ETV Bharat / sitara

ଇଂରାଜୀ ମିଡିୟମରେ ବେବୋ ହେବେ ପୋଲିସ

author img

By

Published : Apr 26, 2019, 2:19 PM IST

ହିନ୍ଦି ମିଡିୟମର ହିଟ ପରେ, ରିଲିଜ ହେବାକୁ ଯାଉଛି ଇଂରାଜୀ ମିଡିୟମ । ଏଥିରେ ପୋଲିସ ଅଫିସର ଅବତାରରେ ନଜର ଆସିବେ ବେବୋ ଓ ମୁଖ୍ୟ ଚରିତ୍ରରେ ନଜର ଆସିବେ ଇରଫାନ ଖାନ ।

ଫଟୋ ସୌଜନ୍ୟ:ଏ ଏନ ଆଇ

.

ହାଇଦ୍ରାବାଦ: ଇରଫାନ ଖାନଙ୍କ ଆଗାମୀ ଫିଲ୍ମ 'ଇଂରାଜୀ ମିଡିୟମ'ରେ ଦେଖିବାକୁ ମିଳିବ ବଲିଉଡର ବେବୋ କରିନା କପୁର ଖାନ । ଫିଲ୍ମରେ ତାଙ୍କୁ ପୋଲିସ ଅଫିସର ଅବତାରରେ ଦେଖିବାକୁ ପାଇବେ ଦର୍ଶକ । ଏହି କଥା ନିଜେ ଭାରତୀୟ ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ଟ୍ୱିଟ କରି ଜଣାଇଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି ଯେ , " ଇଂରାଜୀ ମିଡିୟମକୁ ଆସିବେ କରିନା କପୁର ଖାନ । ସେ ଏଥିରେ ପୋଲିସ ଅଫିସର ଭୂମିକାରେ ନଜର ଆସିବେ । ଫିଲ୍ମକୁ ନିର୍ଦ୍ଦେଶନା ଦେଉଛନ୍ତି ହୋମି ଅଦାଜାନିଆ ଓ ପ୍ରଯୋଜନା ଦେଇଛନ୍ତି ଦିନେଶ ଭିଜନ । ଜୁନ ମାସରେ ଫିଲ୍ମଟି ଲଣ୍ଡନରେ ରିଲିଜ ହେବ । "

tweeter
ଫଟୋ ସୌଜନ୍ୟ: ଏ ଏନ ଆଇ
ଇଂରାଜୀ ମିଡିୟମ, 2017ରେ ରିଲିଜ ହୋଇଥିବା ହିନ୍ଦି ମିଡିୟମର ସ୍ୱିକେଲ । ଏଥିରେ ଇରଫାନଙ୍କୁ ଜଣେ ଧନୀ ବ୍ୟବସାୟୀ ଚରିତ୍ରରେ ଦେଖିବାକୁ ମିଳିଥିଲା । ଏହାପରେ ଇରଫାନ ନ୍ୟୁରୋଏଣ୍ଡୋକ୍ରାଇନ ଟ୍ୟୁମର ରେ ପୀଡିତ ଥିଲେ । ଚିକିତ୍ସା ପରେ ଏହା ତାଙ୍କ କମବ୍ୟାକ ଫିଲ୍ମ । ଏଥିରେ ତାଙ୍କୁ ଜଣେ ମିଠାଇ ବାଲା ଚରିତ୍ରରେ ଦେଖିବାକୁ ମିଳିବ । ବେବୋଙ୍କ ମଧ୍ୟ ତାଙ୍କ ଆଗାମୀ ଫିଲ୍ମ 'ଗୁଡ ନ୍ୟୁଜ'ର ଶୁଟିଂ ସାରିଛନ୍ତି । ଫିଲ୍ମଟି ସେପ୍ଟେମ୍ବର 6ରେ ରିଲିଜ ହେବ।

ସ୍ଲଗ : ସାମାନ୍ୟ ବଚସାରୁ ଯୁବକଙ୍କୁ ଖଣ୍ଡାରେ ଆକ୍ରମଣ...
ରିପୋର୍ଟର: ସମୀର ଆଚାର୍ଯ୍ୟ
ଫମାର୍ଟ  :walk through,
ସ୍ଥାନ       : ବ୍ରହ୍ମପୁର,
ତାରିଖ  -୨୩-୦୪-୧୯( ଭିଜୁଆଲ  ଏଫ୍.ଟି.ପି  ରେ ଯାଇଛି ।)
(ଆଙ୍କର)-ପ୍ରତି ଦୁଇ ବର୍ଷକୁ ଥରେ ରେଶମ ସହର ବ୍ରହ୍ମପୁରରେ ଆୟୋଜିତ ହେଉଥିବା ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀ ଯାତ୍ରା ଶେଷ ପର୍ଯ୍ୟାୟରେ ପହଞ୍ଚିଲାଣି  । ଚଳିତମାସର ୨୯ ତାରିଖରେ ମାଆ ଙ୍କର ଯାତ୍ରା ଶେଷ ହେବାକୁ ଥିବା ବେଳେ ମାଆ ଙ୍କ ଯାତ୍ରାର ୨୬ ଦିନରେ  ଦର୍ଶନ କରିବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରରୁ ଭକ୍ତ ମାନଙ୍କ ସୁଅ ଛୁଟୁଛି ମାଙ୍କ ଅସ୍ଥାୟୀ ମଣ୍ଡପକୁ  । ସକାଳ ସମୟରୁ ପାରମ୍ପାରିକ ରୀତିନୀତିରେ ଚାଲିଛି ମାଆ ଙ୍କର ପୁଜାର୍ଚ୍ଚନା  । ସେପଟେ ମାନସିକଧାରିଙ୍କ  ବେଶ ପଟୁଆର ରେ ମାଆ ଙ୍କୁ ଦର୍ଶନ କରୁଥିବା ଦେଖାଯାଇଛି  । କିଭଳି ଚାଲିଛି ଅସ୍ଥାୟୀ ମନ୍ଦିରରେ ପୁଜାର୍ଚ୍ଚନା ସେ ନେଇ ଅଧିକ ସୂଚନା ଦେଉଚନ୍ତି ଆମ ସମ୍ୱାଦଦାତା..
walk through
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.