ETV Bharat / sitara

ଦୀପାବଳିରେ ସୁଶାନ୍ତଙ୍କ ପାଇଁ ଦୀପ ଜାଳିବାକୁ ଶେଖରଙ୍କ ଅନୁରୋଧ - ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଟ୍ବିଟ କଲେ ଶେଖର ସୁମନ

ଭାଇରାଲ ହେଲା ଶେଖରଙ୍କ ଦୁଇଟି ଟ୍ବିଟ । ପୁଣିଥରେ ସୁଶାନ୍ତଙ୍କ ପାଇଁ ଫ୍ୟାନ୍ସଙ୍କୁ ଖାସ୍ ଅପିଲ କରିଛନ୍ତି ସେ । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
ଫଟୋ ସୌଜନ୍ୟ: ଇଟିଭି ଭାରତ, ବ୍ୟୁରୋ
author img

By

Published : Nov 10, 2020, 9:23 AM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରଠୁ ସବୁବେଳେ ତାଙ୍କ ପାଇଁ ସୋସିଆଲ ମିଡିଆରେ ନ୍ୟାୟ ଦାବି କରିଆସୁଥିବା ଅଭିନେତା ଶେଖର ସୁମନ ପୁଣିଥରେ ଚର୍ଚ୍ଚାରେ । ଏଥର ଦୀପାବଳୀ ସେ ସୁଶାନ୍ତଙ୍କ ପାଇଁ ପାଳିବାକୁ ଚାହୁଁଛନ୍ତି । ଏଥି ନିମନ୍ତେ ସେ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଖାସ୍ ଅପିଲ କରିଛନ୍ତି ।

ଆଜ୍ଞା ହଁ, ସୋମବାର ଟ୍ବିଟ କରି ସେ ଲେଖିଛନ୍ତି, ‘ଆସନ୍ତା 14 ତାରିଖରେ ପାଳନ କରାଯିବ ଦୀପାବଳି । ଯାହାକି ଉଜ୍ଜଳ ଏବଂ ଶୁଭ ଅଟେ । ଏହାସହ 14 ତାରିଖ ଆମ ପାଇଁ ବ୍ଲାକ ଡେଟ୍ ଭଳି । କାରଣ ଆମେ ଛଅ ମାସ ପୂର୍ବେ 14 ଜୁନରେ ଏସଏସଆରଙ୍କୁ ହରାଇଥିଲୁ । କି ବିଡମ୍ବନା । ତେଣୁ ତାଙ୍କ ସ୍ମୃତିରେ ଦୟା କରି ଦୀପ ଜାଳି ପ୍ରାର୍ଥନା କରନ୍ତୁ ଯେ ତାଙ୍କ ଆତ୍ମା ​​ଯେଉଁଠାରେ ବି ରହୁ ଚିରଦିନ ପାଇଁ ଉଜ୍ଜଳ ରହୁ । ନ୍ୟାୟ ପାଇଁ ରାସ୍ତା କଠିନ କିନ୍ତୁ ଆମେ ପ୍ରାର୍ଥନା କରିପାରିବା ।’

  • 14th is Diwali which is bright n auspicious.14th is also a black date bcoz we lost SSR on the14th,six months ago.What a paradox!So plz light diyas in his memory n pray that his soul shines wherever it is n forever
    The path to justice is tough but we can pray.

    — Shekhar Suman (@shekharsuman7) November 9, 2020 " class="align-text-top noRightClick twitterSection" data=" ">

ସେହିପରି ଦ୍ବିତୀୟ ଟ୍ବିଟରେ ଲେଖିଛନ୍ତି, ‘ଦୁର୍ଭାଗ୍ୟବଶତଃ କେହି ଚାଲିଗଲେ କାହାରି ଜୀବନ ତାଙ୍କ ପାଇଁ ରହିଯାଏ ନାହିଁ । ହେଲେ ଆତ୍ମାରୁ ନ୍ୟାୟ ପାଇଁ ଲଢିବା ପ୍ରକ୍ରିୟା ସବୁବେଳେ ଚାଲିବା ଦରକାର । କାହିଁକି ସିବିଆଇ ଏପର୍ଯ୍ୟନ୍ତ କୌଣସି ସୂଚନା କିମ୍ବା ସିଦ୍ଧାନ୍ତ ଦେଇନାହିଁ । ଯାହା ଏକ ବଡ ରହସ୍ୟ ପରି ଲାଗୁଛି । ଏଠାରେ ଅନେକ ପ୍ରଶ୍ନର ଉତ୍ତର ମିଳିବ ନାହିଁ ।’

  • Unfortunately kisi ke jaane se kisi ki zindagi nahin rukti.lekin ek androoni ladai nyay ke liye chalti rehni chahiye.
    Why has the CBI still not come up with any inference or conclusion is a big mystery.There r many questions dat will 4ever remain unanswered.

ପ୍ରକାଶ ଥାଉକି ପୂର୍ବରୁ ମଧ୍ୟ ଅନେକ ଥର ସୁଶାନ୍ତଙ୍କୁ ନ୍ୟାୟ ଦେବାକୁ ଦାବି କରିସାରିଛନ୍ତି ଶେଖର । ତାଙ୍କ ମୃତ୍ୟୁ ପରେ ପାଟନା ଯାଇ ପୁରା ପରିବାର ସହ ମଧ୍ୟ ସାକ୍ଷାତ କରିଥିଲେ ସେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.