ETV Bharat / sitara

ବଲିଉଡରେ କ୍ରିତିଙ୍କ ସାତ ବର୍ଷ, 'ହିରୋପନ୍ତି' ସେଟ୍ ର ଫଟୋ କଲେ ସେୟାର - ବଲିଉଡରେ କ୍ରିତିଙ୍କ ସାତ ବର୍ଷ

ସାତ ବର୍ଷ ପୂର୍ବେ 2014ରେ 'ହିରୋପନ୍ତି' ଚଳଚ୍ଚିତ୍ର ସହିତ ଅଭିନେତ୍ରୀ କ୍ରିତି ସାନନ ବଲିଉଡରେ ଡେବ୍ୟୁ କରିଥିଲେ। ଆଜି ଏହି ଚଳଚ୍ଚିତ୍ରକୁ ସାତ ବର୍ଷ ପୂରଣ ହୋଇଛି । ଏଥିସହିତ କ୍ରିତିଙ୍କ ମଧ୍ୟ ବଲିଉଡର ଯାତ୍ରାକୁ ସାତ ବର୍ଷ ପୂରଣ ହୋଇଛି । ଅଧିକ ପଢନ୍ତୁ...

'Best phase of my life,' says Kriti Sanon as she celebrates 7 years in Bollywood
ବଲିଉଡରେ କ୍ରିତିଙ୍କ ସାତ ବର୍ଷ, 'ହିରୋପନ୍ତି' ସେଟ୍ ର ଫଟୋ କଲେ ସେୟାର
author img

By

Published : May 23, 2021, 10:01 PM IST

ନୂଆଦିଲ୍ଲୀ: ସାତ ବର୍ଷ ପୂର୍ବେ 2014ରେ 'ହିରୋପନ୍ତି' ଚଳଚ୍ଚିତ୍ର ସହିତ ଅଭିନେତ୍ରୀ କ୍ରିତି ସାନନ ବଲିଉଡରେ ଡେବ୍ୟୁ କରିଥିଲେ । ଆଜି ଏହି ଚଳଚ୍ଚିତ୍ରକୁ ସାତ ବର୍ଷ ପୂରଣ ହୋଇଛି । ଏଥିସହିତ କ୍ରିତିଙ୍କ ମଧ୍ୟ ବଲିଉଡର ଯାତ୍ରାକୁ ସାତ ବର୍ଷ ପୂରଣ ହୋଇଛି । ଏହି ବିଶେଷ ଦିନରେ କ୍ରିତି ତାଙ୍କର ଡେବ୍ୟୁ ଫିଲ୍ମର ସେଟ୍ ରୁ କିଛି ମନଲୋଭା ସ୍ମୃତି ସେୟାର କରିଛନ୍ତି ।

କ୍ରିତି କିଛି ପୁରୁଣା ଫଟୋଗ୍ରାଫ୍ ସହିତ ଏକ ଭିଡିଓ ସେୟାର କରିଛନ୍ତି ।

ଯେଉଁଥିରେ ସେ କ୍ୟାପସନରେ ଲେଖିଛନ୍ତି, 'ହିରୋପନ୍ତି' ର ସାତ ବର୍ଷ, ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ସାତ ବର୍ଷ, ମୁଁ ଯାହା କରିବାକୁ ପସନ୍ଦ କରେ ସାତ ବର୍ଷ । ଏହା ଅତ୍ୟନ୍ତ ସୁନ୍ଦର ଯାତ୍ରା, ମୋ ଜୀବନର ସବୁଠାରୁ ସୁନ୍ଦର ଫେସ । ଏହି ଫଟୋଗୁଡ଼ିକ ଅନେକ ସ୍ମୃତିକୁ ତାଜା କରୁଛି । ଆଜି ତୁମ ସମସ୍ତକୁ ବହୁତ ମିସ କରୁଛି'।

ଏହି ପୋଷ୍ଟ ସହିତ କ୍ରିତି ଟାଇଗର ଶ୍ରଫ, ସାଜିଦ ନାଡିଆଡୱାଲା ଏବଂ ଫିଲ୍ମ ସହ ଜଡିତ ଅନ୍ୟ ସଦସ୍ୟମାନଙ୍କୁ ଟ୍ୟାଗ କରିଛନ୍ତି।

ପ୍ରକାଶ ଥାଉ ଯେ, 'ହିରୋପନ୍ତି' ଚଳଚ୍ଚିତ୍ରରେ କ୍ରିତିଙ୍କ ସହ ଜ୍ୟାକି ଶ୍ରଫଙ୍କ ପୁଅ ଟାଇଗର ଶ୍ରଫ ମଧ୍ୟ ଡେବ୍ୟୁ କରିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.