ETV Bharat / sitara

ବରିଷ୍ଠ ନାଗରିକଙ୍କୁ ସହଯୋଗର ହାତ ବଢାଇଲେ ଆୟୁଷ୍ମାନ

author img

By

Published : May 17, 2020, 8:16 PM IST

ଏନସିଡବ୍ଲ୍ୟୁ ହ୍ୟାଶଟ୍ୟାଗହାପିଟୁହେଲ୍ପ ଟାସ୍କ ଫୋର୍ସରେ ସାମିଲ ହେଲେ ଆୟୁଷ୍ମାନ । ଯାହାଦ୍ବାରା ଆବଶ୍ୟକ ଜିନିଷ ଓ ଔଷଧ ପ୍ରଭାବିତ ବରିଷ୍ଟ ନାଗରିକଙ୍କ ପାଖରେ ପହଞ୍ଚିବ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଆୟୁଷ୍ମାନ ଖୁରାନା

ମୁମ୍ବାଇ: ବି-ଟାଉନର ବିକ୍କୀ ଡୋନର ଆୟୁଷ୍ମାନ ଖୁରାନା କୋଭିଡ-19 ଲକଡାଉନ ମଧ୍ୟରେ ବରିଷ୍ଠ ନାଗରିକକୁ ନେଇ ସଚେନତା ବାର୍ତ୍ତା ବାଣ୍ଟିବାରେ ଲାଗିଛନ୍ତି । ସେ ବରିଷ୍ଠ ନାଗରିକଙ୍କ ପାଇଁ ଚିକିତ୍ସାର ଆବଶ୍ୟକ ବିଷୟରେ ସମସ୍ତଙ୍କୁ ଜଣାଉଛନ୍ତି । ତାଙ୍କ ଅନୁଯାୟୀ ଏହି କାର୍ଯ୍ୟରେ ସେ ଅଂଶ ଗ୍ରହଣ କରି ନିଜକୁ ସମ୍ମାନିତ ଅନୁଭବ କରୁଛନ୍ତି ।

ଏହି ଅଭିଯାନ ପାଇଁ ସଚେତନା ପାଇଁ ଆୟୁଷ୍ମାନକୁ ରାଷ୍ଟ୍ରୀୟ ମହିଳା ଆୟୋଗ(ଏନସିଡବ୍ଲ୍ୟୁ)ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରଳାୟ ଦ୍ବାରା ସାମିଲ କରାଯାଇଛି।

ଏହି ଅବସରରେ ଆୟୁଷ୍ମାନ କହିଛନ୍ତି ଯେ ଆମ ଦେଶ ଓ ମାନବତାକୁ ପ୍ରଭାବିତ କରୁଥିବା ଏହି କଠିନ ପରିସ୍ଥିତିରେ ଏନସିଡବ୍ଲ୍ୟୁ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରାଳୟ ସେବା କରିବ। ଏହି ଅଭିଯାନରେ ବରିଷ୍ଠ ନାଗରିକଙ୍କ ଚିକିତ୍ସାର ଆବଶ୍ୟକ ପାଇଁ ବିଶେଷ ହ୍ୟାଶଟ୍ୟାଗହାପିଟୁହେଲ୍ପ ଟାସ୍କ ଫୋର୍ସର ସ୍ଥାପନା କରିଯାଇଛି। ଏହା ଜରିଆରେ ଲକଡାଉନ ସମୟରେ ଆବଶ୍ୟକ ଜିନିଷ ଔଷଧ ଦିଆଯିବ। ଏହାସହ ସେ ପ୍ରଭାବିତ ଲୋକଙ୍କୁ ସାହାଯ୍ୟ କରିବା ପାଇମ ସମସ୍ତଙ୍କୁ ଅପିଲ କରିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.