ETV Bharat / sitara

ସୋନମଙ୍କୁ ମନେ ପଡିଲା ଆନନ୍ଦଙ୍କ ପ୍ରପୋଜ ଦିନ

author img

By

Published : Feb 2, 2021, 10:57 AM IST

ସ୍ବାମୀ ଆନନ୍ଦଙ୍କ ସହ ପୁରୁଣା ଫଟୋ ସେୟାର କରି ମଜାଦାର କଥାର ଖୁଲାସା କଲେ ସୋନମ । ଜଣାଇଲେ କିପରି ଆନନ୍ଦ ତାଙ୍କୁ କରିଥିଲେ ପ୍ରପୋଜ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନମ କପୁର

ମୁମ୍ବାଇ: 2018ରେ ଫେମସ ବିଜନେସମ୍ୟାନ ଆନନ୍ଦ ଆହୁଜାଙ୍କୁ ବିବାହ କରିଥିଲେ ବି-ଟାଉନର ଡିଭା ସୋନମ କପୁର । ବିବାହ ପରଠୁ ଏହି କପଲ ଚର୍ଚ୍ଚାରେ ରହିଆସୁଛନ୍ତି । ସେପଟେ ସୋସିଆଲ ମିଡିଆରେ ସୋନମ ପ୍ରାୟତଃ ଆନନ୍ଦଙ୍କ ସହ ନିଜର ରୋମାଣ୍ଟିକ ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଖୁସ୍ କରିଦଅନ୍ତି । ଇତିମଧ୍ୟରେ ସେ ସମସ୍ତଙ୍କୁ ଜଣାଇଛନ୍ତି କେମିତି ଆଉ କେଉଁଠାରେ ଆନନ୍ଦ ତାଙ୍କୁ ପ୍ରପୋଜ କରିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ।

କଥାଟି ହେଲା ଯେ ସୋନମ ଇନଷ୍ଟାଗ୍ରାମରେ ଆନନ୍ଦଙ୍କ ସହ ନିଜର ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଜଣାଇଛନ୍ତି ତାଙ୍କର ଏହି ଫଟୋ ସେହି ସମୟର ଯେବେ ତାଙ୍କୁ ପ୍ରପୋଜ କରିଥିଲେ ଆନନ୍ଦ। ସେହିପରି ଫଟୋର କ୍ୟାପସନରେ ସେ ଲେଖିଛନ୍ତି, ‘ଏକ ସୁନ୍ଦର ଯାତ୍ରାର ଥ୍ରୋବ୍ୟାକ ଫଟୋ । ଯେବେ ମୋ ସ୍ବାମୀ ମତେ ପ୍ରପୋଜ କରିଥିଲେ ।’

ପ୍ରକାଶ ଥାଉକି 2017ରେ ଦୁଇଜଣଙ୍କ ଲଭ ଷ୍ଟୋରି ଆରମ୍ଭ ହୋଇଥିଲା । ନ୍ୟୁୟର୍କରେ ସୋନମଙ୍କୁ ପ୍ରପୋଜ କରିଥିଲେ ଆନନ୍ଦ । ଦେଖନ୍ତୁ ଫଟୋ...

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.