂ ଶାନଦାର ପରଫର୍ମନ୍ସ ପାଇଁ ମନେ ପକାଯିବ ।’ ଏହି ଟ୍ବିଟ ଅନ୍ୟ କଳାକାରଙ୍କୁ ଟ୍ୟାଗ କରିଛନ୍ତି ବୋନି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.