ନୂଆଦିଲ୍ଲୀ: ରବିବାର ଦିନ ଦେଶ ମାତା ମାନଙ୍କର ଅଦମ୍ୟ ଚେଷ୍ଚାକୁ ସମ୍ମାନ ଜଣାଉଥିବା ବେଳେ ବଲିଉଡର ସେଲିବ୍ରିଟିମାନେ ମଧ୍ୟ ମାତୃ ଦିବସ ଅବସରରେ ନିଜ ମାତାମାନଙ୍କ ପାଇଁ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ସେୟାର କରିଛନ୍ତି ।
ଅଭିନେତ୍ରୀ ସାରା ଅଲି ଖାନ ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ସାରା ତାଙ୍କ ଜେଜେମାଙ୍କ କୋଳରେ ଶୋଇଥିବାବେଳେ ସାରାଙ୍କ ମା ସାରାଙ୍କୁ ଦେଖୁଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ସାରା ଲେଖିଛନ୍ତି ଯେ, ମେରୀ ମା କି ମା । ଥାଇକ୍ୟୁ ଫର କ୍ରିଏଟିଙ୍ଗ ମମି । # ହାପି ମର୍ଦସ ଡେ ।
ବିକି କୈାଶଲ ଇନଷ୍ଟାଗ୍ରାମରେ ତାଙ୍କ ପିଲାଦିନର ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଯେଉଁଠାରେ ବିକି ଏକ ସମୁଦ୍ର କୂଳରେ ଲୁଚି ବସି ଥିବାବେଳେ ତାଙ୍କ ମା ତାଙ୍କୁ ଗାଳି ଦେଉଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ବିକି ଲେଖିଛନ୍ତି ଯେ, ଲଭ ୟୁ ମାଆ ।
- View this post on Instagram
Meri Maa ki Maa 💁🏻♀️🤰🤱🏻🙇🏻♀️ Thank you for creating Mommy 💝🙏🏻👩👧👧🐣🐥🐤 #HappyMothersDay
">
ଅଭିନେତ୍ରୀ ଅନନ୍ୟା ପାଣ୍ଡେ ତାଙ୍କ ପିଲାଦିନ ଏକ ଆକର୍ଷଣୀୟ ଭିଡିଓ ସେୟାର କରିଥିଲେ । ଯେଉଁଠାରେ ସେ ଏକ ଲାଲ ବିନ୍ଦୁ ଚୁନରୀ କୁର୍ତ୍ତା ପିନ୍ଧିଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓରେ ଜଣେ ବ୍ୟକ୍ତି ଅନନ୍ୟାଙ୍କୁ ପ୍ରଶ୍ନ ପଚାରିଛନ୍ତି ଯେ, ଆପଣ କାହାକୁ ଦୁନିଆରେ ସବୁଠାରୁ ଅଧିକ ଭଲ ପାଆନ୍ତି ? ଏଥିରେ ଅନନ୍ୟା ଉତ୍ତର ଦିଅନ୍ତି ଯେ, "ମାମା" ।
ଏହି ଭିଡିଓର କ୍ୟାପସନରେ ଅନନ୍ୟା ଲେଖିଛନ୍ତି ଯେ, ଲଭ ୟୁ ମାଆ । @bhavanapandey ।
- " class="align-text-top noRightClick twitterSection" data="
">
ଅଭିନେତା ଇଶାନ ଖଟ୍ଟର ଇନଷ୍ଟାଗ୍ରାମରେ ତାଙ୍କ ମାଙ୍କ ସହ ତିନୋଟି ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ପ୍ରଥମ ଫଟୋରେ ଇଶାନଙ୍କ ମା ଇଶାନଙ୍କ ହାତରେ କିସ ଦେଉଥିବାର ଦେଖିବାକୁ ମିଳିଛି । ଦ୍ୱିତୀୟ ଫଟୋରେ ଇଶାନଙ୍କ ମା ଏକ ଗ୍ଲାମରସ ମୋନୋକ୍ରୋମେଟିକ ଫଟୋରେ ଦେଖାଯାଆନ୍ତି ଏବଂ ତୃତୀୟ ଫଟୋରେ ଇଶାନଙ୍କୁ ତାଙ୍କ ମା ଗୋଡ଼ ଉପରେ ବସେଇଥିବାର ଦେଖିବାକୁ ମିଳିଛି ।
- " class="align-text-top noRightClick twitterSection" data="
">
ଏହି ପୋଷ୍ଟରେ ଇଶାନ ଲେଖିଛନ୍ତି ଯେ, ମମ ଫର ପ୍ରେସିଡେଣ୍ଟ ।
ଭେଟେରାଇନ ଅଭିନେତ୍ରୀ ହେମା ମାଲିନି ମଧ୍ୟ ତାଙ୍କ ମା ଏବଂ ଝିଅମାନଙ୍କ ସହିତ ତାଙ୍କର ଏକ ଥ୍ରୋବ୍ୟାକ ଫଟୋ ସେୟାର କରିଛନ୍ତି । ଏହି ପୋଷ୍ଟର କ୍ୟାପସନରେ ହେମା କହିଛନ୍ତି ଯେ, ଆମ ପାଇଁ ଆମ ମାଆ ଯାହା କରିଛନ୍ତି ତାହା ହେଉଛି ପ୍ରେମ ।
-
It is Mother’s Day! A day for us to recall with love & gratitude all that our mothers have done for us🙏Also a day for us to celebrate our status as mothers & grandmothers & look back proudly at the years passed in bringing our kids.This is a treasured file photo of me & my mom😘 pic.twitter.com/6kzw31pABk
— Hema Malini (@dreamgirlhema) May 10, 2020 " class="align-text-top noRightClick twitterSection" data="
">It is Mother’s Day! A day for us to recall with love & gratitude all that our mothers have done for us🙏Also a day for us to celebrate our status as mothers & grandmothers & look back proudly at the years passed in bringing our kids.This is a treasured file photo of me & my mom😘 pic.twitter.com/6kzw31pABk
— Hema Malini (@dreamgirlhema) May 10, 2020It is Mother’s Day! A day for us to recall with love & gratitude all that our mothers have done for us🙏Also a day for us to celebrate our status as mothers & grandmothers & look back proudly at the years passed in bringing our kids.This is a treasured file photo of me & my mom😘 pic.twitter.com/6kzw31pABk
— Hema Malini (@dreamgirlhema) May 10, 2020
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ