ETV Bharat / sitara

ସୁରତ ଅଗ୍ନିକାଣ୍ଡ: ଶୋକ ପ୍ରକାଶ କଲେ ବି-ଟାଉନ ସେଲିବ୍ରିଟି

ସୁରତ ଅଗ୍ନିକାଣ୍ଡ ପରେ ଶୋକ ପ୍ରକାଶ କରିଛି ବଲିଉଡ । ବଲଉଡର ଅନେକ ସେଲିବ୍ରିଟି ନିଜ ଟ୍ବିଟର ହାଣ୍ଡେଲରେ ମୃତକଙ୍କ ପାଇଁ ଶୋକ ପ୍ରକାଶ କରିଛନ୍ତି ।

author img

By

Published : May 25, 2019, 11:41 AM IST

Updated : May 25, 2019, 12:28 PM IST

ଫଟୋ ସୌଜନ୍ୟ: ଏ ଏନ ଆଇ

ହାଇଦ୍ରାବାଦ: ଗୁଜୁରାଟ ସୁରତର ତକ୍ଷଶୀଳା କମ୍ପ୍ଲେକ୍ସରେ ଶୁକ୍ରବାର ନିଆଁ ଲାଗି 20ଜଣ ଛାତ୍ରଙ୍କ ଜୀବନ ଦୀପ ଲିଭିଯାଇଛି । କେହିକିଛି ଭାବିବା ପୂର୍ବରୁ ଘଟି ଯାଇଛି ଏପରି ଅଘଟଣ । ଏନେଇ ସାରା ଦେଶ ଶୋକ ପ୍ରକାଶ କରିଥିବା ବେଳେ ଅନେକ ବଲିଉଡ ସେଲବ୍ରିଟି ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

ଅଭିନେତ୍ରୀ ଭୂମି ପେଡନେକର ନିଜ ଟ୍ବିଟର ହାଣ୍ଡେଲରେ ମୃତକଙ୍କ ପରିବାରକୁ ଆଶ୍ବସନା ଦେଇଛନ୍ତି । ଏହାସହ ସିକ୍ୟୁରିଟି ଓ ନିରାପଦକୁ ନେଇ ଅଧିକ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଭୁମି । ଅନ୍ୟପକ୍ଷେ ବିଗ ବି ଅମିତାଭ ବଚ୍ଚନ ମଧ୍ୟ ଶୋକ ପ୍ରକାଶ କରିଛନ୍ତି ।

bhumi pednekar
ଫଟୋ ସୌଜନ୍ୟ: ଏ ଏନ ଆଇ

ଏହାଛଡା ଶ୍ରଦ୍ଧା କପୁର, ସୋନୁ ସୁଦ, ସଂଗ୍ରାମ ସିଂହ ଆଦି କଳାକାର ମଧ୍ୟ ଟ୍ବିଟରରେ ଶୋକ ପ୍ରକାଶ କରିବା ସହ ଆହାତମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

condolences

Intro:Body:Conclusion:
Last Updated : May 25, 2019, 12:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.