ETV Bharat / sitara

ନ୍ୟୁଡ ଅବତାରରେ ବିଗ ବସ ଫେମ, ରାଗିଲେ ୟୁଜର୍ସ - ମନ୍ଦନା କରିମିଙ୍କ ଇନଷ୍ଟାଗ୍ରାମ ପୋଷ୍ଟ

ପୁଣିଥରେ ନିଜ ହଟ ଅବତାରକୁ ନେଇ ଚର୍ଚ୍ଚାରେ ଅଭିନେତ୍ରୀ ମନ୍ଦନା କରିମି। ପୂର୍ବରୁ କୋରୋନା ସଂକ୍ରମିତ ହେବା ଖବରକୁ ନେଇ ଚର୍ଚ୍ଚାରେ ଆସିଥିଲେ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନ୍ଦନା କରିମି
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନ୍ଦନା କରିମି
author img

By

Published : May 29, 2020, 12:39 PM IST

ମୁମ୍ବାଇ: ବିଗ ବସ ଏକ୍ସ ପ୍ରତିଯୋଗୀ ମନ୍ଦନା କରିମି ଲକଡାଉନ ସମୟରେ କୌଣସି ନା କୌଣସି କାରଣକୁ ସୋସିଆଲ ମିଡିଆରେ ଚହଳ ସୃଷ୍ଟି କରିବାରେ ଲାଗିଛନ୍ତି। କିଛି ଦିନ ପୂର୍ବର ତଥା ରମଜାନ ମାସରେ ବିକିନି ଫଟୋ ସେୟାର କରି ଟ୍ରୋଲର୍ସଙ୍କ ଶିକାର ହୋଇଥିଲେ। ଏବେ ପୁଣିଥରେ ତାଙ୍କୁ ଟାର୍ଗେଟ କରିଛନ୍ତି ୟୁଜର୍ସ। ସେ ଟପଲେସ ଫଟୋ ପୋଷ୍ଟ କରି ବର୍ତ୍ତମାନ ଇଣ୍ଟରନେଟରେ କମ୍ପନ ସୃଷ୍ଟି କରିଛନ୍ତି ।

ଏବେ ଭାଇରଲ ହେଉଥିବା ଫଟୋରେ ତାଙ୍କ ନ୍ୟୁଡ ଅବତାର ଦେଖିବାକୁ ମିଳୁଛି। ଫଟୋ ସହ ମନ୍ଦନା ଏକ କବିତା ମଧ୍ୟ ସେୟାର କରିଛନ୍ତି । ଯେଉଁଠାରେ ତାଙ୍କ କବିତାର ପ୍ରଶଂସା ଖୁବ୍ ଚାଲିଛି, ସେହିଠାରେ ତାଙ୍କ ନ୍ୟୁଡ ଫଟୋ ଉପରେ କିଛି ୟୁଜର୍ସ ଖପ୍ପା ନଜର ଆସୁଛନ୍ତି। ଦେଖନ୍ତୁ ଫଟୋ...

photo
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ମନ୍ଦନା କରିମି

ପ୍ରକାଶ ଥାଉକି ନିକଟରେ ମନ୍ଦନାଙ୍କ କୋରୋନା ଟେଷ୍ଟ ପଜେଟିଭ ବାହାରିବା ଖବର ନିଆଁ ପରି ବ୍ୟାପିଯାଇଥିଲା। ହେଲେ ମନ୍ଦନା ଏହି ଖବରକୁ ଖଣ୍ଡନ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.