ETV Bharat / sitara

ବର୍ଥଡେ ସ୍ପେଶାଲ: ଶ୍ରେୟାଙ୍କ କିଛି ଏମିତି ଗୀତ ହୃଦୟ ସହ ଜିତିଛି ଅନେକ ଆୱାର୍ଡ୍ସ - ସୁପରିହଟ୍ ଫିଲ୍ମ ‘ଦେବଦାସ’

ବଲିଉଡର ପପୁଲାର ସିଙ୍ଗର ଶ୍ରେୟା ଘୋଷାଲଙ୍କ ଆଜି 36ତମ ଜନ୍ମଦିନ। 1984 ମାର୍ଚ୍ଚ 12ରେ ଜନ୍ମିତ ଶ୍ରେୟା ବହୁତ କମ ବୟସରେ ସଫଳ ହାସିଲ କରିନେଇଥିଲେ। ଆଜି ନିଜ ଶାନଦାର କଣ୍ଠ ଜରିଆରେ ସେ ବଲିଉଡର ଟପ ଗାୟିକା।

shreya ghoshal
ଡିଜାଇନ ଫଟୋ
author img

By

Published : Mar 12, 2020, 5:44 PM IST

ମୁମ୍ବାଇ: ଶ୍ରେୟା ଘୋଷାଲ ବଲିଉଡର ଲୋକପ୍ରିୟ ଗାୟିକା । ସେ ନିଜ ଶାନଦାର ଗୀତ ପାଇଁ ଚାରିଥର ନ୍ୟାସନାଲ ଆୱାର୍ଡ ନିଜ ନାମରେ କରିସାରିଲେଣି। ସିଙ୍ଗିଂ ରିୟାଲିଟି ଶୋରୁ ଚର୍ଚ୍ଚିତ ହୋଇଥିବା ଶ୍ରେୟାଙ୍କ ଆଜି 36ତମ ଜନ୍ମଦିନ। ପଶ୍ଚିମ ବଙ୍ଗର ଶ୍ରେୟା ସାରେଗାମାପା ମ୍ୟୁଜିକ ରିୟାଲିଟି ଶୋ ଜିତିଥିଲେ। ଆଉ ଏହାପରେ ସେ ପଛକୁ ବୁଲି କେବେ ଦେଖିନାହାଁନ୍ତି । ସେ ଆଜି ବଲିଉଡର ଫେମସ ପ୍ଲେବ୍ୟାକ ଗାୟିକା ସାଜିଛନ୍ତି। ସେ ନିଜ ବଲିଉଡ କ୍ୟାରିୟରରେ ପ୍ରଥମ ଗୀତ ସୁପରିହଟ୍ ଫିଲ୍ମ ‘ଦେବଦାସ’ର ଫେମସ ଗୀତ ‘ଡୋଲା ରେ ଡୋଲା’ ଗାଇଥିଲେ। ଏହି ଗୀତ ପାଇଁ ତାଙ୍କୁ ପୁରସ୍କାର ମଧ୍ୟ ମିଳିଥିଲା । ଏପରି ସେ ଅନେକ ଶାନଦାର ଗୀତ ଗାଇସାରିଛନ୍ତି। ତେବେ ତାଙ୍କ ଜନ୍ମଦିନ ଅବସରରେ ନଜର ପକାଇବା ତାଙ୍କ 10ଟି ଶାନଦାର ଗୀତ ଉପରେ...

  • " class="align-text-top noRightClick twitterSection" data="">

2002ରେ ଶ୍ରେୟାଙ୍କୁ ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ଫିଲ୍ମ ‘ଦେବଦାସ’ରେ ଗୀତ ଗାଇବାର ସୁଯୋଗ ମିଳିଥିଲା। ଫିଲ୍ମର ରୋମାଣ୍ଟିକ ଗୀତ ‘ବୈରୀ ପିୟା’, ‘ଛଲକ-ଛଲକ’, ‘ଡୋଲା ରେ’, ‘ସିଲସିଲା ୟେ ଚାହତ କା’ ଓ ‘ମେରେ ପିୟା’ ଗୀତ ଗାଇ ସମସ୍ତଙ୍କୁ ମୋହିତ କରିଥିଲେ ସେ। ‘ବୈରୀ ପିୟା’ ପାଇଁ ତାଙ୍କୁ ଅନେକ ପୁରସ୍କାର ସହ ସର୍ବଶ୍ରେଷ୍ଠ ଗାୟିକା ପାଇଁ ନ୍ୟାସନାଲ ଆୱାର୍ଡ ମଧ୍ୟ ମିଳିଥିଲା।

ଫିଲ୍ମ ‘ଦେବଦାସ’ର ଫେମସ ଗୀତ ‘ଡୋଲା ରେ ଡୋଲ’କୁ ଆଜି ମଧ୍ୟ ଦର୍ଶକଙ୍କ ପସନ୍ଦୀୟ ଗୀତ ମଧ୍ୟରୁ ଅନ୍ୟତମ। ଗୀତରେ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ ଐଶ୍ଚର୍ଯ୍ୟା ରାୟ ବଚ୍ଚନ ଜବରଦସ୍ତ ଡାନ୍ସ ସମସ୍ତଙ୍କ ମନ କିଣିଥିଲା। ଶ୍ରେୟାଙ୍କ କଣ୍ଠର ଯାଦୁ ମଧ୍ୟ ସମସ୍ତଙ୍କୁ ଉପରେ ପଡିଥିଲା। ବିଶିଷ୍ଟ ଗାୟିକା କବିତା କ୍ରଷ୍ଣମୂର୍ତ୍ତିଙ୍କ ସହ ଗାଇଥିବା ଏହି ଗୀତ ପାଇଁ 2003ରେ ଫିଲ୍ମଫେୟାରରେ ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ ତାଙ୍କୁ ମିଳିଥିଲା। ଏହାସହ ଆଇଫା ଆୱାର୍ଡ, ଜି ସିନେ ଆୱାର୍ଡ୍ସରେ ସର୍ବଶ୍ରେଷ୍ଠ ଗାୟିକା ପୁରସ୍କାର ସେ ଜିତିଥିଲେ।

2004ରେ ଆସିଥିବା ଜନ ଅବ୍ରାହମ ଓ ବିପାଶା ବାସୁଙ୍କ ଅଭିନୀତ ଫିଲ୍ମ ‘ଜିସ୍ମ’ରେ ଶ୍ରେୟା ‘ଯାଦୁ ହେ ନଶା’ ହେରେ କଣ୍ଠ ଦାନ କରିଥିଲେ। ଏହି ଗୀତରେ ଶ୍ରେୟାଙ୍କ କଣ୍ଠର ଯାଦୁର ପ୍ରଭାବ ଏମିତି ହେଲା ଯେ ଦର୍ଶକ ତାଙ୍କ ଦିୱାନା ହୋଇଯାଇଥିଲେ । ଗୀତ ପାଇଁ ତାଙ୍କୁ ଫିଲ୍ମଫେୟାର,, ଆଇଫା ଓ ଷ୍ଟାର ସ୍କ୍ରିନ ଆୱାର୍ଡ୍ସରେ ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ ମିଳିଥିଲା ।

ଶାହରୁଖ ଖାନ ଓ ରାନୀ ମୁଖାର୍ଜୀଙ୍କ ଅଭିନୀତ ଫିଲ୍ମ ‘ପହେଲୀ’ର ଗୀତ ‘ଧିରେ ଜଲନା’କୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଗୀତଟିକୁ ଶ୍ରେୟା ଫେମସ ଗାୟକ ସୋନୁ ନିଗମଙ୍କ ସହ ମିଶି ଗାଇଥିଲେ। ଏହି ଗୀତ ପାଇଁ ସେ ନ୍ୟାସନାଲ ଫିଲ୍ମ ଆୱାର୍ଡ ନିଜ ନାମରେ କରିଥିଲେ।

‘ଜବ ୱି ମେଟ’ର ଗୀତ ୟେ ‘ଇଶ୍କ ହାୟ’ରେ କରୀନାଙ୍କ ଚୁଲବୁଲି ଓ ନଟଖଟ ଅନ୍ଦାଜ ସମସ୍ତଙ୍କୁ ପସନ୍ଦ ଆସିଥିଲା । ଆଉ ଏହି ନଟଖଟ କରୀନାଙ୍କ କଣ୍ଠ ସାଜିଥିଲେ ଶ୍ରେୟା । ପ୍ରୀତମଙ୍କ ମ୍ୟୁଜିକରେ ନିର୍ମାଣ ହୋଇଥିବା ୟେ ଇଶ୍କ ହାୟ ଶ୍ରେୟା ଗାଇଥିଲେ । ଏହି ଗୀତ ପାଇଁ ତାଙ୍କୁ ନ୍ୟାସନାଲ ଫିଲ୍ମ ଆୱାର୍ଡ ଫର ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗରରେ ପୁରସ୍କୃତ କରାଯାଇଥିଲା । ଏହାସହ ଜର୍ମାନ ପବ୍ଲିକ ବଲିଉଡ ଆୱାର୍ଡ ବେଷ୍ଟ ସିଙ୍ଗର ଫିମେଲ ଆୱାର୍ଡ ମଧ୍ୟ ଶ୍ରେୟାଙ୍କୁ ମିଳିଥିଲା ।

ରିୟଲ ଲାଇଫ କପଲ ଐଶ୍ଚର୍ଯ୍ୟା ଓ ଅଭିଷେକ ବଚ୍ଚନଙ୍କ ଅଭିନୀତ ଫିଲ୍ମ ‘ଗୁରୁ’ର ଫେମସ ଗୀତ ‘ବାରସୋ ରେ ମେଘା’ ମଧ୍ୟ ଶ୍ରେୟା ଗାଇଥିଲେ। ଏହି ଗୀତ ପାଇଁ ସେ ଫିଲ୍ମଫେୟାର, ଆଇଫା, ଜି ସିନେ ଆୱାର୍ଡ୍ସ ଓ ଷ୍ଟାର ସ୍କ୍ରିନ ଆୱାର୍ସ ଓ ଷ୍ଟାର ସ୍କ୍ରିନ ଆୱାର୍ଡ୍ସରେ ସର୍ବଶ୍ରେଷ୍ଠ ଗାୟିକା ଆୱାର୍ଡ ସହ ଅପ୍ସରା ଆୱାର୍ଡ ଫର ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ ମଧ୍ୟ ଜିଚିଥିଲେ।

2008ରେ ଆସିବା ଫିଲ୍ମ ‘ସିଂ ଇଜ କିଙ୍ଗ’ ଅକ୍ଷୟ କୁମାରଙ୍କ କମେଡି ଓ ଶାନଦାର ଅଭିନୟ ସହ ପିଲ୍ମର ଗୀତକୁ ଦର୍ଶକଙ୍କ ଖୁବ୍ ମନ କିଣିଥିଲା । ଫିଲ୍ମର ଗୀତ ‘ତେରି ଔର’ ଆଜି ମଧ୍ୟ ଦର୍ଶକଙ୍କ ଓଠରେ ଶୁଣିବାକୁ ମିଳୁଛି। ଗୀତଟିକୁ ଶାନଦାର ଅନ୍ଦାଜରେ ଗାଇଥିଲେ ଶ୍ରେୟା। ଗୀତ ପାଇଁ ତାଙ୍କୁ ଇଣ୍ଟରନ୍ୟାସନାଲ ଇଣ୍ଡିଆନ ଫିଲ୍ମ ଏକେଡିମୀ ଆୱାର୍ଡ୍ସରେ ବେଷ୍ଟ ଫିମେଲ ବ୍ଲେବ୍ୟାକ ସିଙ୍ଗଲର ସହ ଫିଲ୍ମଫେୟାର, ଆଇଫା ଓ ଅପ୍ସରା ଆୱାର୍ଡ ଫର ବେଷ୍ଟ ଫିମେଲ ପ୍ଲେବ୍ୟାକ ସିଙ୍ଗର ଆୱାର୍ଡ ମିଳିଥିଲା।

ପ୍ରକାଶ ଥାଉକି ସେ ‘ବାଜିରାଓ ମସ୍ତାନୀ’ର ‘ଦିୱାନୀ ମସ୍ତାନୀ’, ‘ପରିଣୀତା’ର ‘ପିୟୁ ବୋଲେ’, ‘ଜବ ତକ ହେ ଜାନ’ର ଗୀତ ‘ସାନ୍ସ’, ‘ଆଶିକୀ-2’ର ‘ସୁନ ରହା ହେ ନା ତୁ’ ଓ ‘ରବ ନେ ବନା ଦି ଯୋଡି’ର ‘ତୁଝ ମେଁ ରବ ଦିଖତା’ ହେ ଭଳି ଗୀତ ଗାଇ ଦର୍ଶକଙ୍କ ମନ କିଣିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.