ETV Bharat / sitara

ଟ୍ରେଣ୍ଡ କରୁଛି ମିଷ୍ଟର ବଜାଜଙ୍କ ମିମି

'କସୌଟି ଜିନ୍ଦେଗୀ କି-2'ରେ ଏଣ୍ଟ୍ରି ମାରିସାରିଛନ୍ତି ମିଷ୍ଟର ବଜାଜ । ଏହି ଦମଦାର ଭୂମିକାରେ ନଜର ଆସୁଛନ୍ତି ଅଭିନେତା କରନ ସିଂହ ଗ୍ରୋୱର । ମିଷ୍ଟର ବଜାଜଙ୍କୁ ନେଇ ଦେଖିବାକୁ ମିଳୁଛି ଅନେକ ମିମି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@ବିପାଶା ବାସୁ
author img

By

Published : Jun 18, 2019, 10:43 PM IST

ମୁମ୍ବାଇ: ହ୍ୟାଣ୍ଡସମ ହଙ୍କ କରନ ସିଂହ ଗ୍ରୋୱର ଛୋଟ ପରଦାକୁ ପୁଣି ଫେରିଛନ୍ତି । ଧାରାବାହିକ ଏବଂ ଫିଲ୍ମ ନିର୍ମାତା ଏକତା କପୁରଙ୍କ ପପୁଲାର ଧାରାବାହିକ 'କସୌଟି ଜିନ୍ଦେଗୀ କି-2'ରେ କରନ ମିଷ୍ଟର ବଜାଜଙ୍କ ଭୂମିକାରେ ନଜର ଆସିଛନ୍ତି । ବର୍ତ୍ତମାନ ଶୋରେ ମିଷ୍ଟର ବଜାଜଙ୍କ ଏଣ୍ଟ୍ରି ହୋଇସାରିଛି ।

ସୋସିଆଲ ମିଡିଆରେ ମଧ୍ୟ ମିଷ୍ଟର ବଜାଜଙ୍କୁ ନେଇ ଅନେକ ମିମି ଦେଖିବାକୁ ମିଳୁଛି । ଏବେ ମିଷ୍ଟର ବଜାଜଙ୍କ ଅନେକ ଫନି ମିମି ଟ୍ରେଣ୍ଡ କରିବାରେ ଲାଗିଛି । ଇତିମଧ୍ୟରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ମିମି ଉପରେ କରନଙ୍କ ପତ୍ନୀ ତଥା ଅଭିନେତ୍ରୀ ବିପାଶା ବାସୁଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।

ସେ ମଧ୍ୟ ଇନଷ୍ଟାରେ ଏକ ଫନି ମିମି ସେୟାର କରିଛନ୍ତି । ଯେଉଁଥିରେ କରନ 'କସୌଟି ଜିନ୍ଦେଗୀ କି-2'ର ଅନୁରାଗ ଅର୍ଥାତ୍ ଅଭିନେତା ପାର୍ଥ ସାମଥାନଙ୍କ ସହ ନଜର ଆସୁଛନ୍ତି । ଫଟୋ ଖାସ୍ କଥା ହେଲା କି ଏହି ଫଟୋରେ ବିପାଶା ମଧ୍ୟ ଦେଖାଯାଉଛନ୍ତି । ଫଟୋର ତଳେ ଲେଖା ହୋଇଛି, ବଜାଜ ଏଥର କୌଣସି ବାସୁଙ୍କ ୱାଟ ଲଗାଇବ ।

ଏହାକୁ ସେୟାର କରି ବିପାଶା ଲେଖିଛନ୍ତି, "ବଚକେ ରହନା ରେ ବଜାଜ, ବଚକେ ରହନା ରେ... ବଚକେ ରହନା ରେ ବଜାଜ ତୁଝ ପେ ନଜର ହେ ....#humarabajaj." ଏହାପୂର୍ବରୁ ବିପାଶ, କରନଙ୍କ ବଜାଜ ଲୁକକୁ ହଟ୍ କହିଥିଲେ ।

ପ୍ରକାଶ ଥାଉକି ଏବେ ଧାରାବାହିକରେ ମିଷ୍ଟର ବଜାଜଙ୍କ ହାଇ ଭୋଲ୍ଟେଜ ଡ୍ରାମା ଆରମ୍ଭ ହୋଇଯାଇଛି । ଲଭବାର୍ଡ ପ୍ରେରଣା, ଅନୁରାଗଙ୍କ ଜୀବନରେ ପ୍ରଳୟଙ୍କାରୀ ତୁଫାନ ଆସିବାକୁ ଯାଉଛି ।

Intro:Body:

rrrrw

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.