ETV Bharat / sitara

ଭୂମିଙ୍କ ଦେବୀ ଅବତାର, ବୁଧବାର ଆସିବ ଟ୍ରେଲର

author img

By

Published : Nov 24, 2020, 3:04 PM IST

ବୁଧବାର ରିଲିଜ ହେବାକୁ ଯାଉଛି ଭୂମିଙ୍କ ଚର୍ଚ୍ଚିତ ଫିଲ୍ମ ‘ଦୁର୍ଗାବତୀ’ର ଟ୍ରେଲର । ଆଜି ଜାରି ହୋଇଯାଇଛି ମୋଶନ ପୋଷ୍ଟ । ଦେବୀଙ୍କ ରୂପରେ ଭୂମି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର
ଫଟୋ ସୌଜନ୍ୟ: ଟ୍ବିଟର@ଅକ୍ଷୟ କୁମାର

ମୁମ୍ବାଇ: ଅଭିନେତ୍ରୀ ଭୂମି ପେଡନେକର ଖୁବଶୀଘ୍ର ତେଲୁଗୁ ବ୍ଲକବଷ୍ଟର ଫିଲ୍ମ ‘ଦୁର୍ଗାବତୀ’ର ହିନ୍ଦୀ ରିମେକ ନେଇ ପରଦାକୁ ଫେରିବେ । ଯାହାର ପ୍ରଯୋଜନା କରୁଛନ୍ତି ସୁପରଷ୍ଟାର ଅକ୍ଷୟ କୁମାର । ଇତିମଧ୍ୟରେ ଦର୍ଶକଙ୍କୁ ଫିଲ୍ମର ଟ୍ରେଲର ରିଲିଜ ସୂଚନା ଦେଇଛନ୍ତି ଅକ୍ଷୟ । ସେ ସୋସିଆଲ ମିଡିଆରେ ଫିଲ୍ମର ନୂଆ ମୋଶନ ପୋଷ୍ଟର ଜାରି କରି ଏହାର ଖୁଲାସା କରିଛନ୍ତି । ଯେଉଁଥିରେ ଭୂମିଙ୍କ ଦମଦାର ଅନ୍ଦାଜ ଦେଖିବାକୁ ମିଳୁଛି ।

ସେହିପରି ସେ ଟ୍ବିଟରେ ମୋଶନ ପୋଷ୍ଟର ଜାରି କରି ଲେଖିଛନ୍ତି, ‘ଏହା ଦେୟ କରିବା ସମୟ । ଡିସେମ୍ବର 11ରେ ଆମାଜନ ପ୍ରାଇମ ଭିଡିଓରେ ଦୁର୍ଗାବତୀଙ୍କ ସହ ସମସ୍ତେ ଭେଟିବେ । ଆଉ ବୁଧବାର ଏହାର ଝଲକ ଟ୍ରେଲରରେ ଦେଖିବେ । ରିଲିଜ ହେବ ଫିଲ୍ମର ଜବରଦସ୍ତ ଟ୍ରେଲର ।’

ପ୍ରକାଶ ଥାଉକି ସୋମବାର ଫିଲ୍ମର ନୂଆ ପୋଷ୍ଟର ଜାରି କରିଥିଲେ ମେକର୍ସ । ଏବେ ଫିଲ୍ମର ମୋଶନ ପୋଷ୍ଟର ଜାରି କରି ଦର୍ଶକଙ୍କ ଏକ୍ସାଇଟମେଣ୍ଟ ବଢାଇ ଦେଇଛନ୍ତି ଅକ୍ଷୟ । ଭୂମିଙ୍କ ବ୍ୟତୀତ ଏହି ଫିଲ୍ମରେ ନଜର ଆସିବେ ଅର୍ଶଦ ୱାରସି ଓ କରନ କପାଡିଆ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.