ETV Bharat / sitara

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ବି-ଟାଉନ

author img

By

Published : May 30, 2019, 1:07 PM IST

ମୋଦିଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବ ବଲିଉଡ । ଶାହାରୁଖ ଖାନଙ୍କଠୁ ଆରମ୍ଭ କରି ମିମି ଚକ୍ରବର୍ତ୍ତୀ ଯାଏଁ ସମସ୍ତେ ମୋଦିଙ୍କ ଦ୍ବିତୀୟ ଇନିଂଶର ଆରମ୍ଭର କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ।

ଫଟୋ ସୌଜନ୍ୟ: ସୋସିଆଲମିଡିଆ

ହାଇଦ୍ରାବାଦ: ଚଳିତ ବର୍ଷ ନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଛି ମୋଦି ସରକାର । ଦ୍ବିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ତେବେ ଶପଥ ଗ୍ରହଣ ଉତ୍ସବରେ ପ୍ରାୟ 6000 ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଥିବା ବେଳେ ସେଥିରେ ସାମିଲ ଅଛନ୍ତି ବି-ଟାଉନ ସେଲିବ୍ରିଟି ।

  • ଉତ୍ସବରେ ଯୋଗଦେବେ ମକ୍କଲ ନିଧି ମୈୟମ ଦଳର ମୁଖ୍ୟ ତଥା ଅଭିନେତା ନିର୍ଦ୍ଦେଶକ କମଲ ହାସନ ।
    kamal
    ଫଟୋ ସୌଜନ୍ୟ: ସୋସିଆଲମିଡିଆ
  • ଶପଥ ଗ୍ରହଣ ଉତ୍ସବରେ ମୋଦିଙ୍କୁ ଶୁଭକାମନା ଜଣାଇବାକୁ ପହଞ୍ଚିବେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ରଜନୀକାନ୍ତ ନିଜେ ଏହାର ସ୍ପଷ୍ଟି କରଣ ଦେଇଛନ୍ତି ।
    rajnikant
    ଫଟୋ ସୌଜନ୍ୟ: ସୋସିଆଲମିଡିଆ
  • ଏଥରକ ଉତ୍ସବରେ କିଙ୍ଗଖାନ ଶାହାରୁଖ ମଧ୍ୟ ଯୋଗଦେବେ । ତେବେ 2014 ଶପଥ ଗ୍ରହଣ ସମୟରେ ସଲମାନ ଖାନ ଓ ପିତା ସଲୀମ ଖାନଙ୍କୁ ବିଶେଷ ନିମନ୍ତ୍ରଣ ଦିଆଯାଇଥିଲା ।
    shahrukh
    ଫଟୋ ସୌଜନ୍ୟ: ସୋସିଆଲମିଡିଆ
  • ସବୁବେଳେ ଖୁଲମଖୁଲା ମୋଦି ସରକାରଙ୍କୁ ସମର୍ଥନ କରୁଥିବା କଙ୍ଗନା ମଧ୍ୟ ଏଥର ମୋଦିଙ୍କ ଶପଥ ବେଳେ ଉପସ୍ଥିତ ରହିବେ ।
    kangana
    ଫଟୋ ସୌଜନ୍ୟ: ସୋସିଆଲମିଡିଆ
  • ବଲିଉଡର ଫିଲ୍ମ ନିର୍ମାତା କରଣ ଜୋହର ମଧ୍ୟ ସମାରୋହରେ ଭାଗ ନେବାକୁ ପହଞ୍ଚିବେ । ଗତଥର ମଧ୍ୟ କରଣ ମୋଦିଙ୍କ ସହ ଦେଖା କରି ସିନେମା ଜଗତରେ ଥିବା ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।
    karan
    ଫଟୋ ସୌଜନ୍ୟ: ସୋସିଆଲମିଡିଆ
  • ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭଂସାଲି ମଧ୍ୟ ଶପଥ ଗ୍ରହଣରେ ଭାଗ ନେଇପାରନ୍ତି ।
    sanjay
    ଫଟୋ ସୌଜନ୍ୟ: ସୋସିଆଲମିଡିଆ
  • ମୋଦିଙ୍କ ବାୟୋପିକ ପିଏମ ନରେନ୍ଦ୍ର ମୋଦିରେ ଅଭିନୟ କରିଥିବା ବିବେକ ଓବରୟ ମଧ୍ୟ ଶପଥ ଗ୍ରହଣରେ ଯୋଗ ଦେବେ ।
    vivek
    ଫଟୋ ସୌଜନ୍ୟ: ସୋସିଆଲମିଡିଆ
  • ମଥୁରାରୁ ବିଜୟ ହାସଲ କରିଥିବା ଅଭିନେତ୍ରୀ ହେମାମାଳିନି ମୋଦିଙ୍କ ଦ୍ବିତୀୟ ଇନିଂଶର ଆରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ ।
    hema
    ଫଟୋ ସୌଜନ୍ୟ: ସୋସିଆଲମିଡିଆ

ଏଥରକ ପଶ୍ଚିମବଙ୍ଗଳାରେ ବଙ୍ଗାଳୀ ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ ବିଜୟ ହାସଲ କରି ସଂସଦ ପହଞ୍ଚିଛନ୍ତି । ଅନ୍ୟପକ୍ଷେ ବଙ୍ଗଳାର ବସୀରହାଟରୁ ନିର୍ବାଚନ ଲଢି ନୁସରତ ଜାହାଁ ଜିତ ହାସଲ କରିଛନ୍ତି । ତେବେ ଦୁହେଁ ମୋଦିଙ୍କ ଶପଥ ଗ୍ରହଣରେ ଯୋଗ ଦେଇ ପାରନ୍ତି ।

mimi nushrat

Intro:Body:

fsds

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.