ETV Bharat / sitara

100କୋଟି କ୍ଲବରେ ‘ଭାରତ’

author img

By

Published : Jun 9, 2019, 9:06 PM IST

ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ବ୍ୟବସାୟ କରିବା ପରେ ଚତୁର୍ଥ ଦିନରେ 100କୋଟି କ୍ଲବରେ ସାମିଲ ହୋଇଛି ଫିଲ୍ମ ‘ଭାରତ’ । 122କୋଟି ବ୍ୟବସାୟ କରିଛି ଭାରତ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/beingsalmankhan

ହାଇଦ୍ରାବାଦ: ରିଲିଜର ଚତୁର୍ଥ ଦିନରେ 100କୋଟି କ୍ଲବରେ ସାମିଲ ହୋଇଛି ଭାଇଜାନଙ୍କ ଫିଲ୍ମ ‘ଭାରତ’ । ସଲମାନଙ୍କ କ୍ୟାରିୟରର ଏହା ପ୍ରଥମ ଫିଲ୍ମ ଯାହା ପ୍ରଥମ ଦିନରେ ରେକର୍ଡ ସଂଖ୍ୟକ ବ୍ୟବସାୟ କରିଥିଲା ।

taran adarsh
ଫଟୋ ସୌଜନ୍ୟ: ଟ୍ବିଟର/taran adarsh

ନିଜ ଟ୍ବିଟର ହାଣ୍ଡେଲରେ ସୂଚନା ଦେଇଛନ୍ତି ଫିଲ୍ମ ସମୀକ୍ଷକ ତରୁଣ ଆଦର୍ଶ । ତୃତୀୟ ଦିନରେ ପାଖପାଖି 100କୋଟି ପର୍ଯ୍ୟନ୍ତ ପହଞ୍ଚି ଯାଇଥିବା ବେଳେ ମାତ୍ର 5କୋଟି କାରଣରୁ 100କୋଟି କ୍ଲବରେ ସାମିଲ ହୋଇପାରିନଥିଲା । ତେବେ ଚତୁର୍ଥ ଦିନରେ ଫିଲ୍ମ 122କୋଟି ରୋଜଗାର କରିଛି ।

taran adarsh
ଫଟୋ ସୌଜନ୍ୟ: ଟ୍ବିଟର/taran adarsh

ଫିଲ୍ମର ରିଲିଜ ଇଦ ଦିନ ଥିବା ବେଳେ ସେହିଦିନ ଭାରତ ଓ ଦକ୍ଷିଣ ଆଫ୍ରିକାର ପ୍ରଥମ ବିଶ୍ବକପ ମ୍ୟାଚ ଥିଲା ମାତ୍ର ମ୍ୟାଚର କୈଣସି ପ୍ରଭାବ ଫିଲ୍ମ ଉପରେ ପଡିନଥିଲା । ପ୍ରକାଶଥାଉକି, ଫିଲ୍ମରେ ସଲମାନଙ୍କ ସହ କ୍ୟାଟ୍ରିନା କୈଫ, ସୁନୀଲ ଗ୍ରୋଭର, ଦିଶା ପଟ୍ଟନୀଙ୍କୁ ଦେଖିବାକୁ ମିଳିଛି ।

Intro:Body:

dfs

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.